Fake Pregnancies: ସରକାରୀ ଯୋଜନାର ଫାଇଦା ନେବାକୁ ୧୭ ଥର ହୋଇଥିଲେ ଗର୍ଭବତୀ, ଧରାପଡିଲା ସତ

Fake Pregnancies: ମିଛ ବାହାନା କରି ଜଣେ ମହିଳା ପ୍ରାୟ ୨୪ ବର୍ଷ ହେବ ନିଜର ଅଫିସକୁ ଠକିବା ସହିତ ସରକାରୀ ଯୋଜନାର ଲାଭ ଉଠାଉଥିଲେ । କିନ୍ତୁ କଥାରେ ଅଛି ସତ କେବେ ଲୁଚି ରହେନା... ଶେଷରେ ମହିଳାଙ୍କର ସବୁ କାରନାମା ପଦାକୁ ଆସିଛି ।

Fake Pregnancies: ସରକାରୀ ଯୋଜନାର ଫାଇଦା ନେବାକୁ ୧୭ ଥର ହୋଇଥିଲେ ଗର୍ଭବତୀ, ଧରାପଡିଲା ସତ

About the Author