ଜୀବନରେ କେହି ଅଜାତଶତ୍ରୁ ହୋଇନଥାନ୍ତି । ମାନେ ଦୁନିଆରେ ଏମିତି କେହି ନାହାନ୍ତି ଯାହାର କେହି ଶତ୍ରୁ ନାହାନ୍ତି । କିଛି ଆପଣଙ୍କ ସହିତ ଖୋଲାଖୋଲି ଶତ୍ରୁତା ଆଚରଣ କରନ୍ତି । ଆଉ କିଛି ମିଠା ମିଛ ସହିତ ଇର୍ଷା କରନ୍ତି । ଏମାନଙ୍କୁ ଆପଣ ମୁଖା ମଣିଷ ବୋଲି କହିପାରିବେ । ଯେଉଁମାନଙ୍କ ବାହ୍ୟ ଆବରଣ ତଳେ ଲୁଚିଥାଏ ଇର୍ଷା । ତେବେ ଏମିତି କିଛି ସଂକେତ ବା ଲକ୍ଷଣ ଅଛି ଯେଉଁଥିରୁ ଆପଣ ଜାଣିପାରିବେ ଆପଣଙ୍କୁ କିଏ ଇର୍ଷା କରୁଛି । ଆସନ୍ତୁ ନଜର ପକାଇବା ଇର୍ଷାର ୧୦ ଲକ୍ଷଣ (10 signs of jealousy) ଉପରେ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.