Advertisement
Videos Details/odisha/zeeodisha2344824
Video ThumbnailPlay icon

77 Needles Out From Head: ଯୁବତୀଙ୍କ ମୁଣ୍ଡରୁ ୭୦ ଛୁଞ୍ଚି ବାହାରିବା ଘଟଣା, ଆଜି ପୁଣି ଭୀମସାରରେ ଅସ୍ତ୍ରୋପଚାର

ଯୁବତୀଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବା ଘଟଣା, ଆଜି ପୁଣି ଭୀମସାରରେ ଅସ୍ତ୍ରୋପଚାର କରାଯାଇଛି | ଅସ୍ତ୍ରୋପଚାର ପରେ ଆଜି ଆଉ ୭ଟି ଛୁଚି ବାହାରିଥିବା ନିର୍ଦ୍ଦେଶର ସ୍ବଷ୍ଟ କରିଛନ୍ତି | ସ୍ଵତନ୍ତ୍ର ଡ଼ାକ୍ତରୀ ଦଳ ଏହି ଅପରେସନ କରିଛନ୍ତି | ଆଜି ୭ଟି ଛୁଂଚିକୁ ମିଶାଇ ସମୁଦାୟ ୭୭ ଛୁଂଚି ବାହାରିଥିବା ଜଣାପଡିଛି | ସି- ଆର୍ମ ଟେକ୍ନଲୋଜିରେ ପରୀକ୍ଷା କଲା ପରେ ଏହି ଛୁଂଚି ଥିବା ଜଣାପଡିଥିଲା | ତେବେ ଯୁବତୀ ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି | ଏହି ଘଟଣା ବିରଳ ହୋଇଥିବାବେଳେ ଆଗକୁ ମେଡିକାଲ ସାଇନ୍ସରେ କେସ ଷ୍ଟଡି ହିସାବରେ ନିଆଯାଇପାରେ ବୋଲି ନିର୍ଦ୍ଦେଶକ କହିଛନ୍ତି | ଏହା ସହ ଅନ୍ଯ ଯଦି କେହି ଏହି ଛୁଂଚି ଥେରାପିର ଶିକାର ହୋଇଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ନିର୍ଦ୍ଦେଶକ କହିଛନ୍ତି |
Odisha BJD Protest: ବାଲେଶ୍ୱର ଘଟଣା ମନରୁ ନଲିଭୁଣୁ ପୁଣି ପୁରୀରେ ନାବାଳିକା ସହ ଭୟଙ୍କର ଅତ୍ୟାଚାର
Play icon06:05
Puri Balanga Crime: ଭୁବନେଶ୍ୱର ଏମସ୍ ଟ୍ରମା କେୟାର ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତରିତ ହେଲେ ପୁରୀ ନାବାଳିକା
Play icon01:39
Viral Video: ମୁଣ୍ଡରେ ସିନ୍ଦୁର, ହାତରେ ସଙ୍ଖା, ବେକରେ ମଙ୍ଗଳସୁତ୍ର, ଏପରି ଭିଡିଓ ଛାଡ଼ିଲେ ଅଭିନେତ୍ରୀ ଲିପି....
Play icon00:30
Varsha Priyadarshini: ବାପାଙ୍କ ଫଟୋ ପାଖେ ରହିଛି ନବୀନ ପଟ୍ଟନାୟକଙ୍କ ଫଟୋ..ଭାଇରାଲ ହେଲା ବର୍ଷାଙ୍କ ଏହି ଭିଡିଓ
Play icon00:50
Weather Report: ଆସନ୍ତାକାଲି ରାଜ୍ୟ ସାରା ବର୍ଷା...୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କଲା ବିଭାଗ
Play icon03:04
ITER Soa College: ଭୁବନେଶ୍ୱର ସ୍ଥିତ ଆଇଟିଇଆର SOA ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ
Play icon01:57
Viral Video: ମୃତ୍ୟୁ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଏହି ଭିଡିଓ...
Play icon00:36
Mithi Viral Video: ଭାଇରାଲ ହେଉଛି ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon00:34
Video: ଟ୍ରେଣ୍ଡିଂ ଗୀତ 'ପ୍ରେମର ଇସାରା'ରେ ଅଭିନେତ୍ରୀ ହିତେଶାଙ୍କ ରିଲ୍ ଭାଇରାଲ୍
Play icon00:30
Video: ICUରେ ବବି ଦାସ, ଭାଇରାଲ୍ ହେଉଛି ଚିକିତ୍ସା ସମୟର ଭିଡିଓ
Play icon00:15
Video: ଛାତ ଉପରେ ଏମିତି ନାଚିଲେ ପତି ପତ୍ନୀ, ଭିଡିଓ ହେଲା ଭାଇରାଲ୍
Play icon00:23
Video: ବେକରେ ପଡିଛି ଫୁଲ ମାଳ, କାର୍ ଭିତରେ ଅଭିନେତ୍ରୀ ଲିପିଙ୍କ ସହ ପୁପିନ୍ଦର
Play icon00:26
President Droupadi Murmu: ଦିନିକିଆ ଗସ୍ତରେ ଓଡ଼ିଶା ଆସି ଦିଲ୍ଲୀ ଫେରିଗଲେ ମହାମହିମ ରାଷ୍ଟ୍ରପତି, ଦେଖନ୍ତୁ ଭିଡିଓ
Play icon01:16
Weather Report: ଜୁଲାଇ ୧୯ ଯାଏଁ ପ୍ରବଳ ବର୍ଷା, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Play icon03:41
Shubhanshu Shukla: ପୃଥିବୀକୁ ଫେରିଲେ ଶୁଭାଂଶୁ ଶୁକ୍ଲା, ପୂରାଦେଶରେ ଖୁସିର ମାହୋଲ
Play icon00:56
Soumyashree Village: ପଞ୍ଚଭୂତରେ ଲୀନ ସୌମ୍ୟାଶ୍ରୀ...ଝୁରୁଛି ଗାଁ, ବାହୁନି ବାହୁନି କାନ୍ଦୁଛି ପରିବାର
Play icon05:09
Shubhanshu Shukla: ୧୮ଦିନ ପରେ ସୁରକ୍ଷିତ ପୃଥିବୀକୁ ଫେରିଲେ ଶୁଭାଂଶୁ ଶୁକ୍ଲା, ସମୁଦ୍ରରେ ଅବତରଣ କଲା 'ଗ୍ରେସ୍
Play icon00:52
Video: ସନ୍ଧ୍ୟାରେ କଣ୍ଠଶିଳ୍ପୀ ସ୍ୱୟମ ପାଢୀଙ୍କ ସହ ଅନ୍ତରା, ଏହି ଭିଡିଓ ହେଇଗଲା ଭାଇରାଲ୍
Play icon00:30
Dharmendra Pradhan: ଏଫଏମ କଲେଜ ଟ୍ରାଜେଡି; ଶିକ୍ଷା ଜଗତର ପରିସ୍ଥିତି ଉଦବେଗଜନକ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
Play icon03:53
Sura Routray Reaction: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଲେ 'ଏଫଏମ କଲେଜ ଛାତ୍ରୀ ଆଉନାହାଁନ୍ତି'
Play icon01:28
Weather Report: ରାଜ୍ୟରେ ଲଘୁଚାପ ପ୍ରଭାବ; କେନ୍ଦୁଝର ଓ ମୟୂରଭଞ୍ଜକୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି
Play icon04:46
Odisha Weather Report: ପୁଣି ଯୋଡ଼ା ଲଘୁଚାପ ! କାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Play icon04:03
Student Congress: ଏଫଏମ କଲେଜ ଟ୍ରାଜେଡି...ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବାସଭବନକୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼
Play icon04:58
Video: କଣ୍ଠଶିଳ୍ପୀ ଅନ୍ତରାଙ୍କୁ କିଏ ଦେଲା ପ୍ରେମର ଇସାରା ? ଏହି ଭିଡିଓ ହେଉଛି ଭାଇରାଲ୍
Play icon00:30
Jagannath Idol: ଅଳିଆ ଆବର୍ଜ୍ଜନା ମଧ୍ୟରେ ପଡ଼ିରହିଛି ମହାପ୍ରଭୁଙ୍କ ଏକାଧିକ ମୂର୍ତ୍ତି...
Play icon01:18
Odisha Weather: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତାକାଲି ୨୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
Play icon02:17
Archana Nag: ରାଜ୍ୟରେ ହଇଚଇ ସୃଷ୍ଟି କଲା ଅର୍ଚ୍ଚନା ନାଗ୍ ଙ୍କ ପ୍ରେସମିଟ୍...ଖୋଲିଲେ ବିଜେଡିର ୩ ନେତାଙ୍କ ରହସ୍ୟ
Play icon06:43
Driver Strike: ଡ୍ରାଇଭର ଭାଇମାନଙ୍କୁ ଅନୁରୋଧ...ଆନ୍ଦୋଳନରୁ ଓହରି ଆସନ୍ତୁ କହିଲେ ପରିବହନ ମନ୍ତ୍ରୀ
Play icon01:56
Video: ପତ୍ନୀଙ୍କ ସହ ଏମିତି ରିଲସ୍ କଲେ ଗାୟକ ସ୍ୱୟମ୍ ପାଢୀ, ଭିଡିଓ ହେଉଛି ଭାଇରାଲ୍
Play icon00:30
Odisha News: ସ୍ୱାଭାବିକ ହେଲା ବସ୍ ଚଳାଚଳ
Play icon00:39
Advertisement
;