Advertisement
Videos Details/odisha/zeeodisha2325885
Video ThumbnailPlay icon

Odisha Weather: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆଗାମୀ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା

ସକ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆଜି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ମାଲକାନାଗିରି, କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ,ଗଞ୍ଜାମ,ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ଯାହାକୁ ନେଇ ୟଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି।
Law Minister: କେମିତି ଓ କେଉଁ ଉପାୟରେ ଖୋଲିବ ରତ୍ନଭଣ୍ଡାର, କହିଲେ ଆଇନମନ୍ତ୍ରୀ...
Play icon06:00
Sinduka Box: ଆଉକିଛି ସମୟ ପରେ ଖୋଲିବ ରତ୍ନଭଣ୍ଡାର, ପହଞ୍ଚିଲା ସିନ୍ଦୂକ
Play icon00:31
Ratna Bhandar: ରତ୍ନ ଭଣ୍ଡାରରେ ରହିଛି ୨୧୫ କିଲୋ ସୁନା ଓ ୩୫୨ କିଲୋ ରୂପା ଅଳଙ୍କାର ଓ ସାମଗ୍ରୀ
Play icon06:32
Weather Report: ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ, ହେବ ପ୍ରବଳ ବର୍ଷା
Play icon02:43
Varsha Priyadarshini: ବେକରେ ବରଣମାଳା,ହାତରେ ନାଲି ଶଙ୍ଖା, ପୁଣି ବଧୂ ବେଶରେ ବର୍ଷା
Play icon01:09
Ratha Yatra: ରଥ ଉପରେ ଫଟୋ ଓ ସେଲ୍ଫି ନେବା ଉପରେ କଡା କଟକଣା
Play icon08:53
Jagannath Temple: ଜାଣନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥ ଧାମର କିଛି ରହସ୍ୟ କଥା
Play icon02:42
Hera Panchami: ମହାପ୍ରଭୁଙ୍କ ଦର୍ଶନ ନପାଇ ମାଲକ୍ଷ୍ମୀ ଭାଙ୍ଗିଲେ ନନ୍ଦିଘୋଷ
Play icon05:25
Riya Dey: ଏପଟେ ଥାନାରେ ନିର୍ଯାତନା ଏତଲା, ସେପଟେ ରିଲ୍ସ ଛାଡ଼ିଲେ ଅଭିନେତ୍ରୀ ରିୟା
Play icon00:39
Hera Panchami: ଆଜି ହେରାପଞ୍ଚମୀ, ମହାଲଷ୍ମୀ ନନ୍ଦିଘୋଷ ରଥର ଭାଙ୍ଗିବେ କାଠ
Play icon09:08
Sura RoutRay: କେମିତି ପଡ଼ିଗଲେ ବଡ଼ ଠାକୁର? ଶୁଣନ୍ତୁ କଣ କହୁଛନ୍ତି ବରିଷ୍ଠ ନେତା ସୁର ରାଉତରାୟ
Play icon05:33
Akhandalmani Temple: ଚଳିତମାସ ୨୨ରୁ ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣୀଯାତ୍ରା
Play icon01:47
Gajapati ADM: ଜଗନ୍ନାଥଙ୍କ ଭଜନ ଗାଉ ଗାଉ ସଭାମଞ୍ଚରେ ଟଳି ପଡିଲେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସ
Play icon00:46
Badrinath Landslide: ଉତ୍ତରାଖଣ୍ଡ ବଦ୍ରିନାଥରେ ଭୟଙ୍କର ଭୂସ୍ଖଳନ, ଭିଡିଓ ଭାଇରାଲ
Play icon01:53
Adapa Darshan: ଜନ୍ମବେଦୀରେ ମହାବାହୁ, ଶ୍ରୀଗୁଣ୍ଡିଚାର ୪ର୍ଥ ଦିନରେ ଲୋକାରଣ୍ୟ ଶ୍ରୀକ୍ଷେତ୍ର
Play icon01:54
ପହଣ୍ତି ବେଳେ ଖସି ପଡି଼ଲେ ବଡ଼ ଠାକୁର
Play icon00:31
Netharland Ratha Yatra: ନେଦରଲାଣ୍ଡରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଥଯାତ୍ରା
Play icon03:41
Adapa Bije: ଆଜି ଆଡ଼ପ ବିଜେ କରିବେ ଶ୍ରୀଜୀଉ, ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି
Play icon00:35
Ratna Bhandar: ୧୪ ରେ ଖୋଲିବ କି ରତ୍ନ ଭଣ୍ଡାର, କମିଟି ମିଟିଂରେ କଣ ହେଲା ନିଷ୍ପତ୍ତି?
Play icon03:49
Tej Pratap Yadav Video:​ ଶିବଲିଙ୍ଗକୁ କୁଣ୍ଡାଇ ଦୁଗ୍ଧାଭିଷେକ, ତେଜ ପ୍ରତାପଙ୍କ ନିଆର ଭିଡିଓ ଭାଇରାଲ
Play icon01:26
Odisha Weather:  ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆଗାମୀ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା
Play icon02:02
Naveen Patnaik: ମଞ୍ଚରେ ନୁହେଁ ମଞ୍ଚ ତଳୁ ଛିଡା ହୋଇ ପ୍ରଣିପାତ ଜଣାଇଲେ ନବୀନ ପଟ୍ଟନାୟକ
Play icon01:47
Rath Yatra 2024: ଆତୁର ହେଲାଣି ଚକା ଡୋଳିଆ, ରଥ ଟାଣିବାକୁ ଜନସମୁଦ୍ର ପାଲଟିଲା ସିଂହଦ୍ୱାର
Play icon01:14
Jay Jagannath:  ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ବାଲୁକାକଳାରେ ଶୁଭେଚ୍ଛା
Play icon00:45
Road Accident: ତୀର୍ଥଯାତ୍ରୀ ବସ ସହିତ ଟ୍ରକ ଧକ୍କା, ଜଣେ ମୃତ ୧୦ ଜଣ ଗୁରୁତର
Play icon02:11
Weather Report: ବର୍ଷାରେ ଭିଜିବ ରଥଯାତ୍ରା, ଆସନ୍ତାକାଲିରୁ ୯ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
Play icon02:43
Ratna Bhandar: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ଗଣତି ମଣତି ପାଇଁ ୧୬ ଜଣିଆ କମିଟି ଗଠନ
Play icon02:18
Odisha CM: ରଥଯାତ୍ରାରେ ନୂଆ ପରମ୍ପରା ସୃଷ୍ଟି କଲେ ପିପୂଲସ୍ ସିଏମ ମୋହନ ଚରଣ ମାଝୀ
Play icon07:48
Cobra Viral Video: କଫ ସିରପ୍ ବୋତଲକୁ ଓଗାଳିଲା ନାଗ ସାପ, ଦେଖନ୍ତୁ ଭାଇରାଲ ଭିଡିଓ
Play icon00:51
Dharmendra Pradhan: ରାସ୍ତାଘାଟ, ଡ୍ରେନେଜ,ପାନୀୟ ଜଳ ଓ ଷ୍ଟ୍ରିଟ ଲାଇଟ ପାଇଁ ବ୍ଲୁ ପ୍ରିଣ୍ଟ୍ ରେଡି
Play icon02:13