Bhadhrak News: ଆଜିର ସମାଜରେ ଯୁବପିଢ଼ି ପ୍ରେମ ପ୍ରତାରଣାର ଶିକାର ହେବା ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି।ଆମେ ଏମିତି ଏକ ପ୍ରେମ କାହାଣୀ ଆଜି ଆପଣଙ୍କ ଆଗରେ ଉପସ୍ଥାପନ କରୁଛୁ ଆପଣ ଶୁଣିଲେ ଅଶୋର୍ଯ୍ୟ ହେଵେ ନିଶ୍ଚିତ । ପ୍ରଥମେ ନାବାଳିକା ଝିଅକୁ ପ୍ରେମ କରି ପ୍ରତାରଣା ପାଇବା ପରେ ପାଗଳ ପ୍ରେମିକ ବିଷ ପିଇ ଆତ୍ମହତ୍ୟା କରିଦେଲା ଆଉ ତାପରେ ଘଟଣା ଏମିତି କିଛି ଘଟିଲା। ପ୍ରତିଶୋଧ ପରାୟଣ ହୋଇ ଗ୍ରାମ ମଶାଣିରେ ଜଳୁଥିବା ଜୁଇ ନିଆଁ ରେ ପ୍ରେମିକାର ଘର ଜାଳିଦେଲେ ପ୍ରେମିକର ପରିବାର ଲୋକେ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.