Advertisement
Videos Details/odisha/zeeodisha1901300
Video ThumbnailPlay icon

Asian Game 2023: କିଶୋରଙ୍କ ବିଜୟ ପରେ ବାପା-ମାଆଙ୍କ ଆଖିରୁ ଝରୁଛି ଲୁହ, ଦେଖନ୍ତୁ ଏହି ଭିଡିଓ...

Asian Game 2023:ଏସିଆନ ଗେମ୍ସରେ ଭାରତ ଦୁଇଟି ପଦକ ହାସଲ କରିବା ପରେ ସବୁଠିଁ ଉତ୍ସବର ମାହୋଲ। ଜାଭେଲିନରେ ନିରଜ ଚୋପ୍ରାଙ୍କୁ ଗୋଲ୍ଡ ମେଡାଲ ମିଳିଥିବା ବେଳେ ଓଡିଶା ପୁରୀ ବ୍ରହ୍ମଗିରି ଅଞ୍ଚଳର କିଶୋର ଜେନା ହାସଲ କରିଛନ୍ତି ସିଲଭର ମେଡାଲ। ଆଉ କିଶୋର ଜେନାଙ୍କ ଖେଳକୁ ଟିଭିରେ ଦେଖି ଭରପୁର ମଜା ଉଠାଇଥିଲେ ସମଗ୍ର ପରିବାର। କିଶୋର ଯେତେବେଳେ ଜାଭେଲିନରେ ରୌପ୍ୟ ପଦକ ହାସଲ କଲେ ବାପା, ମାଆ, ଭାଇ ଓ ଭଉଣୀ ସାଙ୍ଗକୁ ସାହି ପଡିଶାରେ ଖୁସିର ଲହରୀ ଖେଳିଯାଇଛି। ସେପଟେ କିଶୋର ମେଡାଲ ଜିତିବା ପରେ ପୁରୀ ପୁଲିସ ପକ୍ଷରୁ ତାଙ୍କ ଘରେ ପହଞ୍ଚି ପରିବାରକୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି।

Weather Report: ଦୁର୍ଗା ପୂଜାରେ ବର୍ଷା! ଏହି ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Play icon01:56
Sabyasachi Belly Video: ରାଣ୍ଡି ପୁଅ ଅନନ୍ତା ଫିଲ୍ମରେ ନିଜ କ୍ୟାରେକ୍ଟରକୁ ନେଇ ବଡ଼ କଥା କହିଲେ ସବ୍ୟ
Play icon00:57
Rani Panda Viral Video: ଗ୍ଲାମରସ୍ ଲୁକ୍ ରେ ନଜର ଆସିଲେ ଅଭିନେତ୍ରୀ ରାଣୀ ପଣ୍ଡା, ସୋସିଆଲ ମିଡିଆରେ ନିଆଁ ଲଗାଇଛି ଏହି ଭିଡିଓ...
Play icon01:00
HBD Sabyasachi: ସ୍ୱାମୀ ସବ୍ୟସାଚୀଙ୍କୁ ଏମିତି ଢଙ୍ଗରେ ଜନ୍ମଦିନ ୱିସ୍ କଲେ ଅର୍ଚ୍ଚିତା, ଭିଡିଓ ଭାଇରାଲ
Play icon00:57
Viral Video: ପ୍ରିତମ ପ୍ୟାରେ ଗୀତରେ ଜବରଦସ୍ତ ନାଚିଲେ ଅଭିନେତ୍ରୀ ରିୟା ଦେ, ପୁନମ୍ ମିଶ୍ର, ଦେଖନ୍ତୁ ଏହି ଭାଇରାଲ ଭିଡିଓ...
Play icon00:58
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:16
Video: କୁଆଖାଇ ନଦୀ ପଠାରେ କୁମ୍ଭୀର ଦେଖି ଲୋକେ ଆତଙ୍କିତ
Play icon00:23
Congo Boat Tragedy: ଦେଖୁ ଦେଖୁ ଆଖି ସାମ୍ନାରେ ବୁଡିଗଲା ବୋଟ୍,୭୮ ମୃତ
Play icon01:01
Weather Report: ସୃଷ୍ଟି ହେଲା ଲଘୁଚାପ, ୭ ତାରିଖରେ  ୧୨ ଜିଲ୍ଲାରେ ବର୍ଷାର ସମ୍ଭାବନା
Play icon01:36
IPS Sagarika Nath: ବିଦାୟ ନେଲେ ଆଇପିଏସ ସାଗରିକା ନାଥ, କାନ୍ଦି କାନ୍ଦି ବିଦାୟ ଦେଲେ କର୍ମଚାରୀ
Play icon02:40
Sahoo Bhauja Old Video: କିଏ ଥିଲା ସାହୁ ଭାଉଜଙ୍କ ପ୍ରେମିକ, ପୁରୁଣା ଭିଡିଓ ଭାଇରାଲ
Play icon01:21
Rani Priyadarshini: ଯାତ୍ରା ଷ୍ଟେଜରେ ଧୂଳି ଉଡ଼ାଇଲେ ରାନୀ ପ୍ରିୟଦର୍ଶିନୀ, ଭିଡିଓ ଭାଇରାଲ
Play icon01:29
Varsha Priyadarshini Video: କାହା ସହ ଦାଣ୍ତିଆ ଖେଳିଲେ ଅଭିନେତ୍ରୀ ବର୍ଷା ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ
Play icon01:19
Asima Panda Viral Video: ଆପଣଙ୍କ ହୋସ୍ ଉଡାଇବ କଣ୍ଠଶିଳ୍ପୀ ଅସୀମା ପଣ୍ତା ଓ ଅଭିନେତ୍ରୀ ରୋମାଞ୍ଜଳୀଙ୍କ ଏହି ଭିଡିଓ! ଦେଖନ୍ତୁ
Play icon00:59
Elina Samantray Viral Video: ସାହୁ ଭାଉଜଙ୍କ ପରେ ଯାତ୍ରା ପେଣ୍ତାଲରୁ ଅଭିନେତ୍ରୀ ଏଲିନାଙ୍କ ଭିଡିଓ ଭଇରାଲ୍, ଦେଖନ୍ତୁ
Play icon00:29
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41
Video: ହାତ ବ୍ୟବହାର ବନ୍ଦ ! ଆପଣଙ୍କୁ ଖୁଆଇବା ପାଇଁ ଆସିଲା ରୋବଟ୍
Play icon00:38
Viral Video: ବାଇକରେ ଷ୍ଟଣ୍ଟ କରି କରିବାକୁ ଚେଷ୍ଟା କରୁଥିଲା ଯୁବକ; ହଠାତ୍ ବିଗିଡି ଗଲା ସନ୍ତୁଳନ, ଆଉ ତା ପରେ...
Play icon00:15
Rani Panda Video: ସିକ୍ରେଟ ମ୍ୟାରେଜ କଲେ କି ରାଣୀ ପଣ୍ଡା, ଭାଇରାଲ ହେଲା ରିସେପସନ ଲୁକ୍
Play icon00:53
Video: ଅଭିନେତ୍ରୀ ପୁନମ ମିଶ୍ରଙ୍କ ସହ ଗାୟକ ସ୍ୱୟଂମ ପାଢୀ, ଭାଇରାଲ୍ ହେଉଛି ଏହି ଭିଡିଓ
Play icon00:26
Video: ଯାତ୍ରା ରଙ୍ଗମହଲର ସାଇଡ୍ ଡ୍ୟାନ୍ସରଙ୍କ ଭିଡିଓ ହେଲା ଭାଇରାଲ୍
Play icon00:42
Video: କୋଠରୀ ଭିତରେ ଏମିତି ଅଭ୍ୟାସ କରୁଥିଲେ ଅଭିନେତ୍ରୀ ଭୂମିକା, ଭାଇରାଲ୍ ହେଲା ଭିଡିଓ
Play icon00:50
Weather Report: ଆସୁଛି ବଡ଼ ଲଘୁଚାପ, ୮ ତାରିଖ ବେଳକୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ
Play icon02:11
Actor Govinda: ହସ୍ପିଟାଲରୁ ଡିସଚାର୍ଜ ହେଲେ ଗୋବିନ୍ଦା, ହାତ ଯୋଡ଼ି କହିଲେ...
Play icon00:59
Viral: ଯାତ୍ରା ପେଣ୍ଡାଲରୁ ଭାଇରାଲ୍ ହେଲା ଅଭିନେତ୍ରୀ କୁକିଜ୍ ସ୍ୱାଇଁଙ୍କ ଭିଡିଓ
Play icon00:40
Angel Shree Video: ପୁଣି ଷ୍ଟେଜ ଉପରୁ ଭାଇରାଲ ହେଲେ ସାହୁ ଭେରାଇଟି ଷ୍ଟୋର ଭାଉଜ
Play icon01:13
Viral Video: ଜବରଦସ୍ତ ଡାନ୍ସ ଓ ଆକ୍ସନରେ ଲୋକଙ୍କ ମନ କିଣୁଛନ୍ତି ପୁରୀର ଏହି ବୋହୂ, ଦେଖନ୍ତୁ ଭିଡିଓ
Play icon00:48
Debjani Viral Video: ନବବଧୂ ବେଶରେ ନଜର ଆସିଲେ ଅଭିନେତ୍ରୀ ଦେବଜାନୀ, ଦେଖନ୍ତୁ ଏହି ଭିଡିଓ
Play icon01:04
 lipi Mohapatra Video: 'ଦିଦି ନମ୍ବର-୧' ବ୍ୟାକ୍ ଷ୍ଟଜ୍-ରେ କାହା ପାଇଁ କାନ ଧରିଲେ ଅଭିନେତ୍ରୀ ଲିପି ? ଦେଖନ୍ତୁ ଭିଡିଓ
Play icon00:30
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41