Advertisement
Videos Details/odisha/zeeodisha2202538
Video ThumbnailPlay icon

Lekhasri At Srimandira: ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଲେ ସାଂସଦ ପ୍ରାର୍ଥୀ ଲେଖାଶ୍ରୀ

ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବିଜୁ ଜନତା ଦଳର ବାଲେଶ୍ୱର ସାଂସଦ ପାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖାଶ୍ରୀ ସାମନ୍ତସିଂହାର କୁ ସାଂସଦ ଟିକେଟ ଘୋଷଣା କରିବା ପରେ ଆଜି ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି l ମହାପ୍ରଭୁଙ୍କ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରିଛନ୍ତି l ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଅରୁଣ ସ୍ତମ୍ଭ ନିକଟରେ ଶାଷ୍ଟ୍ରାଙ୍ଗ ପ୍ରଣାମ କରିଥିଲେ l ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପୁନର୍ବାର ସରକାର ଗଢିବ । ମୁଖ୍ୟମନ୍ତ୍ରୀ ଙ୍କ ଆଦର୍ଶ ଚିନ୍ତାଧାରା କୁ ଦେଖି ବିଜୁଜନତା ଦଳରେ ଯୋଗଦାନ କରିଛି l ମୁଖ୍ୟମନ୍ତ୍ରୀ ମୋ ଉପରେ ଆଶା ପ୍ରକଟ କରି ସାଂସଦ ଟିକେଟ ପ୍ରଦାନ କରିଛନ୍ତି l ଆଜି ମହାପ୍ରଭୁଙ୍କ ଆଶ୍ରିବାଦ ନେଇ ପ୍ରଚାର ମଇଦାନକୁ ଓଲ୍ହାଇବେ ବୋଲି କହିଛନ୍ତି ଲେଖାଶ୍ରୀ
Viral Video: ଭାଇରାଲ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଏହି ଭିଡିଓ...
Play icon00:37
Odisha Weather: ୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା, ବଜ୍ରପାତ ସହ ପବନ ନେଇ ସତର୍କତା ଜାରି...
Play icon04:37
Sura Rout Ray: ଏମସରେ ପୀଡ଼ିତାଙ୍କୁ ଭେଟିଲି...ଠିକ୍ ଠାକ୍ ଅଛନ୍ତି ହେଲେ ସରକାର ବାହାବାଃ ନେବାକୁ ଚେଷ୍ଟା କରୁଛି
Play icon03:29
Video: ଟ୍ରେଣ୍ଡିଂ ଗୀତରେ ଅଭିନେତ୍ରୀ ଜ୍ୟୋତି ମହାନ୍ତିଙ୍କ ରିଲ୍ ହେଉଛି ଭାଇରାଲ୍
Play icon00:25
Amari Video Viral: ସୁଟିଂ ସେଟ୍ ରୁ ପୁଣି ଭାଇରାଲ ହେଲା ଅମରି ତଥା ଅଭିନେତା ଜଗନ୍ନାଥଙ୍କ ଏହି ଭିଡିଓ
Play icon00:55
Naba Kalebara Film: ରାଷ୍ଟ୍ରପତି ଭବନରେ କଳାକାରଙ୍କ ସହ ମିଶି ନବକଳେବର ଫିଲ୍ମ ଦେଖିଲେ ମହାମହିମ
Play icon02:30
Odisha BJD Protest: ବାଲେଶ୍ୱର ଘଟଣା ମନରୁ ନଲିଭୁଣୁ ପୁଣି ପୁରୀରେ ନାବାଳିକା ସହ ଭୟଙ୍କର ଅତ୍ୟାଚାର
Play icon06:05
Puri Balanga Crime: ଭୁବନେଶ୍ୱର ଏମସ୍ ଟ୍ରମା କେୟାର ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତରିତ ହେଲେ ପୁରୀ ନାବାଳିକା
Play icon01:39
Viral Video: ମୁଣ୍ଡରେ ସିନ୍ଦୁର, ହାତରେ ସଙ୍ଖା, ବେକରେ ମଙ୍ଗଳସୁତ୍ର, ଏପରି ଭିଡିଓ ଛାଡ଼ିଲେ ଅଭିନେତ୍ରୀ ଲିପି....
Play icon00:30
Varsha Priyadarshini: ବାପାଙ୍କ ଫଟୋ ପାଖେ ରହିଛି ନବୀନ ପଟ୍ଟନାୟକଙ୍କ ଫଟୋ..ଭାଇରାଲ ହେଲା ବର୍ଷାଙ୍କ ଏହି ଭିଡିଓ
Play icon00:50
Weather Report: ଆସନ୍ତାକାଲି ରାଜ୍ୟ ସାରା ବର୍ଷା...୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କଲା ବିଭାଗ
Play icon03:04
ITER Soa College: ଭୁବନେଶ୍ୱର ସ୍ଥିତ ଆଇଟିଇଆର SOA ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ
Play icon01:57
Viral Video: ମୃତ୍ୟୁ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଏହି ଭିଡିଓ...
Play icon00:36
Mithi Viral Video: ଭାଇରାଲ ହେଉଛି ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon00:34
Video: ଟ୍ରେଣ୍ଡିଂ ଗୀତ 'ପ୍ରେମର ଇସାରା'ରେ ଅଭିନେତ୍ରୀ ହିତେଶାଙ୍କ ରିଲ୍ ଭାଇରାଲ୍
Play icon00:30
Video: ICUରେ ବବି ଦାସ, ଭାଇରାଲ୍ ହେଉଛି ଚିକିତ୍ସା ସମୟର ଭିଡିଓ
Play icon00:15
Video: ଛାତ ଉପରେ ଏମିତି ନାଚିଲେ ପତି ପତ୍ନୀ, ଭିଡିଓ ହେଲା ଭାଇରାଲ୍
Play icon00:23
Video: ବେକରେ ପଡିଛି ଫୁଲ ମାଳ, କାର୍ ଭିତରେ ଅଭିନେତ୍ରୀ ଲିପିଙ୍କ ସହ ପୁପିନ୍ଦର
Play icon00:26
President Droupadi Murmu: ଦିନିକିଆ ଗସ୍ତରେ ଓଡ଼ିଶା ଆସି ଦିଲ୍ଲୀ ଫେରିଗଲେ ମହାମହିମ ରାଷ୍ଟ୍ରପତି, ଦେଖନ୍ତୁ ଭିଡିଓ
Play icon01:16
Weather Report: ଜୁଲାଇ ୧୯ ଯାଏଁ ପ୍ରବଳ ବର୍ଷା, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Play icon03:41
Shubhanshu Shukla: ପୃଥିବୀକୁ ଫେରିଲେ ଶୁଭାଂଶୁ ଶୁକ୍ଲା, ପୂରାଦେଶରେ ଖୁସିର ମାହୋଲ
Play icon00:56
Soumyashree Village: ପଞ୍ଚଭୂତରେ ଲୀନ ସୌମ୍ୟାଶ୍ରୀ...ଝୁରୁଛି ଗାଁ, ବାହୁନି ବାହୁନି କାନ୍ଦୁଛି ପରିବାର
Play icon05:09
Shubhanshu Shukla: ୧୮ଦିନ ପରେ ସୁରକ୍ଷିତ ପୃଥିବୀକୁ ଫେରିଲେ ଶୁଭାଂଶୁ ଶୁକ୍ଲା, ସମୁଦ୍ରରେ ଅବତରଣ କଲା 'ଗ୍ରେସ୍
Play icon00:52
Video: ସନ୍ଧ୍ୟାରେ କଣ୍ଠଶିଳ୍ପୀ ସ୍ୱୟମ ପାଢୀଙ୍କ ସହ ଅନ୍ତରା, ଏହି ଭିଡିଓ ହେଇଗଲା ଭାଇରାଲ୍
Play icon00:30
Dharmendra Pradhan: ଏଫଏମ କଲେଜ ଟ୍ରାଜେଡି; ଶିକ୍ଷା ଜଗତର ପରିସ୍ଥିତି ଉଦବେଗଜନକ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
Play icon03:53
Sura Routray Reaction: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଲେ 'ଏଫଏମ କଲେଜ ଛାତ୍ରୀ ଆଉନାହାଁନ୍ତି'
Play icon01:28
Weather Report: ରାଜ୍ୟରେ ଲଘୁଚାପ ପ୍ରଭାବ; କେନ୍ଦୁଝର ଓ ମୟୂରଭଞ୍ଜକୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି
Play icon04:46
Odisha Weather Report: ପୁଣି ଯୋଡ଼ା ଲଘୁଚାପ ! କାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Play icon04:03
Student Congress: ଏଫଏମ କଲେଜ ଟ୍ରାଜେଡି...ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବାସଭବନକୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼
Play icon04:58
Video: କଣ୍ଠଶିଳ୍ପୀ ଅନ୍ତରାଙ୍କୁ କିଏ ଦେଲା ପ୍ରେମର ଇସାରା ? ଏହି ଭିଡିଓ ହେଉଛି ଭାଇରାଲ୍
Play icon00:30
Advertisement
;