Viral Video: ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟିରେ ଦେଖିବାକୁ ମିଳିଛି ନଦୀ ଗର୍ଭରେ ଲିନ ହେବାରେ ଲାଗିଛି ଏକ ଘର । ନଦୀରେ ବନ୍ୟା ଆସିବା କାରଣରୁ ଏପରି ହୋଇଥଛି । ଭୟଙ୍କର ରୂପ ଧାରଣ କରିଛି ନଦୀ । ଏହି ଦୃଶ୍ୟକୁ କିଛି ବ୍ୟକ୍ତି ମୋବାଇଲ କ୍ୟାମେରା ମାଧ୍ୟମରେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଥିବା ଜଣାପଡିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.