Advertisement
Videos Details/odisha/zeeodisha2432926
Video ThumbnailPlay icon

Duplicate Liquor Video: ଦୋକାନ ମାଲିକ ବିକୁଥିଲେ ନକଲି ମଦ, ସତ ଜଣାପଡ଼଼ିବା ପରେ...

ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ଥିବା ଏକ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରୁ ଅବକାରୀ ବିଭାଗ ର ଅଧିକାରୀମାନେ ବିପୁଳ ପରିମାଣର ନକଲି ମଦ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ବରମୁଣ୍ଡା ଅଞ୍ଚଳରେ ଥିବା ଲାଇସେନ୍ସପ୍ରାପ୍ତ ଷ୍ଟୋରରେ ଅବକାରୀ ବିଭାଗ ର ଅଧିକାରୀମାନେ ଅଚାନକ ଚଢ଼ାଉ କରି ଏହି ନକଲି ମଦ ଜବତ କରିଥିଲେ। ପୂର୍ବରୁ ବିଭାଗୀୟ ଅଧିକାରୀମାନେ କିଛି ନମୁନା ସଂଗ୍ରହ କରି ଜାଣିବାକୁ ପାଇଥିଲେ ଯେ ମଦ ବୋତଲ, ହୋଲୋଗ୍ରାମ ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟର କ୍ୟାପ୍ ମୂଳ ବ୍ରାଣ୍ଡ୍ ଠାରୁ ଭିନ୍ନ। ତେବେ ବହୁଳ ପରିମାଣର ବୋତଲ ଜବତ କରାଯାଇ ଏହାକୁ ଡ୍ରୋଜର ଚଢାଇ ନଷ୍ଟ କରାଯାଇଛି।
ହଠାତ୍ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କଲା କୁମ୍ଭୀର, ଚମକି ପଡିବେ ଭିଡିଓ ଦେଖି
Play icon00:42
Viral Video: ରାସ୍ତାରେ ପଡ଼ିଥିବା ମୃତ ଯୁବକଙ୍କୁ ଏମିତି ଗିରଫ କଲା ପୋଲିସ, ଭିଡିଓ ହେଉଛି ଭାଇରାଲ
Play icon00:49
Weather Report: ଥମୁନି ଦୁର୍ଦ୍ଦଶା, ଆଜି ଉତ୍ତର ଓଡ଼଼ିଶାରେ ପ୍ରବଳ ବର୍ଷା...ମୟୂରଭଞ୍ଜକୁ ରେଡ ଆଲର୍ଟ
Play icon03:27
Video: କଳା ରଙ୍ଗର ଅହିରାଜ ଉଦ୍ଧାର, ଦେଖନ୍ତୁ ଭୟଙ୍କର ଭିଡିଓ
Play icon00:52
Aseema Panda Video: ଦୁଇ କମେଡିଆନଙ୍କ ସହ ଅସୀମା ପଣ୍ଡା, ଭିଡିଓ ହେଲା ଭାଇରାଲ
Play icon01:03
Bhubaneswar Viral Video: ରାଜଧାନୀର ରାଜରାସ୍ତାରେ ଆତଙ୍କରାଜ, ଭୟରେ ରାଜଧାନୀବାସୀ
Play icon00:49
Nisa Moharana: ଯାତ୍ରା ମଞ୍ଚରେ ସୀମା ଲଂଘିଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା
Play icon01:29
Viral Video: ରୋଡ ରୋମିଓଙ୍କୁ ନିର୍ଦ୍ଧୁମ ପିଟିଲେ ଯୁବତୀ, ଭାଇରାଲ ହେଲା ଭିଡିଓ
Play icon00:44
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:05
Utkal University: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ଭିଡିଓ ଭାଇରାଲ
Play icon04:19
Archita Sahu Video: ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଟ୍ରାଡିସନାଲ ଲୁକ୍ ଭାଇରାଲ...ଦେଖନ୍ତୁ ଭିଡିଓ
Play icon01:03
Train derailed Video: ଟ୍ରାକରୁ ଖସି ପଡିଆ ଭିତରେ ପସିଗଲା ରେଳ ଇଞ୍ଜିନ୍, ଭାଇରାଲ ହେଲା ଟ୍ରେନ୍ ଦୁର୍ଘଟଣାର ଏହି ଭିଡିଓ
Play icon00:53
Teacher Student Dance: ଇଣ୍ଟରନେଟରେ ନିଆଁ ଲଗାଇଲା ଶିକ୍ଷକ-ଛାତ୍ରଙ୍କ ଏହି ଜବରଦସ୍ତ ଡ୍ୟାନ୍ସ
Play icon00:57
Nisha Maharana: ଯାତ୍ରାମଞ୍ଚରେ ଅଶ୍ଳିଳତାର ସୀମା ସରହଦ ପାର୍ କରିଦେଲେ ନିଶା ମହାରଣା, Video Viral
Play icon02:04
BJP Worker Video: ଅଖିଳେଶ ଯାଦବଙ୍କ କୁଶପୁତ୍ତଳିକା ଦାହ ବେଳେ ନିଜେ ଜଳିଗଲେ ବିଜେପି ନେତା
Play icon01:27
Antara Viral Video: 'ଟୁକେଲ୍ ବିୟୁଟିଫୁଲ୍' ଗୀତରେ ଠୁମକା ଲଗାଇଲେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଦେଖନ୍ତୁ ଏହି ଭିଡିଓ..
Play icon00:19
Viral Video: ବ୍ରହ୍ମପୁର ରେ ବିଚ୍ ରାସ୍ତା ରେ ଖଣ୍ଡା ଧରି ଗୋଡାଇବାର ଭିଜୁଆଲ ଭାଇରାଲ
Play icon00:53
Manoj Mishra: ମନୋଜ ମିଶ୍ରଙ୍କ ଏହା ବ୍ୟକ୍ତିଗତ ମାମଲା, ଲୋକଙ୍କ ଉପରେ ବର୍ଷିଲେ ୟୁଟ୍ୟୁବର
Play icon01:39
Jasprit Bumrah: ଭାରତୀୟ କ୍ରିକେଟ ଟିମ୍ ରେ ସବୁଠାରୁ ଫିଟ୍ କିଏ? ଚମତ୍କାର ଉତ୍ତର ଦେଲେ ବୁମ୍ରା
Play icon00:56
Juice Viral Video: ଜୁସ୍ ରେ ପରିସ୍ରା ମିଶାଇ କରୁଥିଲେ ତିଆରି, ଲୋକ ଦେଖିବା ପରେ ଛେଚିଦେଲେ
Play icon01:05
Python Video Viral: ବିରଳ ପ୍ରଜାତିର ଅଜଗରକୁ ମାରି ଘୋଷାଡି ଘୋଷାଡ଼ି ନେଲା ଶିକାରୀ
Play icon00:47
Dance Video: ହୁସ୍ନ ତେରା ତୋବା ଗୀତରେ ଜେଜେମା’ କଲେ ଚମତ୍କାର ଡ୍ୟାନ୍ସ, ବିକି କୌଶଲ ମଧ୍ୟ ହେଲେ ଆଶ୍ଚର୍ଯ୍ୟ!
Play icon00:30
Weather Report:  ଉପକୂଳ ଅତିକ୍ରମ କଲା ଅବପାତ, ରାଜ୍ୟର ୨ ଜିଲ୍ଲାକୁ ରେଡ ଆଲର୍ଟ ଜାରି
Play icon03:54
Actress Lipi Viral: ନିଜ ପୁରୁଣା ଆଲବମରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ଲିପି
Play icon01:02
Ganga River Video: ରିଲ୍ସ ନିଶା, ଭିଡିଓ କରୁ କରୁ ଗଳିପଡି଼ଲେ ଗଙ୍ଗାନଦୀରେ
Play icon00:56
Mana Mishra: ଷଡ଼ଯନ୍ତ୍ର କରି ମୋତେ ଘରୁ ବାହାର କରିଥିଲେ ମନୋଜ, ପୁରୁଣା ଭିଡିଓ ଭାଇରାଲ କରିଦେଲେ ପ୍ରଥମ ପତ୍ନୀ
Play icon01:53
Asima Pati Video: ଅଭିନୟ ଛାଡି଼ ଏକ'ଣ କରୁଛନ୍ତି ସିରିଏଲ ଅଭିନେତ୍ରୀ ଅସୀମା ପତି, ଦେଖନ୍ତୁ ଭିଡିଓ
Play icon01:53
Nisa Moharana Video: ଦର୍ଶକଙ୍କ ମନରେ ନିଆଁ ଲଗାଇଲା ଯାତ୍ରା ଅଭିନେତ୍ରୀ ନିଶାଙ୍କ ଏହି ଡାନ୍ସ, ଦେଖନ୍ତୁ ଭିଡିଓ
Play icon01:39
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:02
Video: ଭଭୀର ଜଳକୁ ଡେଇଁଲେ ଜୀଅନ୍ତା ମାଛ ଧରି ଫେରିଲେ, ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ
Play icon00:47