Chiranjib Biswal: ବିଜେଡିରେ ମିଶିବା ପରେ ଭାଇରାଲ ହେଲା ଚିରଞ୍ଜିବୀ ବିଶ୍ୱାଳଙ୍କ ଭିଡିଓ

ଚିରଞ୍ଜିବ୍ ବିଶ୍ବାଳଙ୍କ ସହିତ କଂଗ୍ରେସ ଛାଡି ବିଜେଡି ରେ ମିଶିଥିବା ନିଜର ସମର୍ଥକ ମାନଙ୍କ ସହିତ ଏକ ରୁଦ୍ଧ ଦ୍ଵାର ଘରେ ହୋଇଥିବା ବୈଠକ ର ଭିଜୁଆଲ୍ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରସାନ୍ତ ମୁଦୁଲି ଙ୍କୁ ଟିକେଟ୍ ଦେବାପରେ ବିଜେଡି ଦଳରେ ମିଶିଥିବା ଚିରଞ୍ଜିବ୍ ବିଶ୍ବାଳଙ୍କ ସମର୍ଥକ ଓ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଯାହା ଏବେ ଜିଲ୍ଲା ସାରା ଚର୍ଚ୍ଚା ଯୋର ଧରିଥିବା ବେଳେ ଚିରଞ୍ଜିବ୍ ବିଶ୍ବାଳ ନିଜ ସମର୍ଥକ ମାନଙ୍କ ସହିତ ଆଲୋଚନା ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି , ଜୁନ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କର ପାଣି ପାଣି ଓ
See more

Recommended Videos