ପ୍ରତିବର୍ଷ ପରି ଚଳିତବର୍ଷ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ରେ କୁମ୍ଭୀର ଗଣନା ଜାରିରହିଛି । ଭିତରକନିକା ନଦୀ ନାଳ ମାନଙ୍କ ରେ ୨୨ଟି ଟିମ୍ ଗଠନ କରାଯାଇ କୁମ୍ଭୀର ଗଣନା କରାଯାଉଛି । ରାଜନଗର, କନିକା, ଗହୀରମଥା,ମହାକାଳପଡ଼ା ୪ଟି ରେଞ୍ଜରେ ବିଶିଷ୍ଠ ପ୍ରାଣୀ ବିଜ୍ଞାନୀ ତଥା କୁମ୍ଭୀର ବିଶାରଦ ଡଃ ସୁଧାକର କରଙ୍କ ନେତୃତ୍ୱରେ ଏହି କୁମ୍ଭୀର ଗଣନା ଜାରି ରିହିଛି । କିପରି କୁମ୍ଭୀର ଗଣନା କରାଯାଏ , କେବେ ଠାରୁ ଭିତରକନିକା ରେ କୁମ୍ଭୀର ଗଣନା କରାଯାଉଛି ସେନେଇ ଡଃ କରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ତ୍ରିଲୋଚନ ଦାସ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.