Israel-Hamas conflict: ବୁଲଗେରିଆର ଫକୀର ବାବା ବେଙ୍ଗା ତାଙ୍କ ଭବିଷ୍ୟତବାଣୀ ପାଇଁ ଦୁନିଆରେ ପରିଚିତ । ୧୯୯୬ ମସିହାରେ ବାବା ବେଙ୍ଗାଙ୍କର ପରଲୋକ ହୋଇଥିଲା । ତାଙ୍କର ପୁରା ନାମ ହେଉଛି ଭେଞ୍ଜେଲିଭ୍ ପାଣ୍ଡେବା ଦିମିତ୍ରୋଭ । ବାବା ବେଙ୍ଗା ତାଙ୍କ ଜୀବଦ୍ଦସାରେ ଗୋଟିଏ ଭୟଙ୍କର ମୁସଲିମ ଯୁଦ୍ଧର ଭବିଷ୍ୟତବାଣୀ କରିଥିଲେ । ସୂଚନାଯୋଗ୍ଯ ଯେ, ସେ ମଧ୍ଯ ୨୦୦୪ର ବକ୍ସିଂ ଡେ ସୁନାମୀ ଓ ବିଶ୍ୱ ତାପନକୁ ନେଇ ଭବିଷ୍ୟତବାଣୀ କରିଥିଲେ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.