Advertisement
Videos Details/odisha/zeeodisha2068875
Video ThumbnailPlay icon

Dolphin Census: ଆଜିଠାରୁ ଡଲଫିନ୍ ଗଣନା, ୩ଦିନ ଧରି ଚାଲୁ ରହିବ ଗଣନା

ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ୩ ଦିନ ଧରି ଏହି ଗଣନା କାର୍ଯ୍ୟ ଚାଲୁ ରହିବ । ଆଜିଠାରୁ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ଡଲଫିନ୍ ଗଣନା । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଏବଂ ଭିତରକନିକା ମଧ୍ଯରେ ଥିବା ନଦୀ ନାଳ ମାନଙ୍କରେ ଡଲଫିନ ଗଣନା କରାଯିବ । ଡଲଫିନ ଗଣନା ପାଇଁ ୯ଟି ଟିମ ଗଠନ କରାଯାଇଛ । ପ୍ରତ୍ୟେକ ଟିମରେ ୩ରୁ ୫ଜଣ ଗଣନାକାରୀ ସାମିଲ ହୋଇଥିବା ବେଳେ ସମୁଦ୍ର ମଧ୍ଯରେ ୫ଟି ଟିମ ଏବଂ ନଦୀ ଓ କ୍ରିକରେ ୪ଟି ଟିମ ଡଲଫିନ ଗଣନା କରିବେ । ଗଣନା ସମୟରେ ବାଇନାକୁଲାର, ଜିପିଏସ, କ୍ୟାମେରା,ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ଯବହାର କରାଯିବ । ଏହି ଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ପାଖାପାଖି ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଭିତରକନିକା ସଲଗ୍ନ ନଦୀ,କ୍ରୀକ ଓ ସମୁଦ୍ରରେ ୫ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି ।
Prakruti Mishra: କାହାକୁ ମିସ୍ କରି ଏମିତି ଗୀତ ଗାଇଲେ ପ୍ରକୃତି ମିଶ୍ର, ଭିଡିଓ ହେଲା ଭାଇରାଲ
Play icon01:29
Viral Video: ଏସି ବଗିରେ ନିଦ୍ରାରେ ଶୋଇଥିଲେ ଯାତ୍ରୀ, ହଟାତ ବାହାରିଲା ସାପ; ତା'ପରେ କଣ ହେଲା ଦେଖନ୍ତୁ ଭିଡିଓ
Play icon00:35
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon04:02
Chicken Pakoda Video: ମାଗଣା ମିଳୁଛି ବୋଲି ୨ କ୍ୱିଣ୍ଟାଲ ଚିକେନ୍ ପକୋଡା ଖାଇ ସାରିଦେଲେ ଲୋକ
Play icon00:39
Manoj Mishra: ମନୋଜ ମିଶ୍ରଙ୍କ ଭିଡିଓରେ ଏମିତି ରିଆକ୍ସନ ଦେଲେ ୨ୟ ପତ୍ନୀ ମମତା ନନ୍ଦ
Play icon01:33
Kangaroo Court: ଅଙ୍ଗନବାଡ଼ି ଦିଦିକୁ ଗଛରେ ବାନ୍ଧି ପିଟିଲେ, ୩ ମହିଳା ଗିରଫ ହେଲେ
Play icon03:31
VIDEO:
Play icon00:15
Weather Report: ହେବ ପ୍ରବଳ ଘଡ଼ଘଡ଼ି ସହ ବର୍ଷା, ୧୨ ଜିଲ୍ଲାକୁ ୩ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି
Play icon03:08
Sahoo Bhauja Video: କମେଡି ଛାଡ଼ି ଯାତ୍ରା ଷ୍ଟେଜରେ ନିଆଁ ଲଗାଇଲେ ସାହୁ ଭେରାଇଟି ଷ୍ଟୋର ଭାଉଜ
Play icon01:28
Virat Kohli: ଟେଷ୍ଟ ମ୍ୟାଚ୍ ଜିତିଲା ପରେ ନାଚିଲେ ବିରାଟ, ଭାଇରାଲ ହେଲା ନାଗିନ ଷ୍ଟେପ୍
Play icon00:43
Group Dance Video: 'ରାଗିଛ କି ବାପା ତମେ'ଗୀତରେ ଯୁବକଙ୍କ ଗ୍ରୁପ ଡ୍ୟାନ୍ସ, ଆଖିରେ ଆଣିଦେବ ଲୁହ
Play icon04:33
Meera Parida: ସମ୍ବଲପୁରୀ ଗୀତରେ ମୀରା ପରିଡ଼ାଙ୍କ ଜବରଦସ୍ତ ଠୁମକା, ଦେଖିଲେ ଆପଣ ବି କହିବେ Wow
Play icon01:08
Road Accident: ସ୍କୁଟିକୁ ଧକ୍କା ଦେଲା କାର୍, ସିଧା ଉଡିକି ଯାଇ ଓଭରବ୍ରିଜ୍ ପିଲାର ଉପରେ ପଡ଼ିଲେ ଯୁବତୀ
Play icon02:14
Weather Report: କେମିତି ରହିବ ଆଗାମୀ ୨୪ ଘଣ୍ଟାର ପାଣିପାଗ, ଶୁଣନ୍ତୁ କଣ କହୁଛନ୍ତି ପାଣିପାଗ ବିଜ୍ଞାନୀ
Play icon01:49
Asima Panda Viral Video: ଫ୍ୟାନ୍ସଙ୍କ ହୋସ ଉଡାଇବ କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ରାମ୍ପଓ୍ବାକ୍ ,ଦେଖନ୍ତୁ ଭିଡିଓ
Play icon00:39
Mana Mishra Video: ବିବାହକୁ ନେଇ ଏମିତି ଏକ ଭିଡିଓ ସେୟାର କଲେ ମନୋଜ ମିଶ୍ରଙ୍କ ପ୍ରଥମ ପତ୍ନୀ
Play icon05:14
Mamata Nanda Viral Video: କାହା ପାଇଁ ଅଭିନେତା ମନୋଜ ମିଶ୍ରଙ୍କ ଦ୍ବିତୀୟ ପତ୍ନୀ ମମତା ଜାରି କଲେ ଏହି ଭିଡିଓ ? ଦେଖନ୍ତୁ
Play icon01:29
Dipti Rekha Video: 'ପରଦେଶିଆ ରାଜା'... ଗୀତରେ ଝୁମିଲେ କଣ୍ଠଶିଳ୍ପୀ ଦୀପ୍ତିରେଖା, ଦେଖନ୍ତୁ ଭିଡିଓ
Play icon00:58
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:44
Video: ପୂଜା ଚାନ୍ଦା ମାଗିବାରୁ ଏମିତି ଜବାବ ଦେଲେ ଅଭିନେତା ଶ୍ରୀତମ ଦାସ, ଭିଡିଓ ଭାଇରାଲ୍
Play icon00:29
Shiv Linga Video: ଶିବଲିଙ୍ଗ ଉପରେ ପାଦ ରଖି ନିଜର ଅଭିଷେକ କରୁଛନ୍ତି ସନ୍ନ୍ୟାସୀ, Video ଭାଇରାଲ
Play icon01:08
Video: ଗଛରେ ଥିବା ଟମାଟୋକୁ ଦଂଶନ କରୁଛି ବିଷାକ୍ତ ସାପ, ଭିଡିଓ ଭାଇରାଲ୍
Play icon00:30
Jatra Artist Kanha: ପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରି ଅଡୁଆରେ ଏହି ଯାତ୍ରା କଳାକାର, ଥାନାରେ ଲିଖିତ ଅଭିଯୋଗ
Play icon01:27
Video: ମାଛ ଧରିବାର ନିଆରା କୌଶଳ, ଭିଡିଓ ଭାଇରାଲ୍
Play icon00:37
Bharatpur Police Station: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା, ସାମ୍ନାକୁ ଆସିଲା ଘଟଣା ଦିନର ଭରତପୁର ଥାନା ଭିତର ଭିଜୁଆଲ
Play icon02:11
Ruksana Bano Video: ମୃତ୍ୟୁର ପୂର୍ବରୁ ଏହି ଭିଡିଓ ସେୟାର କରିଥିଲେ ରୁକସାନା, ଭିଡିଓ ଭାଇରାଲ
Play icon00:54
Video: ଗୁପଚୁପ୍ ସହ ଏତେ କଞ୍ଚା ଲଙ୍କା ଖାଉଛନ୍ତି, ଦେଖିଲେ ହେବେ ଆଶ୍ଚର୍ଯ୍ୟ
Play icon00:37
Video: ଜୋତା ଭିତରେ କେମିତି ପଶୁଛି ସାପ, ଦେଖନ୍ତୁ ଭିଡିଓ
Play icon00:23
Army Majors fiancée: ଥାନା ଭିତରେ ଆମକୁ ନିର୍ଯାତନା ଦିଆଯାଇଛି, ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ
Play icon03:38
Riya Dey Viral Video: ମରୁଭୂମିରେ ATV Sand Bike ସହ ନଜର ଆସିଲ ରିୟା, ଭାଇରାଲ ହେଲା ଭିଡିଓ
Play icon01:07