Advertisement
Videos Details/odisha/zeeodisha2349268
Video ThumbnailPlay icon

Zee Odisha Impact: ଜୀ ଓଡି଼ଶାର ପ୍ରଭାବ, ନିଲମ୍ବନ ହେଲେ ଜଟୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ

ଜୀ ଓଡିଶା ର ପ୍ରଭାବ | ନିଲମ୍ବନ ହେଲେ ଜଟୁ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଉଷା ହର ଓ ସହକାରୀ ଶିକ୍ଷୟିତ୍ରୀ ସୈରେନ୍ଦ୍ରି ହାତୀ ଙ୍କର ଏକ ମାସର ଦରମା ବନ୍ଦ |ସୂଚନା ଥାଉ କି ଗତ ୧୮ ତାରିଖ ଜ଼ୀ ଓଡିଶା ରେ ଏହି ଖବର ସ୍ୱତନ୍ତ୍ର (ଏକ୍ସକ୍ଲୁସିଭ) ଭାବେ ପ୍ରସାରଣ ହୋଇଥିଲା | କୁନି କୁନି ସ୍କୁଲ ଛାତ୍ର ଛାତ୍ରୀ ମାନେ ବିପଦ ସଂକୁଳ ଗାଡ଼ିଆ ରେ ମଧ୍ୟାହ୍ନ ଭୋଜନ ଖାଇ ଥାଳି ଧୋଇବା ପାଇଁ ଯାଇଥିଲେ ସେଇ ଗାଡ଼ିଆ ରେ କୌଣସି ଅଘଟଣ ଘଟିବାର ସମ୍ଭାବନା ରହିଛି | ସ୍କୁଲ ପରିସର ରେ ଛାତ୍ର ମାନଙ୍କୁ ଶ୍ରମିକ ଭଳିଆ କାମ କରେଇବା ତଥା ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଥାଳି ଧୋଇବାକୁ ସ୍କୁଲ ପରିସର ର ୧୦୦ ମିଟର ବାହାରେ ଥିବା ଗାଡ଼ିଆ କୁ ଯିବା ଘଟଣା ରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ l ସମ୍ପୃକ୍ତ ଘଟଣା ରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେ ହୋଇଛି କାର୍ଯ୍ୟାନୁଷ୍ଠାନ l
Video: ପ୍ରଦୋଶଙ୍କ ସହ ନେହାନାଗେଶ୍ୱରୀ, ଭିଡିଓ ହେଲା ଭାଇରାଲ୍
Play icon00:21
Video: 'ରସିଆ ମାଗୁଛି ଗେଲ' ଗୀତ ପାଇଁ ଚର୍ଚ୍ଚାକୁ ଆସିଥିଲେ, ଏବେ ଛାତ ଉପରୁ ଭିଡିଓ ଭାଇରାଲ୍
Play icon00:18
Arvind Kejriwal Dance Video: ପୁଷ୍ପା ଗୀତରେ ସ୍ତ୍ରୀଙ୍କ ସହ ଏପରି ନାଚିଲେ ଅରବିନ୍ଦ କେଜ୍ରିୱାଲ, ଦେଖନ୍ତୁ ଏହି ଭିଡିଓ...
Play icon01:05
Viral Video: 'ତୁନେ ଓ ରଙ୍ଗିଲା' ଗୀତରେ ଭାଇରାଲ ହେଲା ଏହି ଦମ୍ପତିଙ୍କ ଏପରି ଭିଡିଓ...
Play icon00:34
Viral Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଏହି ଭିଡିଓ ଭାଇରାଲ୍,ଦେଖନ୍ତୁ
Play icon00:42
Viral Video: ପୁଣି ଥରେ ପ୍ରେମରେ ପଡି଼ଲେ କି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା, ଭାଇରାଲ୍ ହେଲା ଏହି ଭିଡିଓ
Play icon01:06
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:32
Video: ଅଭିନେତା ଶ୍ରୀତମ ଦାସଙ୍କ ସହ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭିଡିଓ ଭାଇରାଲ
Play icon01:00
Video: ସୋନାଲିଙ୍କ ପରେ ସୂର୍ଯ୍ୟମନ୍ଦିର ନାୟିକା ମାମା, କାର୍ ଭିତରୁ ଭିଡିଓ ଭାଇରାଲ୍
Play icon01:00
Viral Video: ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଆଉ ଏକ ଭିଡିଓ ଭାଇରାଲ୍, ଦେଖନ୍ତୁ...
Play icon00:30
Naveen Patnaik: ବିଜେଡି ଶାସନ ଥିଲା ଓଡ଼ିଶା ଇତିହାସର ସୁନାର ଶାସନ: ନବୀନ ପଟ୍ଟନାୟକ
Play icon04:55
Video: ଅହିଂସା କଥା କହୁଥିଲେ... ପୂର୍ବତନ ବିଧାୟିକା ଦୀପାଲିଙ୍କ ଭିଡିଓ ଭାଇରାଲ୍
Play icon00:14
Viral Video: ବର ଏବଂ କନ୍ୟା ପାଇଲେ ଏକ ନିଆରା ଗିଫ୍ଟ, ମଞ୍ଚ ଉପରେ ବନ୍ଧୁମାନେ ଦେଲେ ଏକ 'ନୀଳ ଡ୍ରମ୍'
Play icon00:28
Bobby Das Video: ଦଳରେ କୋଣଠେସା ହେଲେ କି ବବି ଦାସ, ଭାଇରାଲ ହେଉଛି ଏହି ଭିଡିଓ
Play icon02:33
Weather Report: ସକ୍ରିୟ ରହିଛି କାଳବୈଶାଖୀ ବର୍ଷା, ୨୨ ତାରିଖ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ନାହିଁ
Play icon02:44
Jollywood: ମେକଅପ୍ ରୁମରେ ବାପି ପଣ୍ଡାଙ୍କ ଏମିତି ହରକତ, ଭାଇରାଲ୍ ହେଉଛି ଭିଡିଓ
Play icon00:15
Viral Video: ପୋଷା କୁକୁର ସହ ଏମିତି କିଛି କଲେ ଅଭିନେତ୍ରୀ ଲିପି, ଭାଇରାଲ୍ ହେଲା ଭିଡିଓ
Play icon00:54
Viral Video: ଛାତ ଉପରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମାଙ୍କ ଏହି ଭିଡିଓ ,ଦେଖନ୍ତୁ
Play icon01:00
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:32
Video: ବୟସ୍କ ବ୍ୟକ୍ତିଙ୍କ ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଭିଡିଓ ଭାଇରାଲ
Play icon00:46
Arvind Kejriwal: ନିଜ ଝିଅ ବାହଘରରେ ଅରବିନ୍ଦ କେଜରିୱାଲ କଲେ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଭାଇରାଲ୍
Play icon00:28
Suryabanshi Suraj: ମହାନଦୀ ଜଳରାଶିରେ ସ୍କୁବା ଡାଇଭିଂ କଲେ, ଚେସ୍ ଖେଳିଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ
Play icon02:55
Weather Report: ତାଣ୍ଡବ ରଚୁଛି କାଳବୈଶାଖୀ, ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଝଡବର୍ଷା ନେଇ ଆକଳନ
Play icon03:26
Video: ଷ୍ଟୁଡିଓରୁ ଭାଇରାଲ୍ ହେଲା ଅଭିଜିତ ମଜୁମଦାରଙ୍କ ସହ ଗାୟିକା ଅନ୍ତରାଙ୍କ ଭିଡିଓ
Play icon00:52
Video: ଅଭିନେତ୍ରୀ ଶିବାନୀଙ୍କ ସହ ଶୈଳେନ୍ଦ୍ର, ୧୪ ସେକେଣ୍ଡର ଭିଡିଓ ଭାଇରାଲ୍
Play icon00:11
 ରାସ୍ତା କଡ଼ରେ ଏହି ଯୁବକଙ୍କ ସହ କ'ଣ କରୁଛନ୍ତି ଯାତ୍ରା ଅଭିନେତ୍ରୀ ସୋନାଲି, ଭାଇରାଲ୍ ହେଲା ଭିଡିଓ
Play icon00:55
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Video: ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ପରେ ଭାଇରାଲ୍ ହେଲା ସ୍ମରଣିକାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:25
Video: ବାଙ୍ଗଲୋରରୁ ଭାଇରାଲ ହେଲା କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ ଭିଡିଓ
Play icon00:30
Video: ନଥିଲେ ଦର୍ଶକ, ଯାତ୍ରା ପେଣ୍ଡାଲରେ କଣ କରୁଥିଲେ ସୋନାଲି ପଣ୍ଡା ? ଦେଖନ୍ତୁ ଭିଡିଓ
Play icon00:15
;