Israel intelligence: ମୋସାଦ୍,ବିଶ୍ୱର ଦୁର୍ଦ୍ଧସ ଗୁଇନ୍ଦା ଏଜେନ୍ସି । ଏହାକୁ ଇସ୍ରାଏଲର ଛାମୁଁଆ ସୁରକ୍ଷା ଏଜେନ୍ସି ବୋଲି ମଧ୍ଯ କୁହାଯାଏ । କାରଣ ଇସ୍ରାଏଲ ଉପରେ ହୋଇଥିବା ପ୍ରତି ଆକ୍ରମଣର ପ୍ରତିଶୋଧ ନେବା ସହିତ ଅନେକ ଆକ୍ରମଣକୁ ଏହା ପ୍ରତିହତ କରିଛି । ମୋସାଦକୁ ଦୁନିଆର ସବୁ ଦେଶର ସରକାର ଡରନ୍ତି । ମୋସାଦକୁ ଦୁନିଆର ସବୁ ଆତଙ୍କବାଦୀ ଡରନ୍ତି । କାରଣ ଏହା କେବେ କିଛି ଭୁଲେନା କିମ୍ବା କେବେ କାହାରିକି କ୍ଷମା କରେନା । ମୋସାଦର ମୋଟୋ ହେଉଛି ତୁମେ ଜଣେ ଇସ୍ରାଏଲୀକୁ ଯଦି ହତ୍ୟା କରିଛ ତେବେ ଆମେ ତୁମକୁ ଖୋଜି ବାହାର କରିବୁ,ମାରିବୁ । ତେଣିକି ଯେତେବର୍ଷ ଲାଗୁ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.