Varsha New Video: ଅଭିନେତା ଅନୁଭବ ମହାନ୍ତିଙ୍କ ଠାରୁ ଅଲଗା ହେବା ପରେ ଖୁବ୍ ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ। ବେଶ କିଛିଦିନ ପରେ ପୁଣିଥରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି। ନିକଟରେ ଏକ ସୁନ୍ଦର ଗୀତରେ ଭିଡିଓ କରି ସେ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓ... Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Varsha Priyadarshini: ଦୀର୍ଘଦିନ ପରେ ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ସୁନ୍ଦର ଭିଡିଓ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ଫିଲ୍ମ ଦୁନିଆରେ ସକ୍ରିୟ ନାହାଁନ୍ତି ସତ ହେଲେ ନିଜର ସମାଜ ସେବା ସେ ଜାରି ରଖିଛନ୍ତି। ଆଜି ଦୀର୍ଘଦିନ ପରେ ଏକ ସୁନ୍ଦର ଭିଡିଓ ସେ ସେୟାର କରିଛନ୍ତି ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ। Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Varsha New Video: ଅଭିନେତା ଅନୁଭବ ମହାନ୍ତିଙ୍କ ଠାରୁ ଅଲଗା ହେବା ପରେ ଖୁବ୍ ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ। ବେଶ କିଛିଦିନ ପରେ ପୁଣିଥରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି। ନିକଟରେ ଏକ ସୁନ୍ଦର ଗୀତରେ ଭିଡିଓ କରି ସେ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓ... Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Varsha Priyadarshini: କାହାସହ ଉତ୍କଳ ଦିବସ ପାଳିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...। ଆଜି ଉତ୍କଳ ଦିବସ ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ଗର୍ବର ଦିନ। ତେବେ ଏହିଦିନକୁ କେମିତି ସେଲିବ୍ରେଟ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆସନ୍ତୁ ଦେଖିବା...ଆଉ ଏହି ଭିଡିଓ ସେୟାର କରିବା ପରେ ଅଭିନେତ୍ରୀଙ୍କ ଫ୍ୟାନ୍ସ ମାନେ ତାଙ୍କର ଏହି ପୋଷ୍ଟରେ ଖୁବ ଭଲ ରେସପନ୍ସ ଦେଇଛନ୍ତି।
Varsha Priyadarshini: ଜାଗୃତି କାର୍ଯ୍ୟକ୍ରମରୁ ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଭିଡିଓ । ନିଜର ଅଭିନୟ ଯାଦୁରେ ସମସ୍ତଙ୍କ ମନରେ ଘର କରି ରହିଛନ୍ତି ଅଭିନେତ୍ରୀ ବର୍ଷା । ତେବେ ନିଜର ସମୟ ଏବେ ସେ ସମାଜସେବାରେ ଉତ୍ସର୍ଗୀକୃତ କରିଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଅଭିନେତ୍ରୀ ନିଜର ଭିଡିଓ ସେୟାର କରିଛନ୍ତି । ଦେଖନ୍ତୁ ସେହି ଭିଡିଓ....
Varsha Priyadarshini: ଦୀର୍ଘଦିନ ପରେ ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଭିଡିଓ । ଅଭିନେତ୍ରୀ ବର୍ଷା ଏବେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି । ହେଲେ ସମାଜସେବାରୁ ନିବୃତ୍ତ ରହିନାହାଁନ୍ତି ଅଭିନେତ୍ରୀ ବର୍ଷା । କିଛି ଘଣ୍ଟା ପୂର୍ବରୁ ସେୟାର କରିଥିବା ଏହି ଭିଡିଓରେ ଅଭିନେତ୍ରୀ ଲେଖିଛନ୍ତି ବି ଅନଷ୍ଟପବେଲ। ଯାହାକୁ ଖୁବ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ ମାନେ।
Varsha New Video: ଅଭିନେତା ଅନୁଭବ ମହାନ୍ତିଙ୍କ ଠାରୁ ଅଲଗା ହେବା ପରେ ଖୁବ୍ ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ। ବେଶ କିଛିଦିନ ପରେ ପୁଣିଥରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି। ନିକଟରେ ଏକ ସୁନ୍ଦର ଗୀତରେ ଭିଡିଓ କରି ସେ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓ...

Varsha Priyadarshini: ଓଲିଉଡ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ କିଏ ନଜାଣେ । ବୃତ୍ତିଗତ ଜୀବନୀ ସହ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥାଆନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତାଙ୍କର ପ୍ରତିଟି କାର୍ଯ୍ୟକୁ ବେଶ୍ ପସନ୍ଦ କରନ୍ତି ତାଙ୍କ ଫ୍ୟାନ୍ସ ମାନେ। ତେବେ ଏହାରି ମଧ୍ୟରେ ଏକ ଭିଡିଓ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଛନ୍ତି। ଯେଉଁଥିରେ ସେ ମନଦୁଃଖରେ ଛିଡ଼ା ହୋଇଥିବା ଜଣାପଡୁଛି। ଆଉ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଦୃଢ ହୋଇ ରହିବାକୁ କହିଛନ୍ତି । ଦେଖନ୍ତୁ ସେହି ଭିଡିଓ...
Varsha New Video: ଅଭିନେତା ଅନୁଭବ ମହାନ୍ତିଙ୍କ ଠାରୁ ଅଲଗା ହେବା ପରେ ଖୁବ୍ ଚର୍ଚ୍ଚାରେ ରହି ଆସିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ। ବେଶ କିଛିଦିନ ପରେ ପୁଣିଥରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି। ନିକଟରେ ଏକ ସୁନ୍ଦର ଗୀତରେ ଭିଡିଓ କରି ସେ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓ...
Varsha Priyadarshini: କେତେ ଦୁଃଖରେ ଅଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...ଭିଡିଓ ସେୟାର କରି ଲେଖିଲେ କିଛି ଏମିତି । ଦୀର୍ଘଦିନ ପରେ ଭାଇରାଲ ହୋଇଛି ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ଭିଡିଓ। ବ୍ଲାକ ଆଉଟଫିଟ ରେ ଏକ ସ୍ଥାନରେ ବସିଥିବା ବେଳେ ଭାରି ଦୁଃଖି ଦିଶୁଥିବା ନେଇ ତାଙ୍କ ଫ୍ୟାନ୍ସ କହୁଛନ୍ତି । ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଏହି ଭିଡିଓରେ ଲେଖିଛନ୍ତି Vibe alone Be your own peace...ଯାହାକୁ ନେଇ ବେଶ୍ କଳ୍ପନାଜଳ୍ପନା ଜାରି ରହିଛି...
Varsha Priyadarshini: ଓଲିଉଡର କ୍ୱିନ ବର୍ଷା ପ୍ରିୟଦର୍ଶିନୀ ଏବେ ବିଗତ କିଛି ଦିନ ହେଲା ନିଜ ବୃତ୍ତିଗତ ଜୀବନୀ ତଥା ଫିଲ୍ମରୁ ଦୂରେଇ ରହିଛନ୍ତି । ତେବେ ନିଜ ସମାଜସେବା ସହ ଅନେକ ଲୋକାଲ କାର୍ଯ୍ୟକ୍ରମରେ ସେ ଯୋଗ ଦେଉଛନ୍ତି । ଏହାରି ନିକଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏକ ଷ୍ଟେଜ ରାମ୍ପ ସୋର ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଏକ ସୁନ୍ଦର ଆଉଟ ଫିଟ୍ ସହ ଏକ ସୁନ୍ଦର ଲୁକ୍ ମଧ୍ୟ ନେଇଛନ୍ତି । ଦେଖନ୍ତୁ ସେହି ଭିଡିଓ...
Varsha Priyadarshini: ବେକରେ ଫୁଲମାଳ ସହ ଯାତ୍ରା ଅଭିନେତା ପିୟୁଷଙ୍କ ସହ ବର୍ଷା ଆସିଲେ ନଜର । କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଅବସରରେ ଧାମରାଠାରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇ ଆମ ନୌବାଣିଜ୍ୟ ଐତିହ୍ଯର ସ୍ଵର୍ଣ୍ଣିମ ଅଧ୍ୟାୟକୁ ସ୍ମରଣ କରିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଉ ଏହି ସୁନ୍ଦର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଯାତ୍ରା କଳାକାର ପିୟୁଷ ତ୍ରିପାଠୀ । ସେହିପରି ଦୁହିଁଙ୍କୁ କାର୍ଯ୍ୟକ୍ରମରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଦେଖନ୍ତୁ ସେହି ଭିଡିଓ...
Varsha Priyadarshini: ଓଲିଉଡ କ୍ୱିନ ଭାବେ ବେଶ୍ ପରିଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ କ୍ୟାରିୟରରେ ସେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ଏହାସହ ଏବେ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି ବର୍ଷା । ତେବେ ଏହି କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡିଓ...
ଓଲିଉଡ କ୍ୱିନ ଭାବେ ବେଶ୍ ପରିଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ କ୍ୟାରିୟରରେ ସେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ଏହାସହ ଏବେ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି ବର୍ଷା । ତେବେ ଗତକାଲି ଏକ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ ବର୍ଷା । ଯାହାକୁ ଦେଖିଲେ ଆପଣ ବି ଇମସୋନାଲ ହେଇଯିବେ । ସମାଜସେବା କରିବାକୁ ଯାଇ ଏକ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ । କଟକର ମଉସା ମାଉସୀଙ୍କ ବିଷୟରେ ଜାଣି ସେମାନଙ୍କ ସହିତ କିଛି ସମୟ ଅତିବାହିତ କରି ସେମାନେ ପରିବାରଠାରୁ ଅଲଗା ହୋଇଯାଇଥିବା ବିଷୟରେ ଜାଣିବାକୁ ପାଇଥିଲେ ବର୍ଷା। ଦେଖନ୍ତୁ ଭିଡିଓ...
Varsha New Video: ଅଭିନେତା ଅନୁଭବ ମହାନ୍ତିଙ୍କ ଠାରୁ ଅଲଗା ହେବା ପରେ ଖୁବ୍ ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ। ବେଶ କିଛିଦିନ ପରେ ପୁଣିଥରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି। ନିକଟରେ ଏକ ସୁନ୍ଦର ଗୀତରେ ଭିଡିଓ କରି ସେ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓ...
Varsha Priyadarshini: ଓଲିଉଡ କ୍ୱିନ ଭାବେ ବେଶ୍ ପରିଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ କ୍ୟାରିୟରରେ ସେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ଏହାସହ ଏବେ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି ବର୍ଷା । ଆଲୋକର ପର୍ବ ଦୀପାବଳିକୁ ନେଇ ମଧ୍ୟ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ । ବୃଦ୍ଧାଶ୍ରମ ଯାଇ ଦୀପାବଳି ପାଳିବା ସହ ଖୁସି ବାଣ୍ଟିଛନ୍ତି ଅଭିନେତ୍ରୀ । ଯାହାର ଭିଡିଓ ସେ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ ଏହି ଭିଡିଓ ଭାଇରାଲ ପରେ ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ପ୍ରଂଶସା କରିଛନ୍ତି। ଆପଣ ବି ଦେଖନ୍ତୁ...
Varsha Priyadarshini: ଓଲିଉଡ ଜଗତର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନେକ ହିଟ୍ ଫିଲ୍ମ ଦେବା ପରେ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହୁଛନ୍ତି ବର୍ଷା ପ୍ରିୟଦର୍ଶିନୀ । କାରଣ ସମାଜସେବାରେ ନିଜକୁ ନିୟୋଜିତ ରଖୁଛନ୍ତି ଅଭିନେତ୍ରୀ ଜଣକ । ତେବେ ଦୀର୍ଘଦିନ ପରେ ବର୍ଷା ପ୍ରିୟଦର୍ଶିନୀ ନିଜର ଭିଡିଓ ସେୟାର କରିଛନ୍ତି । ଦୀପାବଳି ପୂର୍ବରୁ କିଛି ବସ୍ତି ପିଲାଙ୍କୁ ମିଠା ବିସ୍କୁଟ ଦେଇକି ନିଜର ଖୁସି ଜାହିର କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
Viral Video: ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେ ଏ-କାଧିକ ଓଡ଼ିଶା ଫିଲ୍ମରେ ସେ ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡି଼ଓ ଭାଇରାଲ୍ ହେବାରେ ଲାଗିଛି। ତାହା ପୁଣି ଦୁର୍ଗାଷ୍ଟମୀରେ....
Varsha New Video: ଅଭିନେତା ଅନୁଭବ ମହାନ୍ତିଙ୍କ ଠାରୁ ଅଲଗା ହେବା ପରେ ଖୁବ୍ ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ। ବେଶ କିଛିଦିନ ପରେ ପୁଣିଥରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି। ନିକଟରେ ଏକ ସୁନ୍ଦର ଗୀତରେ ଭିଡିଓ କରି ସେ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓ...
Viral Video: ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ଏକାଧିକ ଓଡ଼ିଶା ଫିଲ୍ମରେ ସେ ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡି଼ଓ ଭାଇରାଲ୍ ହେବାରେ ଲାଗିଛି। ତାହା ପୁଣି ହୋଟେଲ୍ ରୁ। ହୋଟେଲ୍ ରେ ବର୍ଷା ନିଜ ଭଉଣୀମାନଙ୍କ ସହିତ ବସି ଖାଉଥିବା ଦେଖିବାକୁ ମିଳିଛି।