Advertisement

Papu pom pom

alt
ଷଷ୍ଠ ଦିନରେ ପହଁଚିଲା ଷଷ୍ଠ ତମ ମୟୂରଭଞ୍ଜ ମହୋତ୍ସବ। ସବୁଦିନ ଭଳି ରଙ୍ଗାରଙ୍ଗ ପଗ୍ରାମ ସାଙ୍ଗକୁ ନାନା ପ୍ରକାର କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି ଏହି ମହୋତ୍ସବ ରେ ଦେଖିବାକୁ ମିଳୁଛି। ତା ସହିତ ମୟୂରଭଞ୍ଜ ଜିଲ୍ଲାର କଳା ସଂସ୍କୃତି ସାଙ୍ଗକୁ, ମୟୂରଭଞ୍ଜଆ ଖାଦ୍ୟ ଉପରେ ଷ୍ଟଲରେ ମଜା ଉଠାଉଛନ୍ତି ଲୋକେ। ମୟୂରଭଞ୍ଜ ମହୋତ୍ସବ ରେ ଗୀତିକାର ଇରା ମହାନ୍ତି, ପପୁ ପମ୍ପୋମ ଙ୍କୁ ଦେଖିବା ପାଇଁ , ତାଙ୍କ ଗୀତ ଓ କମେଡି ଦେଖିବା ପାଇଁ ଲକ୍ଷେ ରୁ ଅଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଏହି ମୟୂରଭଞ୍ଜ ମହୋତ୍ସବ ରେ। ଏହି ଭଳି ଆଗାମୀ 11 ତାରିଖ ପ୍ରଯ୍ୟନ୍ତ ଜାରି ରହିବ ମୟୂରଭଞ୍ଜ ମହୋତ୍ସବ। ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକଅଁରୁ ତଥା ପଡ଼ିଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମ ବେଙ୍ଗଲ ରୁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଏହି
Nov 6,2023, 19:13 PM IST

Trending news