ସମ୍ବଲପୁରୀ ଗୀତରେ ନାଚିଲେ କିଲ୍ଲି ଓ ନିମା ପଲ୍ । ନିଜ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କିଲ୍ଲି ଲେଖିଛନ୍ତି ଯେ, Where My Sambalpuri People At? Rate this । ଏହା ପରେ ଅନେକ ଫ୍ୟାନ୍ସ ତାଙ୍କୁ କମେଣ୍ଟସ ଦେଇ ଧନ୍ୟବାଦ ଦେଇଛନ୍ତି । କିଛି କିଛି ଫ୍ୟାନ୍ସ ଲେଖିଛନ୍ତି ଯେ, ଯାହା ହେଉ ସମ୍ବଲପୁରୀ ଭାଷାକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ତମକୁ ବହୁତ ବହୁତ ଧନ୍ୟବାଦ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.