lipi Mohapatra Video: ଓଡିଆ ଅଭିନେତ୍ରୀ ଲିପି ମହାପାତ୍ର। ଏକାଧିକ ଓଡିଆ ଆଲବମ୍ ରେ ସେ ନଜର ଆସିଛନ୍ତି। ଲିପିଙ୍କ ହସ୍ ଓ ଡାନ୍ସ ଫ୍ୟାନ୍ସଙ୍କୁ ପାଗଳ କରେ। ତେବେ, ଏଭଳି ସ୍ଥିତିରେ ଆଉ ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ...