Advertisement
Videos Details/odisha/zeeodisha2102638
Video ThumbnailPlay icon

Hundi Mischief: ପୁଣି ମହାପ୍ରଭୁଙ୍କ ହୁଣ୍ଡି ଅର୍ଥ ଲୁଟ, ଧରାପଡ଼ିଲା ଶ୍ରୀମନ୍ଦିର ପ୍ରଶାସନରେ କାର୍ଯ୍ଯରତ ପିଅନ

ପୁଣି ମହାପ୍ରଭୁଙ୍କ ହୁଣ୍ଡି ଅର୍ଥ ଲୁଟ। କିଛି ମାସ ତଳେ ଦକ୍ଷିଣ ଦ୍ୱାର ଗୁମୁଟରେ ଥିବା ଦାନବାକ୍ସ ଭାଙ୍ଗି ଲୁଟ ହୋଇଥିବା ବେଳେ ଏବେ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି ହୋଇଛି। ଗତ ୭ତାରିଖରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା। ହୁଣ୍ଡି ଅର୍ଥ ଗଣତି କରୁଥିବା ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କାର୍ଯ୍ଯରତ ପିଅନ ହୁଣ୍ଡି ଅର୍ଥ ଚୋରି କରୁଥିବା ସମୟରେ ଧରାପଡ଼ିଛନ୍ତି । ଘଟଣାର ଛାନବିନ କରୁଛି ଶ୍ରୀମନ୍ଦିର ପ୍ରଶାସନ। ତଦନ୍ତ ପରେ ନିଆଯିବ ଦୃଢ କାର୍ଯ୍ଯାନୁଷ୍ଠାନ। ସେପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍‌ରେ ଟଙ୍କା ଗଣତି ବେଳେ ଏଭଳି ଘଟଣା ଘଟିଛି। ତେବେ ସିସିଟିଭି ଯାଞ୍ଚ କରିବା ସମୟରେ ସଂପୃକ୍ତ ପିଅନ ଚୋରୀ କରୁଥିବାର ଦୃଶ୍ୟ କଏଦ ହୋଇଛି।
Tej Pratap Yadav Video:​ ଶିବଲିଙ୍ଗକୁ କୁଣ୍ଡାଇ ଦୁଗ୍ଧାଭିଷେକ, ତେଜ ପ୍ରତାପଙ୍କ ନିଆର ଭିଡିଓ ଭାଇରାଲ
Play icon01:26
Odisha Weather:  ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆଗାମୀ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା
Play icon02:02
Naveen Patnaik: ମଞ୍ଚରେ ନୁହେଁ ମଞ୍ଚ ତଳୁ ଛିଡା ହୋଇ ପ୍ରଣିପାତ ଜଣାଇଲେ ନବୀନ ପଟ୍ଟନାୟକ
Play icon01:47
Rath Yatra 2024: ଆତୁର ହେଲାଣି ଚକା ଡୋଳିଆ, ରଥ ଟାଣିବାକୁ ଜନସମୁଦ୍ର ପାଲଟିଲା ସିଂହଦ୍ୱାର
Play icon01:14
Jay Jagannath:  ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ବାଲୁକାକଳାରେ ଶୁଭେଚ୍ଛା
Play icon00:45
Road Accident: ତୀର୍ଥଯାତ୍ରୀ ବସ ସହିତ ଟ୍ରକ ଧକ୍କା, ଜଣେ ମୃତ ୧୦ ଜଣ ଗୁରୁତର
Play icon02:11
Weather Report: ବର୍ଷାରେ ଭିଜିବ ରଥଯାତ୍ରା, ଆସନ୍ତାକାଲିରୁ ୯ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
Play icon02:43
Ratna Bhandar: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ଗଣତି ମଣତି ପାଇଁ ୧୬ ଜଣିଆ କମିଟି ଗଠନ
Play icon02:18
Odisha CM: ରଥଯାତ୍ରାରେ ନୂଆ ପରମ୍ପରା ସୃଷ୍ଟି କଲେ ପିପୂଲସ୍ ସିଏମ ମୋହନ ଚରଣ ମାଝୀ
Play icon07:48
Cobra Viral Video: କଫ ସିରପ୍ ବୋତଲକୁ ଓଗାଳିଲା ନାଗ ସାପ, ଦେଖନ୍ତୁ ଭାଇରାଲ ଭିଡିଓ
Play icon00:51
Dharmendra Pradhan: ରାସ୍ତାଘାଟ, ଡ୍ରେନେଜ,ପାନୀୟ ଜଳ ଓ ଷ୍ଟ୍ରିଟ ଲାଇଟ ପାଇଁ ବ୍ଲୁ ପ୍ରିଣ୍ଟ୍ ରେଡି
Play icon02:13
Accident News: ୩୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର, ଦୁର୍ଘଟଣାରେ ଡ୍ରାଇଭର ମୃତ ଦେଖନ୍ତୁ ଏହି ଭିଡିଓ
Play icon02:13
Team India Meet PM : ଟିମ୍ ଇଣ୍ଡିଆକୁ ଭେଟି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Play icon01:42
Sura Routray: ବିଜେପି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ବରିଷ୍ଠ ନେତା ସୁରେଶ ରାଉତରାୟ
Play icon01:30
CM Mohan majhi: ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଖନ୍ତୁ ଏହି ଭିଡିଓ
Play icon01:36
Odisha News: ଅନାହାରରେ ଗୋମାତା,  ଆବଶ୍ୟକୀୟ ଖାଦ୍ୟ ଅଭାବରୁ ୪ ଟି ଗୋରୁଙ୍କର ମୃତ୍ୟୁ, ଦେଖନ୍ତୁ ଏହି ଭିଡିଓ
Play icon01:52
Rahul Gandhi: ମାଷ୍ଟରକ୍ୟାଣ୍ଟିନରେ ଉତ୍ତେଜନା, ରାହୁଲଙ୍କ ପୋଷ୍ଟର ଉପରକୁ ପଥର ଗୋବର ମାଡ
Play icon00:37
Ratha Yatra 2024:  ରଥଯାତ୍ରା ପାଇଁ ୨ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Play icon09:04
Crocodile Video: ସହର ଭ୍ରମଣରେ ବିଶାଳ କୁମ୍ଭୀର, ମହାରାଷ୍ଟ୍ରରୁ ଆସିଲା ଭିଡିଓ
Play icon01:15
Weather Report: ପାଣିପାଗ ବିଭାଗର ସତର୍କ ସୂଚନା, ୬ ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା
Play icon02:00
Lonavala Water Fall: ଡ୍ୟାମରେ ଭାସିଗଲେ ପୂରା ପରିବାର, ଭିଡିଓ ଦେଖିଲେ ଥରିଉଠିବେ ଆପଣ
Play icon00:51
Mohan Charan Majhi: ପାଖରେ ବସାଇ ରାଜ୍ୟବାସୀଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
Play icon01:55
Bhubaneswar: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବ
Play icon00:22
Actress Lipi Dance: ସ୍ୱୟଂଙ୍କ ସହ ଲିପିଙ୍କ ଜବରଦସ୍ତ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ
Play icon01:06
Weather Report: ଆଜି ବି ପ୍ରବଳ ବର୍ଷିବ,  ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Play icon01:08
Ratna Bhandar: ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ, ବିଜେପିର ସମ୍ବର୍ଦ୍ଧନା ସଭାରେ କହିଲେ ମୁଖ୍ୟମନ୍ତ୍ରୀ
Play icon01:12
T20 Sand Art: T20 ବିଶ୍ୱକପ ଫାଇନାଲରେ ଭାରତର ବିଜୟ, ବାଲୁକାକଳା ରେ ଶୁଭେଚ୍ଛା
Play icon03:13
Ratha Yatra Review: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା
Play icon05:56
Mangal Arati: ଅଣସର ଘରେ ମହାବାହୁ, ମଙ୍ଗଳ ଆଳତି ଦେଖି ଆରମ୍ଭ କରନ୍ତୁ ଆପଣଙ୍କ ଦିନଚର୍ଯ୍ୟା
Play icon02:25
Varsha Priyadarshini: ବର୍ଷାକୁ ମନଭରି ଅନୁଭବ କଲେ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ ଭିଡିଓ
Play icon01:00