କିଛି ଆବଶ୍ୟକ ନାହିଁ । ବାପା ମା ଠୁ ଗୋଟେ ପୁଅ କୁ ଅଲଗା କରିବା । ମୁଁ କେବେ ତୋର କ୍ଷତି ଚାହିଁନି । କି ଅମଙ୍ଗଳ ଚାହିଁନି । ତୋ ଦୁଆରେ ଧାରଣା ଦେଲେ ମତେ କିଛି ମିଳିବନି । ମୋ ଇଯତ ଯିବ ତେଣୁ, ତୁ ବାହା ହେଇ ଭଲ ରେ ରହ...ମତେ ଯେତେ କଷ୍ଟ ହଉ...ମୁଁ ମୋ ଓକାତ ରେ ରହିବି ସମ୍ପର୍କ ଭାଙ୍ଗିବା ମୋର ଉଦେଶ୍ୟ ନ ଥିଲା...ଏମିତି ଅନେକ କଥା କହି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏହି ଭିଡିଓଟି ସେୟାର କରିଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.