Video: ଏବେ ସୋସିଆଲ ମିଡିଆର ଯୁଗ । ବିଭିନ୍ନ ଉପାୟରେ ଲୋକଙ୍କ ନିକଟରେ ମନୋରଞ୍ଜନର ଖୋରାକ ପହଞ୍ଚାଇବା ପାଇଁ କଳାକାରମାନେ ଅନେକ ପ୍ରୟାସ କରୁଛନ୍ତି । ବର୍ତ୍ତମାନ ନିଜର ଟ୍ୟାଲେଣ୍ଟକୁ ଲୋକଲୋଚନକୁ ଆଣିବା ପାଇଁ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ମାନସ ନାୟକ ନାମକ ଜଣେ ଯୁବକ ନିଜସ୍ୱ ଶୈଳୀରେ ବିଭିନ୍ନ ରିଲ୍ସ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ଯାହାକୁ ଲୋକମାନେ ଭଲପାଇବା ଦେଉଛନ୍ତି । ମାନସଙ୍କ ରିଲ୍ସ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.