ଜଣେ ଭଲ ପପ୍ ଷ୍ଟାର ଭାବେ ବେଶ ପରିଚିତ ନିକ୍ ଜୋନାସ୍ । ଏହାଛଡ଼ା ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ଭାବେ ମଧ୍ୟ ତାଙ୍କୁ ସମସ୍ତେ ଜାଣନ୍ତି। ତେବେ ନିକ୍ ଙ୍କ ଫ୍ୟାନ୍ସ ଫଲୋଅର୍ସ ବହୁତ ଅଛନ୍ତି । ତାଙ୍କର ଗୋଟେ ଗୋଟେ ଷ୍ଟେଜ ପ୍ରୋଗ୍ରାମ ଅସଂଖ୍ୟ ସମର୍ଥକ ଓ ପ୍ରଶଂସକ ଏକାଠି ହୁଅନ୍ତି । ତେବେ ଏକ କାର୍ଯ୍ୟକ୍ରମରେ ଜଣେ ଫ୍ୟାନ୍ସ ନିକ୍ ଙ୍କ ପରଫରମାନ୍ସ ସମୟରେ ତାଙ୍କୁ ଟିସ୍ୟୁ ଫିଙ୍ଗିଦେଇଥିଲେ ଯେଉଁଥିପାଇଁ ନିକ୍ ରାଗି ଯାଇ ତାଙ୍କୁ ଏମିତି କରିବାକୁ ବାରଣ କରିଥିଲେ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.