Rani Panda: ରାଣୀ ପଣ୍ଡାଙ୍କ ଲୋକପ୍ରିୟ ଯାତ୍ରା ପାର୍ଟି 'ନାଟ୍ୟ ମଣ୍ଡପ' ୨୦୨୬-୨୭ ଯାତ୍ରା ଋତୁ ପାଇଁ ଖୁବ୍ ଚର୍ଚ୍ଚାରେ ଅଛି। ଏହାସହ ସୋସିଆଲ ମିଡିଆରେ ଅନେକ ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଆସୁଥିବା ନେଇ ସୂଚନା ମଧ୍ୟ ରହିଛି।
Rani Panda: ବ୍ଲାକ୍ ଆଉଟଫିଟରେ ଭାଇରାଲ ହେଲା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏହି ପୁରୁଣା ଭିଡିଓ । ଭାଇରାଲ ହେଲା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏକ ଭାଇରାଲ ପୁରୁଣା ଭିଡିଓ। ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଅନେକ ସମୟରେ ନିଜର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ କିଛିଦିନ ତଳେ ସେ ନିଜେ ସେୟାର କରିଥିବା ଏହି ସୁନ୍ଦର ଭିଡିଓରେ ଏକ ବ୍ଲାକ୍ ବୋଲ୍ଡ ଆଉଟଫିଟ୍ ରେ ସେ ନଜର ଆସିଛନ୍ତି ଯାହାକୁ ତାଙ୍କ ଫ୍ୟାନ୍ସମାନେ ପସନ୍ଦ କରିଛନ୍ତି।
Rani Panda: ସମୁଦ୍ରକୂଳରୁ ଭାଇରାଲ ହେଲା ରାଣୀ ପଣ୍ଡାଙ୍କ ଭିଡିଓ...ଫ୍ୟାନ୍ସ କହିଲେ ଚାଲିଛି କି ପ୍ରି ୱେଡିଂ । କିଛିଦିନ ହେବ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଭିଡିଓ। ଗତକାଲି ଏକ ରେଟ୍ରୋ ଲୁକରେ ଭାଇରାଲ ହେବା ପରେ ଏବେ ପୁଣି ଏକ ୟେଲୋ କଲର ଶାଢୀ ରେ ଖୁବ ଭାଇରାଲ ହେବାରେ ଲାଗିଛି ରାଣୀ ପଣ୍ଡାଙ୍କ ଭିଡିଓ...ଦେଖନ୍ତୁ ସେହି ଭିଡିଓ...
Rani Panda Video: ପୁଣିଥରେ ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଦୀର୍ଘଦିନ ପରେ ନିଜର ଆଉ ଏକ ଶାଢୀ ଭିଡିଓ ସେୟାର କରି ସମସ୍ତଙ୍କୁ ଚକିତ କରିଛନ୍ତି ଅଭିନେତ୍ରୀ । ଜଙ୍ଗଲ ଭିତରୁ ଭାଇରାଲ ହୋଇଛି ଅଭିନେତ୍ରୀ ରାଣୀଙ୍କ ଭିଡିଓ । ଖୁବ ସୁନ୍ଦର ଦିଶୁଛନ୍ତି ଅଭିନେତ୍ରୀ । ରେଟ୍ରୋ ଲୁକ୍ ସହ ବ୍ଲୁ କଲର ଶାଢୀ ପିନ୍ଧି ରିଲ୍ସ ସେୟାର କରିଛନ୍ତି ରାଣୀ ପଣ୍ଡା। ଆଉ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ । ଆପଣ ବି ଦେଖନ୍ତୁ...
Rani Panda: ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଓଡ଼ିଶାରେ କିଏ ବା ନଜାଣେ। ସମାଜସେବା ସହ ଅଭିନୟରେ ସମସ୍ତ ମନ ଜିଣିଥିବା ଅଭିନେତ୍ରୀ ରାଣୀ ଏବେ ବେଶ୍ ଚର୍ଚ୍ଚାରେ। ନର୍ତ୍ତକୀରୁ ଏବେ ନିଜେ କରିଛନ୍ତି ନାଟ୍ଯମଣ୍ଡପ ।ଆଇଟମ ଡ୍ୟାନ୍ସରୁ ଏବେ କୋଟି କୋଟି ଟଙ୍କାର ମାଲିକାଣୀ । ଜଲିଉଡ଼ର କଣ୍ଟ୍ରୋଭର୍ସି କୁଇନରୁ ଏବେ ବନିଛନ୍ତି ଯାତ୍ରା ମାଲିକ ରାଣୀ ପଣ୍ଡା। ନିଜର ଏକ ଯାତ୍ରା ପାର୍ଟି ତିଆରି କରିଛନ୍ତି ରାଣୀ ପଣ୍ଡା । ଆଉ ଏଥିରେ ସେ କଳାକାର ମାନଙ୍କୁ ଚାନ୍ସ ବି ଦେଇଛନ୍ତି ।
Viral Vdeo: ନୂଆ ରୂପରେ ନଜର ଆସିଲେ ଯାତ୍ରା ଅଭିନେତ୍ରୀ ରାଣୀ
Rani Panda: ଯାତ୍ରା ଜଗତର ଜଣାଶୁଣା ଅଭିନେତ୍ରୀ ରାଣୀ ପଣ୍ଡା ନିଜର ହରକତ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ଏପରିକି ଅଧିକାଂଶ ସମୟରେ ତାଙ୍କର ଭିଡିଓ ବେଶ ଭାଇରାଲ ମଧ୍ୟ ହୋଇଥାଏ। ବର୍ତ୍ତମାନ ରାଣୀ ପଣ୍ଡାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି।
Rani Panda: ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ନିକଟରେ ତାଙ୍କ ପ୍ରେମିକ ତାଙ୍କୁ ଧୋକାଦେଇ ଅନ୍ୟତ୍ର ବିବାହ କରିଛନ୍ତି। ଯାହାକୁ ସହି ନପାରି ରାଣୀ ବିକ୍ରମକୁ ଶୁଦ୍ଧି ହୋଇଛନ୍ତି। ତେବେ, ଏହାରି ଭିତରେ ରାଣୀ ଓ ବିକ୍ରମଙ୍କ କିଛି ପୁରୁଣା ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ...
Viral Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଗତକାଲି ନିଜ ପ୍ରେମିକଙ୍କ ପାଇଁ ପିଣ୍ଡଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କାଲି ବିକ୍ରମଙ୍କ ବାହାଘର ଥିଲା । ବରଯାତ୍ରୀଙ୍କ ସହ ରୋଷଣୀରେ ଯାଇ ବେଦୀରେ ବସି ବିବାବ ବନ୍ଧନରେ ବାନ୍ଧି ହୋଇଛନ୍ତି ବିକ୍ରମ । ବେଦିରୁ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
Video: ଗତବର୍ଷ ଅରୁଆ ଡାଲମା ଦେଇଥିଲି କିନ୍ତୁ ଏବର୍ଷ ମଟନ ଭାତ ଦେଇଛି । ଲୋକଙ୍କ ଭଲପାଇବା ମୋ ପ୍ରତି ଅଛି । ମୋ ଦେହ ଖରାପ ସମୟରେ ଲୋକମାନେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ତେଣୁ ଏବର୍ଷ ନିଷ୍ପତ୍ତି ନେଇଥିଲି ଯେ, ମଟନ ଭାତ ଲୋକଙ୍କୁ ଦେବି । କିନ୍ତୁ କିଛି ଲୋକ ମତେ ବଦନାମ କରୁଛନ୍ତି କହୁଛନ୍ତି ଯେ, ଖାଲି ଆଳୁ ଝୋଳ ଦେଇଛି ... ଶୁଣନ୍ତୁ ରାଣୀଙ୍କ ପ୍ରତିକ୍ରିୟା
Rani Panda Video Viral: ରାଣୀ ପଣ୍ଡାଙ୍କୁ ଭେଟିଲେ ବରିଷ୍ଠ ନେତା ସୁର ରାଉତରାୟ, ଭିଡିଓ ଭାଇରାଲ। କିଛିଦିନ ହେଲା ଖୁବ ଅସୁସ୍ଥ ଅଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ତାଙ୍କ ଫ୍ୟାନ୍ସ ମାନେ ଖୁବ ଚିନ୍ତିତ। ତେବେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ରାଣୀ ପଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇ ତାଙ୍କ ଘରକୁ ଯାଇଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ରାଣୀଙ୍କୁ ସାହାସ ଦେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ନେବାକୁ କହିଛନ୍ତି। ଆପଣ ବି ଦେଖନ୍ତୁ ଭିଡିଓ
Rani Panda Video: ଦେହ ଖରାପ ପୂର୍ବରୁ ଭାଇରାଲ ହୋଇଥିଲା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏହି ଭିଡିଓ । ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଓଡ଼ିଶାରେ କିଏ ବା ନଜାଣେ। ସମାଜସେବା ସହ ଅଭିନୟରେ ସମସ୍ତ ମନ ଜିଣିଥିବା ଅଭିନେତ୍ରୀ ରାଣୀ ଏବେ ଖୁବ୍ ଅସୁସ୍ଥ। କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ସୂଚନାନୁସାରେ, କାନର କୌଣସି ସମସ୍ୟା କାରଣରୁ ସେ ମେଡିସିନ୍ ଖାଇଥିଲେ ଯାହା ତାଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ତା ପରେ ରାଣୀ ନିଜେ ଗଣମାଧ୍ୟମ ସାମ୍ନାରେ ମନଖୋଲି କଥା ହୋଇଛନ୍ତି । ଆଉ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି...ଏହି ଭିଡିଓଟି ତାଙ୍କ ଆଲବମର ହୋଇଥିବା ବେଳେ ଏହା ଦୀର୍ଘ ଦିନ ପୁରୁଣା ଭିଡିଓ ବୋଲି କୁହାଯାଉଛି।
ବିଏମସି ମେୟର ସୁଲୋଚନା ଦାସ ଆଜି ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି। ଅଶ୍ଳିଳତାକୁ କେବେବି ପ୍ରଶୟ ଦିଆଯିବ ନାହିଁ। ଯେଉଁ ମାନଙ୍କୁ ବ୍ୟାନ୍ କରାଯାଇଛି ସେମାନଙ୍କୁ ଖଣ୍ଡଗିରିକୁ ଅନୁମତି ମିଳିବ ନାହିଁ।
Rani Panda: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ନିକଟରେ ତାଙ୍କର ବ୍ରେକ୍ -ଅଫ ହୋଇଥିଲା। ଯାହାକୁ ନେଇ ଭାଙ୍ଗି ପଡିଥିଲେ ରାଣୀ। ତେବେ, ପ୍ରେମିକ ବିକ୍ରମଙ୍କୁ ଭୁଲି ରାଣୀ ଏବେ ଖୁସି ଥିବା ଦେଖିବାକୁ ମିଳିଛି। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ କାହା ପାଇଁ ସଜେଇ ହୋଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ତା। ଏହି ଭିଡିଓ ଦେଖିଲେ ଲାଗୁଛି ରାଣୀ ପଣ୍ତାକୁ ସତେ ଯେମିତି ପୁଣି ଥରେ ପ୍ରେମ ହୋଇଯାଇଛି।
Rani Panda: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ଗତ କିଛି ମାସ ତଳେ ତାଙ୍କର ପ୍ରେମିକ ବିକ୍ରମ ତାଙ୍କୁ ପ୍ରେମରେ ଧୋକାଥିଲା। ଯାହାକୁ ନେଇ ଭାଙ୍ଗି ପଡିଥିଲେ ରାଣୀ। ତେବେ, ବିକ୍ରମଙ୍କୁ ଭୁଲିବା ପାଇଁ ବହୁତ ପ୍ରକାର ଚେଷ୍ଟା ମଧ୍ୟ କରିଥିଲେ, କିନ୍ତୁ ସେ ତାଙ୍କ ମନରୁ ପ୍ରେମିକ ବିକ୍ରମକୁ କାଢି ପାରୁ ନାହାଁନ୍ତି। ତେବେ, ଏହାରି ଭିତରେ ବିକ୍ରମ୍ ପାଇଁ ଆଜି ଏକ ଭିଡିଓ ଇନଷ୍ଟାରେ ସେୟାର କରିଛନ୍ତି ରାଣୀ। ଦେଖନ୍ତୁ ଭିଡିଓ.
Rani Panda: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ନିକଟରେ ତାଙ୍କର ପ୍ରଥମ ପ୍ରେମିକ ବିକ୍ରମ ତାଙ୍କୁ ପ୍ରେମରେ ଧୋକା ଦେଇ ଯିବା ପରେ ରାଣୀ ଭାଙ୍ଗି ପଡିଥିଲେ। କିଛି ଦିନ ମାନସିକ ଚିନ୍ତାରେ ମଧ୍ୟ ଥିଲେ। ତେବେ, ବିକ୍ରମଙ୍କୁ ଭୁଲି ରାଣୀ ଏବେ ଖୁସି ଥିବା ଦେଖିବାକୁ ମିଳିଛି। ଏବେ ଜଣେ ଯୁବକଙ୍କ ସହ ମନ ଖୁସିରେ ଡାନ୍ସ କରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଚର୍ଚ୍ଚା ହେଉଛି କି ଏହି ଯୁବକଙ୍କୁ ରାଣୀ ପଣ୍ତା ଡେଟ୍ କରୁଛନ୍ତି। ଦେଖନ୍ତୁ ଭିଡିଓ...
ଜଲିଉଡ ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା ରାଜ୍ୟରେ ଖୁବ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ତେବେ ରାଣୀ ପଣ୍ଡାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଦେଖିବା
Rani Panda: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଯାତ୍ରାରେ ତାଙ୍କର ଆଇଟମ୍ ସଙ୍ଗ୍ ହେଉକି ଡାଇଲଗ୍ ସମସ୍ତଙ୍କୁ ପାଗଳ କରେ। ତେବେ, ଏହାରି ଭିତରେ ରାଣୀ ପଣ୍ତାଙ୍କର ଆଉ ଏକ ଭିଡି଼ଓ ଭାଇରାଲ୍ ହୋଇଛି। ତାହା ପୁଣି ନୂଆଦିଲ୍ଲୀରୁ, ଦେଖନ୍ତୁ....
Video: ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ସହିତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ରାଣୀଙ୍କୁ ପିୟୁଷ ବାଟ କଡେଇ ନେଇଯାଉଥିବା ଦେଖିବାକୁ ମିଳିଛି ।
Rani Panda: ଓଡିଆ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ଅଧିକାଂଶ ସମୟ ନିଜ ବିବାଦୀୟ ବୟାନ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଯାତ୍ରା ମଞ୍ଚରେ ରାଣୀଙ୍କ ଅଭିନୟ ଦର୍ଶକଙ୍କ ମନ କିଣେ। ନିକଟରେ ରାଣୀଙ୍କୁ ପ୍ରେମରେ ଧୋକା ମିଳିଥିଲା। ପ୍ରେମିକ ବିକ୍ରମ ଠାରୁ ବ୍ରେକ୍-ଅଫ ହେଲା ପରେ ଭାଙ୍ଗି ପଡିଥିଲେ ରାଣୀ। ତେବେ, ଏହାରି ଭିତରେ ରାଣୀ ପଣ୍ତା ଆଉ ଥରେ ପ୍ରେମରେ ପଡିଛନ୍ତି ବୋଲି ଅନୁମାନ କରାଯାଉଛି। ଏନେଇ ସେ ଏକ ଭିଡିଓ ସୋସିଆଲ୍ -ମିଡିଆରେ ସେୟାର କରିଛନ୍ତି। ଦେଖନ୍ତୁ...
Rani Panda: ଯାତ୍ରା ଅଭିନେତ୍ରୀ ତଥା ସମାଜସେବୀ ରାଣୀ ପଣ୍ଡାଙ୍କୁ ଓଡ଼ିଶାରେ କିଏ ବା ନଜାଣେ। ନିଜ ବ୍ୟକ୍ତିଗତ ଜୀବନ ହେଉ ବା ବୃତ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରାଣୀ ପଣ୍ଡା। ତେବେ କିଛିମାସ ତଳେ ନିଜ ପ୍ରେମ ଜୀବନକୁ ନେଇ ଅନେକ ଷ୍ଟେଟମେଣ୍ଟ ସେୟାର କରିଥିଲେ ଅଭିନେତ୍ରୀ। ଆଉ ଏବେ ପୁଣିଥରେ ରାଣୀ ପଣ୍ଡା କାନ୍ଦି କାନ୍ଦି ଭିଡିଓ ସେୟାର କରିଛନ୍ତି ରାଣୀ। ତେବେ ଏହି ଭିଡିଓଟି କୌଣସି ଏକ ଆଲବମର ବୋଲି ଅନୁମାନ କରାଯାଉଛି। ଆପଣ ବି ଦେଖନ୍ତୁ ଭାଇରାଲ ଭିଡିଓ
Rani Panda: ଯାତ୍ରା ଅଭିନେତ୍ରୀ ତଥା ମଞ୍ଚ କଳାକାର ରାଣୀ ପଣ୍ତା। ଅଧିକାଂଶ ସମୟରେ ସେ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତାଙ୍କର ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଯାତ୍ରାରେ ତାଙ୍କର ଆଇଟମ୍ ସଙ୍ଗ୍ ହେଉକି ଡାଇଲଗ୍ ସମସ୍ତଙ୍କୁ ପାଗଳ କରେ। ତେବେ, ଏହାରି ଭିତରେ ରାଣୀ ପଣ୍ତାଙ୍କର ଆଉ ଏକ ଭିଡି଼ଓ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଣୀ ପଣ୍ତା ଦୁର୍ଗାଙ୍କ ବେଶ ଧାରଣ କରିଛନ୍ତି। ଏହି ବେଶ କାହା ପାଇଁ ?