Advertisement
Videos Details/odisha/zeeodisha1908419
Video ThumbnailPlay icon

No Short dress in srimandir: ଛୋଟ ଡ୍ରେସ୍ ପିନ୍ଧିଲେ, କରିପାରିବେନି ଜଗା ଦର୍ଶନ...

No Short dress in srimandir:ଆସନ୍ତା ନୂଆବର୍ଷରେ ପୁରୀରେ ଅନେକ କିଛି ନୂଆ ହେବାକୁ ଯାଉଛି। କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଶେଷ କରି ନୂଆବର୍ଷରୁ ଲାଗୁ କରିବାକୁ ତାଗିଦ କରିଛନ୍ତି। ସୋମବାର ଶ୍ରୀମନ୍ଦିର ପକ୍ଷରୁ ଭକ୍ତଙ୍କ ଲାଗି ଡ୍ରେସ୍‍ କୋଡ୍‍ ବ୍ୟବସ୍ଥା କରାଯାଇଛି। ମନ ଇଚ୍ଛା ପୋଷାକ ବଦଳରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବାକୁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। ଶାଳୀନତା ପୂର୍ଣ୍ଣ ପୋଷାକ ନ ପିନ୍ଧିଲେ ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ମୁତୟନ ଜଗନ୍ନାଥ ମନ୍ଦିର ପୋଲିସ ଏବଂ ସେବାୟତ ଆପଣଙ୍କୁ ଶ୍ରୀମନ୍ଦିରେ ପ୍ରବେଶ ଅନୁମତି ଦେବେ ନାହିଁ।

ଆରମ୍ଭ ହେଲା ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ, କ୍ଲାସିକ୍ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକଙ୍କ ଭିଡ଼
Play icon01:39
Pinky Pradhan: ପାଣ୍ଡିଆନଙ୍କୁ ଚାଲିଛି ଜୋରଦାର ଖୋଜା, ପିଙ୍କି ଲେଖିଲେ 'Kahan Ho Tum'
Play icon00:31
PM Modi: 'ପ୍ରଭୁ ଜଗନ୍ନାଥଙ୍କ ନାମ ନେଲେ ସବୁବେଳେ ଲାଗେ ୟେ ହେଉଛନ୍ତି ଗରିବଙ୍କ ଦେବତା'
Play icon03:04
Elephant Movement: ମୟୂରଭଞ୍ଜ କରଞ୍ଜିଆରେ ଜନବସତିକୁ ମାଡ଼ିଆସିଲେ ୨୭ ଟିକିଆ ହାତୀପଲ
Play icon01:06
Chirah Paswan: ଷ୍ଟେଜ ଉପରେ ମୋଦୀଙ୍କୁ କୁଣ୍ଢାଇ ପକେଇଲେ ଚିରାଗ ପାଶୱାନ
Play icon00:57
Prashant Jagdev: ଅନ୍ତରୀଣ ଜାମିନ୍ ପାଇଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
Play icon01:02
Sitalsasthi Patarpendi: ଶେଷ ହୋଇଛି ବାଲୁଙ୍କେଶ୍ୱର ବାବା ଙ୍କର କନ୍ୟା ଅନ୍ବେଷଣ ବା ପତରପେଣ୍ଡି ଉତ୍ସବ
Play icon06:44
NDA Meeting: ମୋଦୀ NDA ସଂସଦୀୟ ଦଳ ନେତା ନିର୍ବାଚିତ, ପ୍ରସ୍ତାବ ରଖିଥିଲେ ରାଜନାଥ
Play icon18:09
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:43
VK Pandian in Delhi: ଦିଲ୍ଲୀ ଗସ୍ତରେ ଅଛନ୍ତି ଭିକେ ପାଣ୍ଡିଆନ୍: ସସ୍ମିତ ପାତ୍ର
Play icon01:01
Actress Rani Panda: ନୂଆ ଲୁକରେ ନଜର ଆସିଲେ ଅଭିନେତ୍ରୀ ରାଣୀ ପଣ୍ଡା, ଦେଖନ୍ତୁ ଏହି ଭିଡିଓ
Play icon00:47
BSKY:  ରାଜ୍ୟରେ ବିଏସ୍‌କେୱାଇ ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟସେବା ପ୍ରଦାନ ସମ୍ବନ୍ଧରେ ମୁଖ୍ଯ ଶାସନ ସଚିବଙ୍କ ସ୍ପଷ୍ଟୀକରଣ, ଦେଖନ୍ତୁ ଏହି  ଭିଡିଓ।
Play icon03:22
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:43
Geetanjali Routray: ଦାମ ରାଉତରାୟଙ୍କ ବୋହୂଙ୍କୁ ହରାଇ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ
Play icon02:18
Banaklagi Niti:  ଆଜି ସାଢେ଼ ତିନି ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ, ଦେଖନ୍ତୁ ଏହି ଭିଡିଓ
Play icon04:09
BJP Thanks to People : ଐତିହାସିକ ବିଜୟ ପରେ ସମସ୍ତଙ୍କୁ ଧନ୍ୟବାଦ ଦେଲା ବିଜେପି
Play icon02:12
Amarendra Das: ବିଜୟ ଦିଗରେ ଜଗତସିଂହପୁରର ବିଜେପି ପ୍ରାର୍ଥୀ ଅମରେନ୍ଦ୍ର
Play icon01:49
Babu Singh: ଏକାମ୍ର ଭୁବନେଶ୍ୱରରେ ପରାଜୟ ବରଣ କଲେ ମନ୍ତ୍ରୀ ଅଶୋକ ପଣ୍ଡା, ବିଜେପିର ବାବୁ ସିଂ ବିଜୟୀ
Play icon01:01
BJP Celebration: ଗେରୁଆ ମୟ ହେଉଛି ଓଡ଼ିଶା, ବିଜେପି ଅଫିସରେ ସେଲିବ୍ରେସନ
Play icon01:00
Golak Mohapatra: ଓଡ଼ିଶାର ମୋଦି ଲହର, କାମ ଦେଲା ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ରାଲି
Play icon01:51
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:43
CEC Meeting: ବିଶ୍ୱ ରେକର୍ଡ କଲେ ମହିଳା ଭୋଟର, କୃତଜ୍ଞତା ଜଣାଇଲେ CEC
Play icon00:56
Doctor Kidnapped: ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଅମ୍ଳାନ କୁମାର ଭୋଇ ଅପହରଣ
Play icon00:55
Sura Routray: ସୁରଙ୍କ ଭବିଷ୍ୟବାଣୀ, ଓଡ଼ିଶାରେ ବିଜେଡି ପାଇବ ୯୮ଟି ସିଟ୍...ବିଜେପି ପାଇବ?
Play icon03:21
Cyclone Remal: ନିର୍ବାଚନ ସରିବା ସଙ୍ଗେ ସଙ୍ଗେ ରେମାଲ ବାତ୍ୟା ନେଇ ପିଏମଙ୍କ ଉଚ୍ଚସ୍ତରୀୟ ମିଟିଂ
Play icon00:59
Sital Sasthi: ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି, ଏକାଠି ହେବେ ସାତହଜାର ଲୋକ କଳାକାର
Play icon04:36
Chief Secretary: ଗ୍ରୀଷ୍ମପ୍ରବାହ ନେଇ ସତର୍କ କରାଇଲେ ମୁଖ୍ୟ ଶାସନ ସଚିବ
Play icon05:47
 Puri Srigundicha temple: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୟଭଙ୍କର ଅଗ୍ନିକାଣ୍ଡ, ଦେଖନ୍ତୁ ଏହି ଭିଡିଓ
Play icon01:30
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:41
Sunstroke: ରାଉରକେଲାରେ ମୃତ୍ୟୁ ଆତଙ୍କ, ୨୪ ଘଣ୍ଟାରେ ଗଲାଣି ୧୬ ଜୀବନ !
Play icon02:51