Advertisement
Videos Details/odisha/zeeodisha2392131
Video ThumbnailPlay icon

Odia Family: ବେଙ୍ଗାଲୁରୁରେ ଓଡ଼ିଆ ପରିବାର ଉପରେ ମରଣାନ୍ତକ ଆକ୍ରମଣ, ଭିଡିଓ ଦେଖିଲେ ଥରିଯିବେ ଆପଣ

ଗତକାଲି ବେଙ୍ଗାଲୁରୁର ସରଜାପୁର ରୋଡରେ ଏକ ଅଘଟଣ ଘଟିଛି। କାର୍ ରେ ଥିବା ଗୋଟିଏ ଓଡ଼ିଆ ପରିବାରକୁ ଜଣେ ଯୁବକ ଆକ୍ରମଣ କରିଥିବା ଜଣାପଡିଛି। ଏହି ଭିଡିଓରେ କେବଳ ଜଣଙ୍କ ଚେହେରା ଦୃଶ୍ୟମାନ ହେଉଛି। କାର୍ ଭିତରେ ସ୍ୱାମୀ, ସ୍ତ୍ରୀ ଓ ଗୋଟିଏ ୭ ମାସର ଶିଶୁ ବସିଥିଲେ। ଯୁବକ ଜଣଙ୍କ ଗୋଟେ ପବ୍ ରେ କାମ କରନ୍ତି ବୋଲି ଜଣାପଡ଼ିଛି। ତେବେ ସଡନ ବ୍ରେକ୍ କୁ ନେଇ ଯୁକ୍ତି କରିଥିଲେ ଅଭିଯୁକ୍ତ ଜଣକ। ଓଡ଼ିଆ ପରିବାର ଗାଡି ରାସ୍ତାର ଏକ ପାର୍ଶ୍ୱକୁ ଆଣୁଥିବା ବେଳେ ମଦ୍ୟପ ଯୁବକ ତାଙ୍କ କାର୍ ର ୱିଣ୍ଡ ସିଲ୍ଡ ଭାଙ୍ଗି କକପିଟ୍ ରେ ଜୋରରେ ମାରିଥିଲେ ଯାହା ଫଳରେ କକପିଟ୍ କାଚ ଭାଙ୍ଗିଯାଇଥିଲା। ଏହାପରେ ଭୟରେ ଥରିଉଠିଥିଲେ ମହିଳା ଓ ତାଙ୍କ ଶିଶୁ। ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ହତ୍ୟା ଉଦ୍ୟମ ଧାରା ଲଗାଯାଇ ଅଭିଯୁକ୍ତ ଙ୍କୁ ପୋଲିସ ପଚରାଉଚରା କରୁଛି।
ବନ୍ୟା ଜଳ ଧୋଇନେଲା ବିଶାଳ କୋଠା, ଦେଖନ୍ତୁ ଭିଡିଓ
Play icon01:08
Viral Video: ଟ୍ରେନରେ ଯୁବକଙ୍କ ଅଶ୍ଳିଳତା ଦେଖି ରାଗିଗଲେ ଯୁବତୀ, ତାପରେ..
Play icon01:16
Ganesh Bhasani:ବାଲେଶ୍ୱରରେ ଚାଞ୍ଚଲ୍ୟ...ଗଣେଶ ଭସାଣିରେ ଯୁବକଙ୍କୁ ଛୁରାମାଡ଼
Play icon01:55
Riya Dey: ନଟଖଟି ଅନ୍ଦାଜରେ ନଜର ଆସିଲେ ରିୟା ଦେ , ଦେଖନ୍ତୁ ଏହି ଭିଡିଓ
Play icon01:56
Lion Viral Video: ଯେବେ ପେଟ୍ରୋଲ ପମ୍ପରେ ସିହଂ ସହିତ ହେଲା ମୁହାଁମୁହିଁ, ଦେଖନ୍ତୁ ଭିଡିଓ
Play icon00:36
Student Dance Video: ଗୁରୁଦିବସରେ କୁନି ଛାତ୍ରୀର ଅଶ୍ଳିଳ ଡ୍ୟାନ୍ସ, ଉିଡିଓ ଭାଇରାଲ
Play icon00:53
Vilian Odia Movie: ଭିଲିଆନ ରିଲିଜ ପୂର୍ବରୁ ଭାଇରାଲ ହେଲା ଅର୍ଦ୍ଧେନ୍ଦୁଙ୍କର ଏହି ଦମଦାର ଭିଡିଓ
Play icon00:18
Dipti Rekha Padhi: ପ୍ରେମରେ ପଡି଼ଲେ କି ଦିପ୍ତୀରେଖା, କାହା ପାଇଁ ଏମିତି ଭିଡିଓ ଜାରି କଲେ ? ଦେଖନ୍ତୁ
Play icon00:55
Nisa Moharana: ଶାଢିରେ ନିଶା ମହାରଣାଙ୍କ ଦମଦାର୍ ଡାନ୍ସ, ଦେଖନ୍ତୁ ଭିଡିଓ
Play icon01:41
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:02
Video: ଅନ୍ଧାର ରାତିରେ ବିରାଡି ହାବୁଡରେ ପଡିଲା ସାପ, ଆଉ ତାପରେ...
Play icon01:30
Video: 'କର୍ମ' ପାଇଁ ସବୁଠି ଉତ୍ସାହ, ଦେଖନ୍ତୁ ଅନୁଭବଙ୍କ ଏହି ଭିଡିଓ
Play icon01:02
Live Encounter: ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତଙ୍କୁ ଲାଇଭ୍ ଏନକାଉଣ୍ଟର, ଭାଇରାଲ ହେଉଛି ଭିଡିଓ
Play icon02:17
Ollywood Controversy: ଟୁଟୁ ନାୟକ ବହୁ ଯାଗାରେ ମାଡ଼ ବି ଖାଇଛି, ଶ୍ରୀଧର ମାର୍ଥା କହିଲେ ଗୁମର କଥା
Play icon01:42
Video: ଦୁଇ ଭାଇରାଲ୍ ଝିଅଙ୍କ କମାଲ୍, ଦେଖନ୍ତୁ ଏହି ଭିଡିଓ
Play icon00:33
Weather Report: ରାଜ୍ୟରେ ଅବପାତଜନିତ ବର୍ଷା,୧୦ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
Play icon04:07
Video: ଯୁବକ ଛାଡିଦେଲେ ଯୁବତୀଙ୍କ ହାତ ! ୩୦ ଫୁଟ ତଳକୁ ଖସି ପାଣିରେ ପଡିଲେ
Play icon00:55
Viral video: ମୋବାଇଲ୍ ପାଇଁ ଛାତ୍ରୀଙ୍କୁ ବାଇକରେ ଘୋଷାଡ଼ି ନେଲେ ଲୁଟେରା, ଦେଖନ୍ତୁ ଏହି ଭାଇରାଲ ଭିଡିଓ..
Play icon00:52
Groom Viral Dance: କନ୍ୟାକୁ ମଣ୍ଡପରେ ଛାଡ଼ି ଶ୍ୱଶୁରକୁ ଧରି ନାଚିଲା ଜ୍ୱାଇଁ, Viral ହେଲା ଭିଡିଓ
Play icon01:14
Video: ସିଗାରେଟରେ ଲାଗିଲାନି ନିଆଁ, ଯୁବକ କଲେ ଏହି କାମ, ଦେଖିଲେ ହେବେ ଆଶ୍ଚର୍ଯ୍ୟ
Play icon00:25
Tiger Video : କ୍ଷୀର ପିଉଛି ବାଘ, ଚୁମା ଦେଉଛନ୍ତି ବୃଦ୍ଧା; ଜୋରଦାର ଭାଇରାଲ ହେଉଛି ଭିଡିଓ
Play icon01:03
Naveen Patnaik: ଜନତାଙ୍କୁ ଦେଖି କାନ୍ଦିପକାଇଲେ ନବୀନ, ଭାଇରାଲ ହେଉଛି ଏହି ଭିଡିଓ
Play icon01:26
ମାଙ୍କଡର ଭୟଙ୍କର ରାଗ ଦେଖିଛନ୍ତି କି...ଛୁରି ଦେଖାଇ ମାଲିକକୁ କଲା ଏପରି ବ୍ୟବହାର... ଦେଖିଲେ ଆପଣ ବି ଡରିଯିବେ
Play icon00:07
Piyush Tripathy: ଯାତ୍ରାରୁ ବିଦାୟ ନେଇ ଗଲେ କି ପିୟୁଷ, ଭିଡିଓ ଦେଖି ଆପଣ କଣ ଭାବୁଛନ୍ତି...
Play icon00:23
Mangal Alati: ପତିତପାବନଙ୍କ ମଙ୍ଗଳାଳତି ଓ ମହାପ୍ରଭୁଙ୍କ ଦ୍ୱାରଫିଟାର କରନ୍ତୁ ଦର୍ଶନ
Play icon03:36
Aseema Panda: ନୂଆଖାଇରେ ଭାଇରାଲ ହେଲା କଣ୍ଠଶିଳ୍ପୀ ଅସୀମାଙ୍କ ଆଉ ଏକ ଭିଡିଓ, ଦେଖନ୍ତୁ ଭିଡିଓ
Play icon00:26
ଡ୍ରେନରେ ଗଳିପଡିଲା କୁନି ଝିଅ, ନଦେଖିଲା ପରି ଚାଲିଗଲେ ଯୁବକ, ବଞ୍ଚାଇଲେ ଦେବଦୂତ !
Play icon00:34
ବାଙ୍ଗଲୋରରେ ଅଟୋରେ ବୁଲୁଛନ୍ତି କଣ୍ଠଶିଳ୍ପୀ ସ୍ୱୟମଙ୍କ ସହ ଅନ୍ତରା, ଭିଡିଓ ଭାଇରାଲ୍
Play icon00:40
Viral Video: ଭାଇରାଲ୍ ହେବାର ନିଶା! କୋବ୍ରା ସାପକୁ ପାଟିରେ ପୂରାଉ ଥିଲେ ବ୍ୟକ୍ତି, ଚୋଟ ମାରି ଦେବାରୁ ଚାଲିଗଲା ପ୍ରାଣ
Play icon00:48
Video: ଅଭିନେତ୍ରୀ ପିହୁ ମହାପାତ୍ରଙ୍କ ନିଆରା ବେଶ, ଭିଡିଓ ଭାଇରାଲ୍
Play icon00:35