Video: ଓଲିଉଡ ଅଭିନେତ୍ରୀ ପୁପୁଲ ଭୁୟାଁଙ୍କ ସହିତ ସୋମାଲିନ ପରିଡାଙ୍କୁ ଏକ ନିଆରା ଗେଟଅପରେ ଦେଖିବାକୁ ମିଳିଛି । ପାର୍ବଣ ଅବସରରେ ଦୁଇ ଅଭିନେତ୍ରୀ ଶାଢୀରେ ନଜର ଆସିଛନ୍ତି । ଶାଢୀ ପିନ୍ଧିବା ସହିତ ବିଭିନ୍ନ ଅଳଙ୍କାରରେ ଦୁହେଁ ଖୁବ ସୁନ୍ଦର ଭାବରେ ସଜେଇ ହୋଇଥିବା ସମୟରେ ଏକ ରିଲ୍ସ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ରିଲ୍ସଟି ଖୁବ ସୁନ୍ଦର ହୋଇଥିବାରୁ ଉଭୟଙ୍କର ଫ୍ୟାନ୍ସ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.