ପିପିଲିର ସର୍ବାଙ୍ଗୀନ ଉନ୍ନତି ପାଇଁ ଶପଥ ନେଇଛନ୍ତି ବିଧାୟକ ରୁଦ୍ର ମହାରଥି । ଅନେକ ସମୟରେ ଗରିବ ଗୁରୁବାଙ୍କୁ ସାହାଯ୍ୟର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଦେଖି ରୁଦ୍ର ମହାରଥୀଙ୍କ ପ୍ରଂଶସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଭିଡିଓ ପୋଷ୍ଟ ପରେ ଅନେକ ସମର୍ଥକ ଲେଖିଛନ୍ତି 'ପିପିଲି ମାଟିର ସୁପର ହିରୋ' ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.