Advertisement
Videos Details/odisha/zeeodisha2306363
Video ThumbnailPlay icon

Ratha Khala: ରଥଖଳା ଚଳଚଞ୍ଚଳ, ସରିଛି ଚାରି ନାହକାରେ ଭୂଇଁ ପଡ଼ିବା କାର୍ଯ୍ୟ

ଆଜି ଅନବସର ବା ଅଣସରର ଦ୍ଵିତୀୟ ଦିନ । ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତି ସେବକ ମାନେ ଦିନରାତି ଲାଗି ପଡିଛନ୍ତି। ଆଜି ଶ୍ରୀଜୀୟୁଙ୍କଶ୍ରୀକ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ମଇଲମ କରୁଛନ୍ତି ଦଇତାପତି ସେବାୟତ । ୪୨ ଦିନର ନରେନ୍ଦ୍ର ଶୀତଳ ଉପଚାର ଚନ୍ଦନ ଯାତ୍ରା ଏବଂ ପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜ୍ବରର ଖଇଫୁଟା ତାତି ।ତେଣୁ ସାଆନ୍ତଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଗୁପ୍ତ ଉପଚାର ।କୋଠସୁଆଁସିଆ ମାନଙ୍କ ଦ୍ଵାରା ବନ୍ଧା ଯାଇଥିବା ଅଣସର ତାଟି ଭିତରେ ରୁନ୍ଧା ହୋଇଛନ୍ତି ଶ୍ରୀବିଗ୍ରହ।ଗୁପ୍ତରେ ଅନ୍ଧାରରେ ଶ୍ରୀଜୀଉଙ୍କ ଶୁଶ୍ରୁଷାରେ ଲାଗିପଡିଛନ୍ତି ଦଇତାପତି ସେବାୟତ। ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ଘରେ ତାଟି ବନ୍ଧା ହୋଇ ଚାଲିଛି ଗୁପ୍ତସେବା । ସେପଟେ ଶ୍ରୀମନ୍ଦିରରେ ଦର୍ଶନ ଦେଉଛନ୍ତି ପଟିଦିଅଁଙ୍କ । ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଏବଂ ଦେବୀ ଭୂବନେଶ୍ୱରୀଙ୍କୁ ଦର୍ଶନ ଦେଉଛନ୍ତି ଭକ୍ତ
Video: କାଶ୍ମୀର ବରଫାଞ୍ଚଳରୁ ଭାଇରାଲ ହେଲା ଆଉ ଏକ ନୂଆ ଭିଡିଓ
Play icon00:34
Viral Video: ଅଭିନେତା ଦୀପକ ଓ ପ୍ରିୟଙ୍କା ପ୍ରିୟଦର୍ଶିନିଙ୍କ ସହ ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:38
Video: ସମୁଦ୍ରକୂଳରେ ଅଭିନେତ୍ରୀ ପ୍ରିୟମ୍ୱଦାଙ୍କ ସହ ମନ୍ମୟଙ୍କ, ଭିଡିଓ ଭାଇରାଲ୍
Play icon00:37
Viral Video: ମୁହାଁମୁହିଁ ହେଲେ ଜଙ୍ଗଲୀ ବିଲୁଆ ଓ ହାତୀ, ଆଉ ତା' ପରେ...ଦେଖନ୍ତୁ ଏହି ଭିଡିଓ...
Play icon00:41
Weather Report: ୨୬ ଏପ୍ରିଲ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଗୁଳୁଗୁଳି କରିବ କଲବଲ
Play icon05:12
Video: ବାଉଁଶବଣରେ ଚାଲିଛି ମ୍ୟୁଜିକ୍ ଭିଡିଓ ସୁଟିଂ, ହେଲା ଭାଇରାଲ୍
Play icon00:15
Viral Video: କଣ୍ଠଶିଳ୍ପୀ ଅନ୍ତରାଙ୍କ ଆଉ ଏକ ଭିଡିଓ ଭାଇରାଲ୍ , ଦେଖନ୍ତୁ
Play icon00:59
Viral Video: ଅନ୍ଧାର ରାତିରେ କାହା ହାତ ଧରି ଚାଲିଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା,ଭାଇରାଲ୍ ହେଲା ଭିଡିଓ
Play icon00:37
Viral Video:  ବିବାହ କରିବେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା!ବ୍ରାଇଡାଲ୍ ଲୁକ୍ ରେ ଭାଇରାଲ୍ ହେଲା ଏହି ଭିଡିଓ
Play icon00:47
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:32
Terrorist Attack: ପଚାରିଲେ ହିନ୍ଦୁ କି ମୁସଲିମ୍ ମାରିଲେ ଗୁଳି, ଦେଖନ୍ତୁ ଆକ୍ରମଣର ଏହି ଛାତି ଥରା ଭିଡିଓ....
Play icon02:01
Nainaa Dash Video: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓଡ଼ିଆ ଅଭିନେତ୍ରୀ ନୈନା ଦାସଙ୍କ ଏହି ଭିଡିଓ...
Play icon00:39
Elina Samantray Video: ସ୍ୱାମୀଙ୍କ ଏପରି ଭିଡିଓ ଛାଡ଼ିଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ...
Play icon01:17
Video: ମଦ ବୋତଲ ଧରି ଛାତ ଉପରେ ଏମିତି ହରକତ, କଳାକାରଙ୍କ ଭିଡିଓ ଭାଇରାଲ୍
Play icon00:36
Weather Report: ବଢିବ ଖରା, ତାତି ହେବ ଅସମ୍ଭାଳ...ଆସନ୍ତା ୨୫ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ
Play icon06:33
Viral Video: ରାସ୍ତାରେ ନିଜ ସାଙ୍ଗଙ୍କ ସହ ଏମିତି କିଛି କଲେ ଅଭିନେତ୍ରୀ ଲିପି, ଭାଇରାଲ୍ ହେଲା ଭିଡିଓ
Play icon01:09
Viral Video: ରାତି ଅଧରେ ଭାଇରାଲ୍ ହେଲା ଅଭିନେତ୍ରୀ ବର୍ଷାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon01:00
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:53
Video: ଯାତ୍ରା ଅଭିନେତ୍ରୀ କାବେରୀ ପାଢୀଙ୍କ ସହ ଟାହିଆ, ଭିଡିଓ ଭାଇରାଲ୍
Play icon00:30
Video: ସନ୍ଧ୍ୟାରେ ସମୁଦ୍ରକୂଳେ ଅଭିନେତ୍ରୀ କୁକିଜଙ୍କ ଏବଂ ଜୟଦେବ, ଦେଖନ୍ତୁ ଭିଡିଓ
Play icon00:35
Video: ବିଦେଶରେ ଏମିତି ଡ୍ୟାନ୍ସ ଶିଖାଉଥିଲେ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, ଭିଡିଓ ଭାଇରାଲ୍
Play icon00:56
Weather Report: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା! ଜାଣନ୍ତୁ ପାଣିପାଗ ରିପୋର୍ଟ..
Play icon04:10
Bidusmita Viral Video: ସୋସିଆଲ୍ ମିଡିଆରେ ଏପରି ଭିଡିଓ ଛାଡ଼ିଲେ ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା ଦାଶ..
Play icon00:32
Video: ଯାତ୍ରା ମଞ୍ଚରେ ଜଳିଲା ନିଆଁ, ଦେଖନ୍ତୁ କ'ଣ କଲେ ନୃତ୍ୟଶିଳ୍ପୀ
Play icon00:38
Video: ଜଲିଉଡର ସୋନାଲିଙ୍କ ପରେ ସିରିଏଲ ଅଭିନେତ୍ରୀ ଛନ୍ଦିତାଙ୍କ ଭିଡିଓ ଭାଇରାଲ୍
Play icon00:17
Weather Report:  ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
Play icon03:54
Video: ପ୍ରଦୋଶଙ୍କ ସହ ନେହାନାଗେଶ୍ୱରୀ, ଭିଡିଓ ହେଲା ଭାଇରାଲ୍
Play icon00:21
Video: 'ରସିଆ ମାଗୁଛି ଗେଲ' ଗୀତ ପାଇଁ ଚର୍ଚ୍ଚାକୁ ଆସିଥିଲେ, ଏବେ ଛାତ ଉପରୁ ଭିଡିଓ ଭାଇରାଲ୍
Play icon00:18
Arvind Kejriwal Dance Video: ପୁଷ୍ପା ଗୀତରେ ସ୍ତ୍ରୀଙ୍କ ସହ ଏପରି ନାଚିଲେ ଅରବିନ୍ଦ କେଜ୍ରିୱାଲ, ଦେଖନ୍ତୁ ଏହି ଭିଡିଓ...
Play icon01:05
Viral Video: 'ତୁନେ ଓ ରଙ୍ଗିଲା' ଗୀତରେ ଭାଇରାଲ ହେଲା ଏହି ଦମ୍ପତିଙ୍କ ଏପରି ଭିଡିଓ...
Play icon00:34
;