Advertisement
Videos Details/odisha/zeeodisha1970845
Video ThumbnailPlay icon

Pm With Team India: ଡ୍ରେସିଂ ରୁମରେ ରୋହିତ ଓ ବିରାଟଙ୍କୁ କଣ କହିଥିଲେ ପ୍ରଧାନମନ୍ତ୍ରୀ, ଭାଇରାଲ ହେଉଛି ଭିଡିଓ

ରବିବାର ଅହମ୍ମଦାବାଦରେ ଖେଳାଯାଇଥିଲା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ମୁହାଁମୁହିଁ ହୋଇଥିଲେ ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଓ ଅଷ୍ଟ୍ରେଲିଆ । ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆର ଏହି ବିଜୟରେ ହିରୋ ବାମହାତୀ ଓପନର୍ ଟ୍ରାଭିସ୍ ହେଡ୍ ୧୩୭ ରନର ଚମତ୍କାର ଇନିଂସ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ । ଏହା ବ୍ୟତୀତ ଲାବୁସାଗ୍ନେ ୫୮ ରନ୍ ସ୍କୋର କରିଥିଲେ । ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲିଆ ଆରମ୍ଭରୁ ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା । ତେବେ ମ୍ୟାଚ୍ ହାରିବା ପରେ ଡ୍ରେସିଂ ରୁମକୁ ଯାଇ ପୂରା ଟିମ୍ ସହ କଣ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତୁ ଦେଖିବା ଭିଡିଓ

Netharland Ratha Yatra: ନେଦରଲାଣ୍ଡରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଥଯାତ୍ରା
Play icon03:41
Adapa Bije: ଆଜି ଆଡ଼ପ ବିଜେ କରିବେ ଶ୍ରୀଜୀଉ, ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି
Play icon00:35
Ratna Bhandar: ୧୪ ରେ ଖୋଲିବ କି ରତ୍ନ ଭଣ୍ଡାର, କମିଟି ମିଟିଂରେ କଣ ହେଲା ନିଷ୍ପତ୍ତି?
Play icon03:49
Tej Pratap Yadav Video:​ ଶିବଲିଙ୍ଗକୁ କୁଣ୍ଡାଇ ଦୁଗ୍ଧାଭିଷେକ, ତେଜ ପ୍ରତାପଙ୍କ ନିଆର ଭିଡିଓ ଭାଇରାଲ
Play icon01:26
Odisha Weather:  ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆଗାମୀ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା
Play icon02:02
Naveen Patnaik: ମଞ୍ଚରେ ନୁହେଁ ମଞ୍ଚ ତଳୁ ଛିଡା ହୋଇ ପ୍ରଣିପାତ ଜଣାଇଲେ ନବୀନ ପଟ୍ଟନାୟକ
Play icon01:47
Rath Yatra 2024: ଆତୁର ହେଲାଣି ଚକା ଡୋଳିଆ, ରଥ ଟାଣିବାକୁ ଜନସମୁଦ୍ର ପାଲଟିଲା ସିଂହଦ୍ୱାର
Play icon01:14
Jay Jagannath:  ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ବାଲୁକାକଳାରେ ଶୁଭେଚ୍ଛା
Play icon00:45
Road Accident: ତୀର୍ଥଯାତ୍ରୀ ବସ ସହିତ ଟ୍ରକ ଧକ୍କା, ଜଣେ ମୃତ ୧୦ ଜଣ ଗୁରୁତର
Play icon02:11
Weather Report: ବର୍ଷାରେ ଭିଜିବ ରଥଯାତ୍ରା, ଆସନ୍ତାକାଲିରୁ ୯ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
Play icon02:43
Ratna Bhandar: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ଗଣତି ମଣତି ପାଇଁ ୧୬ ଜଣିଆ କମିଟି ଗଠନ
Play icon02:18
Odisha CM: ରଥଯାତ୍ରାରେ ନୂଆ ପରମ୍ପରା ସୃଷ୍ଟି କଲେ ପିପୂଲସ୍ ସିଏମ ମୋହନ ଚରଣ ମାଝୀ
Play icon07:48
Cobra Viral Video: କଫ ସିରପ୍ ବୋତଲକୁ ଓଗାଳିଲା ନାଗ ସାପ, ଦେଖନ୍ତୁ ଭାଇରାଲ ଭିଡିଓ
Play icon00:51
Dharmendra Pradhan: ରାସ୍ତାଘାଟ, ଡ୍ରେନେଜ,ପାନୀୟ ଜଳ ଓ ଷ୍ଟ୍ରିଟ ଲାଇଟ ପାଇଁ ବ୍ଲୁ ପ୍ରିଣ୍ଟ୍ ରେଡି
Play icon02:13
Accident News: ୩୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର, ଦୁର୍ଘଟଣାରେ ଡ୍ରାଇଭର ମୃତ ଦେଖନ୍ତୁ ଏହି ଭିଡିଓ
Play icon02:13
Team India Meet PM : ଟିମ୍ ଇଣ୍ଡିଆକୁ ଭେଟି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Play icon01:42
Sura Routray: ବିଜେପି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ବରିଷ୍ଠ ନେତା ସୁରେଶ ରାଉତରାୟ
Play icon01:30
CM Mohan majhi: ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଖନ୍ତୁ ଏହି ଭିଡିଓ
Play icon01:36
Odisha News: ଅନାହାରରେ ଗୋମାତା,  ଆବଶ୍ୟକୀୟ ଖାଦ୍ୟ ଅଭାବରୁ ୪ ଟି ଗୋରୁଙ୍କର ମୃତ୍ୟୁ, ଦେଖନ୍ତୁ ଏହି ଭିଡିଓ
Play icon01:52
Rahul Gandhi: ମାଷ୍ଟରକ୍ୟାଣ୍ଟିନରେ ଉତ୍ତେଜନା, ରାହୁଲଙ୍କ ପୋଷ୍ଟର ଉପରକୁ ପଥର ଗୋବର ମାଡ
Play icon00:37
Ratha Yatra 2024:  ରଥଯାତ୍ରା ପାଇଁ ୨ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Play icon09:04
Crocodile Video: ସହର ଭ୍ରମଣରେ ବିଶାଳ କୁମ୍ଭୀର, ମହାରାଷ୍ଟ୍ରରୁ ଆସିଲା ଭିଡିଓ
Play icon01:15
Weather Report: ପାଣିପାଗ ବିଭାଗର ସତର୍କ ସୂଚନା, ୬ ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା
Play icon02:00
Lonavala Water Fall: ଡ୍ୟାମରେ ଭାସିଗଲେ ପୂରା ପରିବାର, ଭିଡିଓ ଦେଖିଲେ ଥରିଉଠିବେ ଆପଣ
Play icon00:51
Mohan Charan Majhi: ପାଖରେ ବସାଇ ରାଜ୍ୟବାସୀଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
Play icon01:55
Bhubaneswar: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବ
Play icon00:22
Actress Lipi Dance: ସ୍ୱୟଂଙ୍କ ସହ ଲିପିଙ୍କ ଜବରଦସ୍ତ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ
Play icon01:06
Weather Report: ଆଜି ବି ପ୍ରବଳ ବର୍ଷିବ,  ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Play icon01:08
Ratna Bhandar: ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ, ବିଜେପିର ସମ୍ବର୍ଦ୍ଧନା ସଭାରେ କହିଲେ ମୁଖ୍ୟମନ୍ତ୍ରୀ
Play icon01:12
T20 Sand Art: T20 ବିଶ୍ୱକପ ଫାଇନାଲରେ ଭାରତର ବିଜୟ, ବାଲୁକାକଳା ରେ ଶୁଭେଚ୍ଛା
Play icon03:13