Advertisement
Videos Details/odisha/zeeodisha2116903
Video ThumbnailPlay icon

Rashmika Mandanna:ମୃତ୍ୟୁମୁଖରୁ ବଞ୍ଚିଲେ ସାଉଥ ଅଭିନେତ୍ରୀ ରଶ୍ମିକା ଓ ଶ୍ରଦ୍ଧା, ଫଟୋ ସେୟାର କଲେ ଅଭିନେତ୍ରୀ

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରଶ୍ମିକା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ଦେଖି ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ମନ୍ଦାନା ସୁରକ୍ଷିତ ଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାନୁସାରେ ଅଭିନେତ୍ରୀ ବସି ଯାତ୍ରା କରୁଥିବା ବିମାନ ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। କିନ୍ତୁ ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନକୁ ମୁମ୍ବାଇରେ ଜରୁରୀ ଅବତରଣ କରା ଯାଇଥିଲା। ସୌଭାଗ୍ୟବଶତଃ ବିମାନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କେହି ଆହତ ହୋଇନାହାଁନ୍ତି। ଏକ ଫଟୋକୁ ସେୟାର କରି ରଶ୍ମିକା ଲେଖିଛନ୍ତି, ‘କେବଳ ଏକ ସୂଚନା ଯେ ଏଭଳି ଭାବେ ଆମେ ମୃତ୍ୟୁମୁଖରୁ ରକ୍ଷା ପାଇଛୁ ..।.’ ଅଭିନେତ୍ରୀ ଶ୍ରଦ୍ଧା ମଧ୍ୟ ରଶ୍ମିକାଙ୍କ ସହ ଫଟୋରେ ନଜର ଆସିଛନ୍ତି।
Weather Report: ରାଜ୍ୟବ୍ୟାପୀ କାଳବୈଶାଖୀ ବର୍ଷା, ୯ ଜିଲ୍ଲାକୁ ଅଧିକ ସତର୍କ ରହିବାକୁ ପରାମର୍ଶ ଜାରି...
Play icon04:44
Elina Samantaray Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଏହି ଭିଡିଓ...
Play icon01:13
Weather Report: ରାଜ୍ୟରେ କାଳବୈଶାଖୀ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି...
Play icon03:45
Video: ଦିନେ ଯାତ୍ରା ଜଗତରେ ଥିଲେ ଚର୍ଚ୍ଚାରେ, ଏବେ ଅଭିନେତାଙ୍କ ଭିଡିଓ ଭାଇରାଲ୍
Play icon01:29
Video: ବ୍ରହ୍ମଗିରି ପୋଖରୀରୁ ମିଳିଲା ଅଚିହ୍ନା ଗଳିତ ଶବ, ଦେଖନ୍ତୁ ଏହି ଭିଡିଓ...
Play icon01:04
Emotional Video: ଉତ୍ତମ ମହାନ୍ତିଙ୍କ ଜନ୍ମଦିନରେ ଏପରି ଭିଡିଓ ଛାଡ଼ିଲେ ଅଭିନେତା ବାବୁଶାନ୍ ମହାନ୍ତି...
Play icon00:32
Viral Video: ଭାଇରାଲ୍ ହେଲା ଅଭିନେତ୍ରୀ ଲିପିଙ୍କ ନୂଆ ଭିଡିଓ , ଦେଖନ୍ତୁ
Play icon00:30
Viral Video: ଅଭିନେତ୍ରୀ ରିୟାଙ୍କ ସହ ଠୁମକା ଲଗାଇଲେ ନମ୍ରତା ଥାପ୍ପା, ଦେଖନ୍ତୁ ଏହି ଭିଡିଓ
Play icon01:16
Viral Video: ନୂଆ ଲୁକ୍ ରେ ନଜର ଆସିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା, ଦେଖନ୍ତୁ ଭିଡି଼ଓ
Play icon00:59
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:32
Weather Report: ରାଜ୍ୟରେ କାଳବୈଶାଖୀ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି...
Play icon05:08
Video: ହଟ୍ ଲୁକରେ ନଜର ଆସିଲେ ସୁଚରିତା ସ୍ୱାଇଁ, ଭିଡିଓ ଭାଇରାଲ୍
Play icon00:39
Video: ଏମିତିକା ଆଖୁ ପେଡା ମେସିନ୍ ଜୀବନରେ ଦେଖିନଥିବେ, ଦେଖନ୍ତୁ ଭିଡିଓ
Play icon00:23
Weather Report: ରାଜ୍ୟରେ ବର୍ଷା-ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି...
Play icon04:25
Video: ପହଲଗାମ ପରେ ସୋନମାର୍ଗରୁ ଭାଇରାଲ୍ ହେଲା ଏହି ଭିଡିଓ
Play icon00:40
Shocking Video: ମାଛ ଧରିବାକୁ ଯାଇ ପାତାଳୀ ନଦୀରେ ବୁଡ଼ି ବଳରାମଙ୍କ ମୃତ୍ୟୁ, ଦେଖନ୍ତୁ ଏହି ଭିଡିଓ...
Play icon01:11
Varsha Priyadarshini Video: ଡହ ଡହ ଖରାବେଳେ ଶୂନଶାନ ସ୍ଥାନରେ ଅଭିନେତ୍ରୀ ବର୍ଷା, ଭିଡିଓ ଭାଇରାଲ୍...
Play icon01:42
Video: ଯାତ୍ରା ଛାଡିବା ପରେ ପୀୟୂଷଙ୍କ ଇଏ କି ହାଲତ ? ଭିଡିଓ ହେଲା ଭାଇରାଲ୍
Play icon00:57
Viral Video: ଠିଆ ହୋଇ ଦାନ୍ତ ସାହାଯ୍ୟରେ ଚଳନ୍ତା ଫ୍ୟାନକୁ ଅଟକାଇଲେ ଦେଲେ ମହିଳା, ଭିଡିଓ କରିଦେବ ଚକିତ
Play icon00:19
Nainaa Dash Video: ଭାଇରାଲ ହେଉଛି ଓଡ଼ିଆ ଅଭିନେତ୍ରୀ ନୈନା ଦାସଙ୍କ ଭିଡିଓ...
Play icon00:49
Shocking Video: ରାମଲୀଳା ଚାଲୁଥିବା ସମୟରେ ନଡିଆ ଗଛରୁ ପଡି଼ ଚାଲିଗଲା ମହିଳାଙ୍କ ଜୀବନ, ଦେଖନ୍ତୁ ଏହି ଭିଡିଓ...
Play icon03:03
Weather Report: ରାଜ୍ୟରେ କାଳବୈଶାଖୀ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି...
Play icon05:40
Arundhati devika Video: ଭାଇରାଲ ହେଉଛି ଓଡ଼ିଆ ଅଭିନେତ୍ରୀ ଅରୁନ୍ଧତୀ ଦେବିକାଙ୍କ ଏହି ଭିଡିଓ...
Play icon00:46
Viral Video: ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ପରେ କାର୍ ଭିତରୁ ଭାଇରାଲ୍ ହେଲା ମାମାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon01:00
Viral Video: ସୋରିଷ କ୍ଷେତରୁ ଭାଇରାଲ୍ ହେଲ ଅଭିନେତ୍ରୀ ସ୍ମରଣିକାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon01:00
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:32
Weather Report: ୨୮ ତାରିଖ ଯାଏ ଗ୍ରୀଷ୍ମଲହରୀରୁ ନାହିଁ ଆଶ୍ବସ୍ତି, ସମ୍ବଲପୁର ଓ ବଲାଙ୍ଗୀରରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Play icon04:44
Viral Video: ଦିଦି ନମ୍ବର ଓ୍ବାନ୍ ସେଟ୍ ରେ ଜଲଓ୍ବା ଦେଖାଇଲେ ଅଭିନେତ୍ରୀ ଲିପି, ଦେଖନ୍ତୁ ଭିଡିଓ
Play icon01:00
Viral Video : ରୁମ୍ ଭିତରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ କାବେରୀ ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:56
Viral Video: କଣ୍ଠଶିଳ୍ପୀ ଅନ୍ତରାଙ୍କ ସହ ଏମିତି କିଛି କଲେ ଅଭିନେତା ସ୍ବରାଜ୍,ଭାଇରାଲ୍ ହେଲା ଭିଡିଓ
Play icon01:19
Advertisement
;