Amazing video: ଟ୍ୱିଟରରେ ସେୟାର କରାଯାଇଥିବା ଏହି ଭିଡିଓରେ ଲୋକମାନେ ଝିଅ ଓ କୁକୁରକୁ ଏକାଠି ଦଉଡିରେ ଡେଉଁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଉଭୟ କୁକୁର ଓ କୁନି ଝିଅଟି ଏକାସାଙ୍ଗରେ ସ୍କିପିଂ କରୁଥିବା ଦେଖିବାକୁ ମିଳୁଛି । ଲୋକମାନେ ଏହି ଭିଡିଓଟିକୁ ବହୁତ ପସନ୍ଦ କରୁଛନ୍ତି । ଦେଖନ୍ତୁ ଏହି ଭଡ଼ିଓ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.