Advertisement
Videos Details/odisha/zeeodisha2096072
Video ThumbnailPlay icon

Srimandira: ରାତି ସାରା ଶ୍ରୀମନ୍ଦିରର ଭୋଗମଣ୍ଡପ ଘରେ ବନ୍ଦ ରହିଲା ମହାପ୍ରସାଦ

ରାତି ସାରା ଶ୍ରୀମନ୍ଦିରର ଭୋଗମଣ୍ଡପ ଘରେ ବନ୍ଦ ରହିଲା ମହାପ୍ରସାଦ। ସନ୍ଧ୍ୟା ଆରତୀ ଓ ଦ୍ବିତୀୟ ଭୋଗମଣ୍ଡପକୁ ନେଇବିବାଦ ଉଠିଲା। ବଡମାହାସାନ୍ନ ରାତି ୮ଟା୧୦ରେ ଶେଷ ହୋଇଥିଲେ ମଧ୍ୟ ରାତି ୧୧ଟା୩୫ରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେଲା । ଏତେ ରାତିରେ ମହାପ୍ରସାଦ ନେଇ କଣ କରିବୁ କହି ସୁଆର ମହାସୁଆର ଚାଲିଯାଇଥିଲେ। ସେପଟେ ପ୍ରସାଦ ବିକ୍ରି ହୋଇନପାରିବାରୁ ୧୨ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରିଛନ୍ତି। ସକାଳୁ ଅତିରିକ୍ତ ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ଯାଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରି ତାଲିକା ପ୍ରସ୍ତୁତ କରିଛନ୍ତି। ଅନ୍ଯପଟେ ଅକ୍ଷତ ଚାଉଳରେ ଉଷୁନା ଚାଉଳ ମିଶିଛି। ଏହା ମହାପ୍ରଭୁଙ୍କ ପ୍ରସାଦରେ ବ୍ଯବହାର ଉଚିତ ନୁହେଁ। ଏହା ବନ୍ଦ ନହେଲେ ଆଗାମୀ ଦିନରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଚାଉଳ ମାନ ନିର୍ଦ୍ଧାରଣ କମିଟି ସଦସ୍ଯ। ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଡ୍ରେନରେ ଗଳିପଡିଲା କୁନି ଝିଅ, ନଦେଖିଲା ପରି ଚାଲିଗଲେ ଯୁବକ, ବଞ୍ଚାଇଲେ ଦେବଦୂତ !
Play icon00:34
ବାଙ୍ଗଲୋରରେ ଅଟୋରେ ବୁଲୁଛନ୍ତି କଣ୍ଠଶିଳ୍ପୀ ସ୍ୱୟମଙ୍କ ସହ ଅନ୍ତରା, ଭିଡିଓ ଭାଇରାଲ୍
Play icon00:40
Viral Video: ଭାଇରାଲ୍ ହେବାର ନିଶା! କୋବ୍ରା ସାପକୁ ପାଟିରେ ପୂରାଉ ଥିଲେ ବ୍ୟକ୍ତି, ଚୋଟ ମାରି ଦେବାରୁ ଚାଲିଗଲା ପ୍ରାଣ
Play icon00:48
Video: ଅଭିନେତ୍ରୀ ପିହୁ ମହାପାତ୍ରଙ୍କ ନିଆରା ବେଶ, ଭିଡିଓ ଭାଇରାଲ୍
Play icon00:35
Gujarat Flood: ପ୍ରବଳ ଜଳ ପ୍ରବାହ ଯୋଗୁଁ ନିଜ କାର ସହିତ ନଦୀକୁ ଭାସିଗଲେ ସ୍ୱାମୀ-ସ୍ତ୍ରୀ, ଆଉ ତା' ପରେ..., ଦେଖନ୍ତୁ ଏହି ଭିଡିଓ
Play icon00:52
Video: ଯାତ୍ରା ଛାଡିଲେ କି ଅଭିନେତା ପିୟୁଷ ? କରୁଛନ୍ତି ଏହି କାମ
Play icon00:50
Odisha Weather: ଗଭୀର ଅବପାତର ରୂପ ନେବ ଲଘୁଚାପ, ୧୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ
Play icon04:18
Film Karma Video: କେତେ କଷ୍ଟ ଥିଲା ଚିରିଂ ଚିରିଂ ଗୀତର ସୁଟିଂ, ଭିଡିଓ ସେୟାର କଲେ ଅନୁଭବ
Play icon00:58
Video: ଓଡ଼ିଆ ସିନେମା ଅଭିନେତ୍ରୀ ଅନୁଭାଙ୍କ ଭିଡିଓ ଭାଇରାଲ୍
Play icon00:42
Manmay Dey Video: ଅସୀମାଙ୍କ ସହ ମନ୍ମୟ ଦେ ଙ୍କ ରୋମାନ୍ସ, ମଣ୍ଟୁ ଛୁରିଆ ସେୟାର କଲେ ଗୀତ
Play icon00:57
Sambalpur Crime: ସମ୍ବଲପୁରରେ ଚାଞ୍ଚଲ୍ୟ! ଯୁବତୀକୁ ଭିଡି ଭିଡି ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ ଉଦ୍ୟମ...
Play icon00:52
Mangal Alati: ପତିତପାବନଙ୍କ ମଙ୍ଗଳାଳତି ଓ ମହାପ୍ରଭୁଙ୍କ ଦ୍ୱାରଫିଟାର କରନ୍ତୁ ଦର୍ଶନ
Play icon03:32
Video: ବିଲ ହିଡରେ ଏମିତି କାମ କଲେ ଯୁବକ, ଭିଡିଓ ହେଲା ଭାଇରାଲ୍
Play icon01:30
କ୍ରିକେଟର ଇରଫାନଙ୍କୁ ଡାଏଲଗ ଶିଖାଇଲେ ଓଡ଼ିଆ ହିରୋ ସବ୍ୟସାଚ୍ଚୀ
Play icon01:12
Viral Video: ରୁଟି ଉପରେ ଛେପ ପକାଇ ତିଆରି କରି ବିକ୍ରି କରୁଥିଲେ ଯୁବକ, ପୋଲିସ୍ କଲା ଗିରଫ୍
Play icon00:45
Loco Pilot: ବନ୍ଦେ ଭାରତ ଟ୍ରେନ ଚଲାଇବାକୁ ୨ ଲୋକୋ ପାଇଲଟଙ୍କ ମଧ୍ୟରେ ହାତାହାତି
Play icon01:50
Reels Video Viral: ପାଖରେ ପଡ଼ିଛି ମରଶରୀର, ଫିଲ୍ମ ଗୀତରେ ରିଲ୍ସ କରିବାରେ ମାତିଛନ୍ତି ପରିବାର
Play icon00:42
Video: ଗଣେଶ ପୂଜାରେ ଭାଇରାଲ୍ ହେଲା ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀଙ୍କ ନୂଆ ଭିଡିଓ
Play icon00:56
Subhadra Scheme: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ, ଆପଣ ଜାଣିବା ଜରୁରୀ...
Play icon01:21
Unknown Container: କେନ୍ଦ୍ରାପଡ଼ା ପରେ ଏବେ ପୁରୀ ସମୁଦ୍ର, ଆସିକି ଲାଗିଲା ଅଜଣା କଣ୍ଟେନର
Play icon01:44
Weather Report: ସତର୍କ କରାଇଲା ପାଣିପାଗ ବିଭାଗ, ୧୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା
Play icon04:50
Video: ବରଗଛ ମୂଳେ କ'ଣ କରୁଛନ୍ତି ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ, ଦେଖନ୍ତୁ
Play icon00:33
Varsha Priyadarshini: ଯାଉ ଯାଉ ରାସ୍ତା କଡ଼ରେ ଅଟକିଗଲେ ଅଭିନେତ୍ରୀ ବର୍ଷା, ଭିଡିଓ ଭାଇରାଲ
Play icon01:18
Video: ତାଳ ଗଛରେ ବନ୍ଧା ହେଲେ ଓଲିଉଡ ଅଭିନେତା ସ୍ୱରାଜ
Play icon01:57
Pune Viral Video: ଖାଇବାକୁ ନ ମିଳିବାରୁ ରାଗିଗଲେ ଡ୍ରାଇଭର, ହୋଟେଲ ଭିତରେ ପୂରାଇ ଦେଲେ ଟ୍ରକ୍, ଭିଡିଓ ଭାଇରାଲ୍
Play icon01:00
Ganesh Puja 2024: ଉଗାଣ୍ଡାରେ ଏପରି ଧୁମଧାମରେ ମନାଯାଉଛି ଗଣେଶ ପୂଜା, ଦେଖନ୍ତୁ ଏହି ମନୋରମ ଭିଡିଓ
Play icon01:02
Video: ଏମିତି ଚାଲିଛି ସୁଭଦ୍ରା ଯୋଜନା, ଭାଇରାଲ୍ ହେଲା ଭିଡିଓ
Play icon01:04
Whiskey Ice-cream: ଆଇସକ୍ରିମ ଖାଇବା ବେଳକୁ ଚଢୁଥିଲା Whiskey ନିଶା, Video ଭାଇରାଲ
Play icon01:03
Apasara Rani Dance: ଓଲିଉଡର ଅଭିନେତ୍ରୀଙ୍କୁ ପଛରେ ପକାଇଦେବ ଅପସରା ରାନୀଙ୍କ ଏହି ଭିଡିଓ
Play icon01:02
Manoj Mishra: ପ୍ରଯୋଜକ ଟୁଟୁ ନାୟକଙ୍କ ଉପରେ ବର୍ଷିଲେ ଅଭିନେତା ମନୋଜ ମିଶ୍ର, ଶୁଣନ୍ତୁ କଣ କହୁଛନ୍ତି ମନୋଜ
Play icon02:50