Advertisement
Videos Details/odisha/zeeodisha2003452
Video ThumbnailPlay icon

Temple Mahadipa: ପବିତ୍ର ଉତ୍ପନ୍ନା ଏକାଦଶୀରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରକୁ ଉଠିଲା ମହାଦୀପ

ପବିତ୍ର ଉତ୍ପନ୍ନା ଏକାଦଶୀରେ ଶ୍ରୀମନ୍ଦିରକୁ ଉଠିଲା ମହାଦୀପ। ସଂନ୍ଧ୍ଯା ଧୂପ ପରେ ଚୁନରା ସେବକ ମାନେ ଅତି ନିଷ୍ଠାର ସହ ସମାପନ କରିଛନ୍ତି। ଜଗତକଲ୍ଯାଣ ଉଦ୍ଦେଶ୍ୟରେ ଏହି ନିତି କରାଯାଇଥାଏ। ଏକାଧିକ ଚୁନରା ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ଅଁଳାବେଢାକୁ ମହାଦୀପ ଉଠାଯାଇଥାଏ। ଆଉ ଏହାର ବିରଳ ଦୃଶ୍ୟ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ଲାଭ କରିଥାନ୍ତି। ଖାଲି ଶ୍ରୀମନ୍ଦିର ପରିସରରେ ରହିଥିବା କେବଳ ଭକ୍ତ ମାନେ ନୁହଁନ୍ତି ଶ୍ରୀମନ୍ଦିର ଠାରୁ ଦଶକିଲୋମିଟର ବ୍ଯାପି ଗ୍ରାମର ଲୋକମାନେ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଥାନ୍ତି।

Video: ଶାଢୀ ପିନ୍ଧି ଗାଁ ଦାଣ୍ଡରେ ଏମିତି ନାଚିଲା କୁନି ଝିଅ, ଏକାଥରେ ଭାଇରାଲ୍
Play icon00:57
VIDEO: ଟୋପି ପିନ୍ଧିବା ପାଇଁ ନବଦୀପ ସିଂଙ୍କ ଆଗରେ ବସି ପଡିଲେ ପିଏମ ମୋଦି, ଆପଣଙ୍କ ହୃଦୟ ଜିତିନେବ ଏହି ଭିଡିଓ
Play icon01:19
Weather Report: ଆସନ୍ତା ୩ ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ଜାଣନ୍ତୁ ପାଣିପାଗ ଖବର
Play icon03:17
Video: ପଶୁଙ୍କର ବି ମମତା ଅଛି, ଏହି ଭିଡିଓ ଦେଲା ପ୍ରମାଣ
Play icon00:30
Video: ରେଳ ଷ୍ଟେସନରେ ଏକାଧିକ ଦେଶର ପ୍ରଧାନମନ୍ତ୍ରୀ ! ଚେନରେ ବନ୍ଧା ହେଇଛି ହାତ, ଦେଖନ୍ତୁ ଭିଡିଓ
Play icon00:37
Bhubaneswar Corporator Video: ଗଣେଶ ପୂଜା ଭସାଣିରେ ବନ୍ଧୁକ ଧରି ନାଚିଲେ ଭୁବନେଶ୍ୱର କର୍ପୋରେଟର, ଭିଡିଓ ଭାଇରାଲ୍
Play icon00:28
Video: ବାଇକର ଜନ୍ମଦିନ ପାଳିଲେ ବ୍ୟକ୍ତି, ଭାଇରାଲ ହେଲା ଭିଡିଓ
Play icon00:30
Lipi Mohapatra Video: ଲିପି ମହାପାତ୍ର ସାଗରେ ତରଙ୍ଗ ପରି ଅଥୟ ଅଧିର ଗୀତରେ ଭିଡିଓ କରି ମନ କିଣିଲେ ଅଭିନେତ୍ରୀ ଲିପି ମହାପାତ୍ର, ଦେଖନ୍ତୁ ଏହି ଭିଡିଓ...
Play icon01:02
CRP Workers Protest in Bhubaneswar: ଓଡ଼ିଶା ରାଜ୍ୟ ଗୋଷ୍ଠୀ ସହାୟିକା ସଙ୍ଘର ବିଧାନସଭା ସମ୍ମୁଖରେ ଆନ୍ଦୋଳନ, ଦେଖନ୍ତୁ ଏହି ଭିଡିଓ
Play icon01:05
କର୍ମ ସିନେମା ବଡ଼ ପରଦାକୁ ଆସିବା ପୂର୍ବରୁ ଏହି ଗୀତରେ ମନ୍ମୟ ଦେ ଙ୍କ ଭିଡିଓ ହେଲା ଭାଇରାଲ
Play icon00:22
Video: ଯାତ୍ରା ମଞ୍ଚରେ ଖଳନାୟକଙ୍କୁ ସତସତିକା ମାଡ, ଭିଡିଓ ଭାଇରାଲ୍
Play icon02:22
Adani group: ଗୋପାଳପୁର ବନ୍ଦର କିଣିବ ଆଦାନୀ, ପ୍ରସ୍ତାବକୁ ଅନୁମୋଦନ କଲେ ଓଡ଼ିଶା ସରକାର, ଦେଖନ୍ତୁ ଏହି ଭିଡିଓ
Play icon03:21
Lipsa Mishra: କିଭଳି ସ୍ବାମୀ ଆକାଶଙ୍କ ସହ ମସ୍ତି କରୁଛନ୍ତି ଅଭିନେତ୍ରୀ ଲିପ୍ସା, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon01:30
Malaika Arora: ଦୁଃଖଦ ସମୟରେ ମଲାଇକାଙ୍କ ନିକଟରେ ପହଞ୍ଚିଲେ ସହ କଳାକାର, ଦେଖନ୍ତୁ ଭିଡିଓ
Play icon01:17
Nisha Moharana: ପୁଣି ଥରେ ଭାଇରାଲ ହେଲା ନିଶା ମହାରଣାଙ୍କ ଯାତ୍ରା ପେଣ୍ଡାଲର ଦୃଶ୍ୟ, ଦେଖନ୍ତୁ ଭିଡିଓ
Play icon01:04
Singer Asima Panda Video: କାହା ପାଇଁ ସଜ ହେଉଛନ୍ତି କଣ୍ଠଶିଳ୍ପୀ ଅସୀମା ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ
Play icon01:27
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:02
Video: ଗାଁ ଡ୍ରାମାରେ ଯୁବକଙ୍କ କମାଲ୍ ଡାଏଲଗ ହେଉଛି ଭାଇରାଲ୍
Play icon00:51
Dance Video: ବିଦ୍ୟା ବାଲାନଙ୍କ ଉଲାଲା ଉଲାଲା ଗୀତରେ ଧୁମ୍ ମଚାଇଲେ ବିଦେଶୀ ଛାତ୍ରଛାତ୍ରୀ, ଦେଖନ୍ତୁ ଏହି ଭାଇରାଲ ଭିଡିଓ
Play icon00:58
Video: ରାସ୍ତାରେ ଦେଖାଦେଲେ ପ୍ରଭୁ ଜଗନ୍ନାଥ, ଅନୁଭୂତି ବଖାଣିଲେ ଅଭିନେତା ପୁପିନ୍ଦର
Play icon00:51
Video: କୁମ୍ଭୀରକୁ ଆକ୍ରମଣ କଲେ କୁକୁର, ଆଉ ତାପରେ...
Play icon00:54
Weather Report: ୫ଦିନ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଜାରି ରହିବ
Play icon02:40
Viral Video: ଝିଅର ମୁଣ୍ଡରେ ସିସିଟିଭି କ୍ୟାମେରା ଲଗାଇଲା ବାପା; ମଜାକ ନୁହେଁ ଦେଖନ୍ତୁ ଏହି ଭିଡିଓ
Play icon00:35
Odisha News: ୫ ବର୍ଷ ଭିତରେ ୨୦୦ ଗୋଶାଳା କରିବ ବିଜେପି ସରକାର, ଦେଖନ୍ତୁ ଏହି ଭିଡିଓ
Play icon02:42
Video: ବିଦେଶରୁ ଭାଇରାଲ୍ ହେଉଛି ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଭିଡିଓ
Play icon00:55
Radhastami 2024: ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମାଙ୍କ ନଗର ପରିକ୍ରମା, ଦେଖନ୍ତୁ ଏହି ଭିଡିଓ
Play icon03:44
Video: ଅଭିନେତ୍ରୀ ଚିକି ଏବଂ ବିଶ୍ୱରୂପାଙ୍କ ଏହି ଭିଡିଓ ହେଉଛି ଭାଇରାଲ୍
Play icon00:26
Viral Video: ଛାତରୁ ଡେଇଁ ଜୀବନ ହାରିଲେ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା, ଦେଖନ୍ତୁ ଏହି ଭାଇରାଲ ଭିଡିଓ...
Play icon02:28
Odisha News: ଓଡ଼ିଶା ବିଜେପି ସରକାର ବିରୁଦ୍ଧରେ ଆସନ୍ତା ୧୩ରେ ବିକ୍ଷୋଭ ପ୍ରଦର୍ଶନ କରିବ ଆମ ଆଦମୀ ପାର୍ଟି, ଦେଖନ୍ତୁ ଏହି ଭିଡିଓ
Play icon03:54
Rani Panda: ପୁଣି ଥରେ କାହା ପାଇଁ ଏହି ଭିଡିଓ ଜାରି କଲେ ରାଣୀ ପଣ୍ତା? ଦେଖନ୍ତୁ
Play icon01:01