Vigilance Raid: ଭିଜିଲାନ୍ସ ଜାଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( CHSE) ର ରେକର୍ଡ ଯୋଗାଣ ଅଧିକାରୀ ପୂରେନ୍ଦ୍ର କୁମାର ସେଠୀ। ଏକକାଳୀନ ଭାବେ ତିନୋଟି ସ୍ଥାନ ଭୂବନେଶ୍ୱର ସମେତ ଜଗତସିଂହପୁର ରେ ଥିବା ନିଜ ପୈତୃକ ଘର ଉପରେ ଚଢାଉ। ଭୂବନେଶ୍ୱର ର କାନନ ବିହାର, ପଟିଆ ଚନ୍ଦ୍ରଶେଖର ପୁର ର ଚାରି ମହଲା କୋଠା ସମେତ ଜଗତସିଂହପୁର ଜିଲ୍ଲା ଅନନ୍ତ ପୁର ଥାନା ଅଧିନ କେଉପଡା ଗ୍ରାମ ରେ ଥିବା ନିଜ ପୈତୃକ ଘର ଉପରେ ଚଢାଉ କରିଛି ଭିଜିଲାନ୍ସ ଟିମ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.