Lipi Mohapatra: ଏକ ନୂଆ ଭିଡିଓ ନୂଆ ଅନ୍ଦାଜରେ ନଜର ଆସିଲେ ଓଲିଉଡ ଅଭିନେତ୍ରୀ ଲିପି ମହାପାତ୍ର । ଦିଦି ନମ୍ୱର ୱାନର ନମ୍ବରୱାନ ହୋଷ୍ଟ ଲିପି ମହାପାତ୍ରଙ୍କୁ କିଏ ନଜାଣେ। ଘରେ ଘରେ ପରିଚିତ ଏହି ଅଭିନେତ୍ରୀ। ତେବେ ସର୍ବଦା ନିଜର ୟୁନିକ୍ ଲୁକ୍ ସହ ୟୁନିକ କଣ୍ଟେଣ୍ଟକୁ ନେଇ ବେଶ୍ ଚର୍ଚ୍ଚାରେ ଥାଆନ୍ତି ଏହି ଅଭିନେତ୍ରୀ। ଅନ୍ୟପଟେ କିଛି ଘଣ୍ଟା ପୂର୍ବରୁ ଏକ ସୁନ୍ଦର ଭିଡିଓ ସେ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଛନ୍ତି। ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ଭଲ ରିଆକ୍ସନ ଦେଇଛନ୍ତି। ଦେଖନ୍ତୁ ସେହି ଭିଡିଓ...
Lipi Mohapatra Video: କାହାସହ ଭାଇରାଲ ହେଲା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଭିଡିଓ । ଚୁଲୁବୁଲି ଅଭିନେତ୍ରୀ ଲିପି ନିଜର ବ୍ୟକ୍ତିଗତ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକଙ୍କ ସହ ଭାଇରାଲ ହୋଇଛି ଲିପିଙ୍କ ଏହି ଭିଡିଓ। ଦେଖନ୍ତୁ ସେହି ଭାଇରାଲ ଭିଡିଓ... Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Lipi Mohapatra Video: ପ୍ରିସେନ୍ସ ଲୁକ୍ ରେ ଭାଇରାଲ ହେଉଛି ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଏହି ଭିଡିଓ । ଅଭିନେତ୍ରୀ ଲିପି ମହାପାତ୍ର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛନ୍ତି। ପ୍ରତିଦିନ ନିଜର ସୁନ୍ଦର ସୁନ୍ଦର ଭିଡିଓ ସେୟାର କରିଥାନ୍ତି ଅଭିନେତ୍ରୀ । ଆଉ ଆଜିର ଏହି ଭିଡିଓରେ ଏକ ସୁନ୍ଦର ପ୍ରିସେନ୍ସ ଲୁକ୍ ସେ ନେଇଛନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଭଲ ରେସପନ୍ସ ଦେଇଛନ୍ତି। Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Lipi Mohapatra Video: ଷ୍ଟେଜ ଉପରୁ ଭାଇରାଲ ହେଲା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଏହି ଭିଡିଓ । ଅଭିନେତ୍ରୀ ଲିପି ମହାପାତ୍ରଙ୍କୁ ସବୁବେଳେ ଏକ୍ସପ୍ରେସନ କୁଇନ୍ ବୋଲି କୁହାଯାଇଛି। ନିଜର ନଟଖଟି ଅନ୍ଦାଜରେ ସବୁବେଳେ ସମସ୍ତଙ୍କ ମନ କିଣନ୍ତି ଅଭିନେତ୍ରୀ। ନୂଆ ନୂଆ ଲୁକ୍ ରେ ନିଜର ଭିଡିଓ ବେଶ୍ ସେୟାର କରିଥାନ୍ତି ଅଭିନେତ୍ରୀ। Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Lipi Mohapatra Video: ରାସ୍ତାକଡରୁ ଭାଇରାଲ ହେଲା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଏହି ଭିଡିଓ । ଅଭିନେତ୍ରୀ ଲିପି ମହାପାତ୍ର ସର୍ବଦା ନିଜର ବ୍ୟକ୍ତିଗତ ଭିଡିଓ ସେୟାର କରିଥାନ୍ତି। କେତେବେଳେ ଶାଢୀରେ ହେଉ ବା କେତେବେଳେ ଅନ୍ୟ ଡିଫରେଣ୍ଟ ଲୁକ୍ ରେ। ତେବେ ଏହାରି ମଧ୍ୟରେ ଏକ ସୁନ୍ଦର ୟେଲୋ ସାଉଥ ପାର୍ଟନ ଡ୍ରେସରେ ଜବରଦସ୍ତ ଠୁମକା ଲଗାଇଛନ୍ତି ଲିପି । ଯାହାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Lipi Mohapatra Video: କାହାକୁ ଭଲ ପାଇ ବସିଲେ ଅଭିନେତ୍ରୀ ଲିପି...ଭିଡିଓ ସେୟାର କରି କହିଲେ...। ଅନେକ ସମୟରେ ଅଭିନେତ୍ରୀ ଲିପି ମହାପାତ୍ର ସୋସିଆଲ ମିଡିଆରେ ନିଜର ଭିଡିଓ ସେୟାର କରିଥାନ୍ତି। କେତେବେଳେ କାର ଭିତରୁ ତ କେତେବେଳେ ଷ୍ଟେଜରୁ । ତେବେ ତାଙ୍କର ପ୍ରତିଟି ଭିଡିଓକୁ ବେଶ୍ ପସନ୍ଦ କରନ୍ତି ତାଙ୍କ ଫ୍ୟାନ୍ସ। ଦେଖନ୍ତୁ ସେହି ଭିଡିଓ-: Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Lipi Mohapatra Video: ଚଳନ୍ତାକାରରୁ ଭାଇରାଲ ହେଲା ଏକ୍ସପ୍ରେସନ କ୍ୱିନ୍ ଲିପି ମହାପାତ୍ରଙ୍କ ଭିଡିଓ। ପ୍ରତିଦିନ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଭିଡିଓ ସେୟାର କରନ୍ତି ଅଭିନେତ୍ରୀ ଲିପି। ଆଉ ତାଙ୍କର ସବୁ ଭିଡିଓକୁ ଖୁବ୍ ପସନ୍ଦ କରନ୍ତି ତାଙ୍କ ଫ୍ୟାନ୍ସ। ତେବେ କିଛି ଘଣ୍ଟା ପୂର୍ବରୁ ସେୟାର ହୋଇଥିବା ଭିଡିଓରେ ସେ କାର୍ ରେ ଥିବା ବେଳେ ଭିଡିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭାଇରାଲ ଭିଡିଓ-:
Actress Lipi Video: ପୁଣିଥରେ ଭାଇରାଲ ହେଲା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଏହି ଭିଡିଓ
Lipi Mohapatra Video: ଷ୍ଟେଜରୁ ଭାଇରାଲ ହେଲା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଏହି ଭିଡିଓ । ଅଭିନେତ୍ରୀ ଲିପି ମହାପାତ୍ର ନିଜର ଆକ୍ଟିଂ ଓ ରିଲ୍ସ ସହ ହୋଷ୍ଟିଂ କୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି। ତେବେ ଅନେକ ସମୟରେ ଲିପି ମହାପାତ୍ର ନିଜର ଭିଡିଓ ସେୟାର କରିଥାନ୍ତି ଯାହାକୁ ବେଶ୍ ପସନ୍ଦ କରିଥାନ୍ତି ତାଙ୍କ ଫ୍ୟାନ୍ସ। ଦେଖନ୍ତୁ ସେହି ଭିଡିଓ...
Lipi Mohapatra: ପୁଣିଥରେ ଷ୍ଟେଜରୁ ଲୁଚିଛପି ଭିଡିଓ ଭାଇରାଲ କଲେ ଅଭିନେତ୍ରୀ ଲିପି ମହାପାତ୍ର...। ଅଭିନେତ୍ରୀ ଲିପି ମହାପାତ୍ର ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତେବେ ବ୍ୟକ୍ତିଗତ ଓ ନିଜ ବୃତ୍ତିଗତ ଜୀବନରେ ଅନେକ ଭିଡିଓ ସେୟାର କରିଛନ୍ତି। ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ସେହି ଭିଡିଓ...
Lipi Mohapatra: ଦିଦି ନମ୍ବର ୱାନ ଷ୍ଟେଜରୁ ଭାଇରାଲ ହେଲା ଏକ୍ସପ୍ରେସନ କୁଇନ୍ ଲିପିଙ୍କ ଏହି ଭିଡିଓ । ଓଲିଉଡର ସବୁଠୁ ଚର୍ଚ୍ଚିତ ଅଭିନେତ୍ରୀ ହେଲେ ଲିପି ମହାପାତ୍ର । ତାଙ୍କୁ ତାଙ୍କ ଫ୍ୟାନ୍ସ ସ୍ନେହରେ ଏକ୍ସପ୍ରେସନ କ୍ୱିନ୍ ମଧ୍ୟ ଡାକନ୍ତି। ତେବେ ଦିଦି ନମ୍ବର ୱାନ୍ ହୋଷ୍ଟ ଥିବା ଲିପି ମହାପାତ୍ର ପ୍ରାୟତଃ ସମୟରେ ନିଜର ରିଲ୍ସ ସେୟାର କରିଥାନ୍ତି । ଆଉ ଆଜି ସେୟାର କରିଥିବା ରିଲ୍ସରେ ଅଭିନେତ୍ରୀ ତୋ ଆଖି ମୋ ଆଇନା ଗୀତରେ ଏକ ସୁନ୍ଦର ରିଲ୍ସ ସେୟାର କରିଛନ୍ତି। ଦେଖନ୍ତୁ ସେହି ଭିଡିଓ...
Lipi Mohapatra: ଦିଦି ନମ୍ବର ୱାନ ଷ୍ଟେଜରୁ ଭାଇରାଲ ହେଲା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଭିଡିଓ। ଅଭିନେତ୍ରୀ ତଥା ଚୁଲୁବୁଲି ନାୟିକା ଲିପି ମହାପାତ୍ର ଏବେ ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ଅନେକ ସୋରେ ଜଜ୍ ହେବା ସହ ଅଭିନେତ୍ରୀ ଲିପି ଦିଦି ନମ୍ବର ୱାନ ଷ୍ଟେଜ୍ ରୁ ଅନେକ ଭିଡିଓ ସେୟାର କରିଥାନ୍ତି। ଆଉ ଏହି ଭିଡିଓରେ ସେ ଏକ ସୁନ୍ଦର ଧଳା ଶାଢୀ ସହ କୁନ୍ଦନ ସେଟ୍ ରେ ନଜର ଆସିଛନ୍ତି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ସେହି ଭିଡିଓ...
Lipi Mohapatra Video: ବଲିଉଡ ଲୁକରେ ଭାଇରାଲ ହେଲା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଭିଡିଓ । ଅନେକ ସମୟରେ ନିଜର ଘରୋଇ ଭିଡିଓ ସହ ଷ୍ଟେଜ୍ ଭିଡିଓ ସେୟାର କରନ୍ତି ଲିପି । ତେବେ ଏକ ରିୟାଲିଟି ସୋରେ ଜଜ୍ ଭାବେ ଅଭିନେତ୍ରୀ ଲିପି ରହିଥିବା ବେଳେ ଏକ ସୁନ୍ଦର ଭିଡିଓ ଟି ସେୟାର କରିଛନ୍ତି। ଏହି ଭିଡ଼ିଓରେ ସେ ଏକ ସୁନ୍ଦର ବଲିଉଡ ଲୁକ୍ ରେ ନିଜର ଭିଡିଓ ସେୟାର କରିଛନ୍ତି । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର। ଦେଖନ୍ତୁ ଭିଡିଓ...
Lipi Mohapatra: ଦମଦାର ଲୁକ୍ ନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସାମିଲ ହେଲେ ଅଭିନେତ୍ରୀ ଲିପି ଯାହାର ଭିଡିଓ ହୋଇଛି ଖୁବ୍ ଭାଇରାଲ। ନୂଆପଡ଼ାରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗ ଦେଇଥିଲେ ଅଭିନେତ୍ରୀ ଲିପି। ଏହି କାର୍ଯ୍ୟକ୍ରମରେ ଏକ ସୁନ୍ଦର ଆଉଟ ଫିଟ୍ ରେ ନଜର ଆସିଥିଲେ ଲିପି। ଆଉ ଅଭିନେତ୍ରୀ ଲିପିଙ୍କୁ ଦେଖିବାକୁ ବେଶ୍ ଲୋକଙ୍କ ଭିଡ଼ ଜମିରହିଥିଲା। ଦେଖନ୍ତୁ ସେହି ଭିଡିଓ...
Lipi Mohapatra: ବଲିଉଡ ଗୀତରେ ଠୁମକା ଲଗାଇଲେ ଅଭିନେତ୍ରୀ ଲିପି ମହାପାତ୍ର...ଭିଡିଓ ଭାଇରାଲ । ଅଭିନେତ୍ରୀ ଲିପି ମହାପାତ୍ରଙ୍କୁ କିଏ ନଜାଣେ। ପୁରୁଣା ଆଲବମରେ ନିଜର ଜଲୱା ଦେଖାଇଥିବା ଲିପି ଅନେକ ଷ୍ଟେଜ ସୋରେ ଜଜ୍ ଭାବେ ନଜର ଆସିଛନ୍ତି। ତେବେ ସବୁଠୁ ବଡ଼ କଥା ହେଲା ଅଭିନେତ୍ରୀ ନିଜ ଲୁକ୍ ଓ ନିଜ ଏକ୍ସପ୍ରେସନ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଷ୍ଟେଜରୁ ପୁଣିଥରେ ଭାଇରାଲ ହୋଇଛି ଅଭିନେତ୍ରୀ ଲିପିଙ୍କ ଏକ ସୁନ୍ଦର ଭିଡିଓ। ଯେଉଁଥିରେ ସେ ଏକ ବଲିଉଡ ଗୀତରେ ନାଚିଛନ୍ତି। ଦେଖନ୍ତୁ ଭିଡିଓ...
Actress Lipi Video: ବ୍ଲୁ ଡ୍ରେସରେ ନୂଆ ଲୁକରେ ଭାଇରାଲ ହେଲା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଭିଡିଓ । କେବଳ ଆଲବମ ନୁହେଁ ଫିଲ୍ମରେ ବି ନିଜର କମାଲ ଦେଖାଇଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର । ଏହାସହ ରିୟାଲିଟି ସୋ ଦିଦି ନମ୍ବର ୱାନରେ ହୋଷ୍ଟ ଥିବା ଲିପି ମହାପାତ୍ର ନିଜ ଭିଡିଓ ସୋସିଆଲ ମିଡିଆ ସେୟାରରେ କରିଥାନ୍ତି। ଏହାରି ମଧ୍ୟରେ ଏକ ବ୍ଲୁ ଡ୍ରେସ ସହ ଭିନ୍ନ ଏକ ଲୁକ୍ ରେ ନଜର ଆସିଛନ୍ତି ଅଭିନେତ୍ରୀ । ଦେଖନ୍ତୁ ସେହି ଭିଡିଓ....
Lipi Mohapatra Video: ବଲିଉଡ ଗୀତରେ ଠୁମକା ଲଗାଇଲେ ଅଭିନେତ୍ରୀ ଲିପି...ଭାଇରାଲ ହେଲା ଭିଡିଓ । ଓଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ଚୁଲବୁଲି ନାୟିକା ହେଲେ ଲିପି। ନିଜ କହିବା ଅନ୍ଦାଜ ହଉ ବା ନିଜର ଠାଣି ରେ ଫ୍ୟାନ୍ସଙ୍କୁ ଖୁବ୍ ଇମ୍ପ୍ରେସ କରିଥାନ୍ତି ଲିପି। ତେବେ ଜୀ ସାର୍ଥକ ର ରଜ କ୍ୱିନ ଗ୍ରାଣ୍ଡ ଫିନାଲେ ଷ୍ଟେଜରୁ ଭାଇରାଲ ହୋଇଛି ଲିପିଙ୍କ ଏହି ଜବରଦସ୍ତ ଡ୍ୟାନ୍ସ। ବଲିଉଡ ଗୀତରେ ଜୋରଦାର ଠୁମକା ଲଗାଇଛନ୍ତି ଅଭିନେତ୍ରୀ ଲିପି । ଆଉ ତାଙ୍କର ଏହି ଡ୍ୟାନ୍ସକୁ ଖୁବ୍ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ।
Lipi Mohapatra Video: ସୁଟିଂସେଟରୁ ଭାଇରାଲ ହେଲା ଚୁଲୁବୁଲି ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଭିଡିଓ । ଖୁବ ଚର୍ଚ୍ଚାରେ ଥାଆନ୍ତି ଓଡ଼ିଆ ଆଲବମ ଓ ଫିଲ୍ମର ଚୁଲୁବୁଲି ନାୟିକା ଲିପି ମହାପାତ୍ର । ଅନେକ ହିଟ୍ ଆଲବମ୍ ଦେଇଛନ୍ତି ସେ। ହେଲେ ଏବେ କେବଳ ରିୟାଲିଟି ସୋର ହୋଷ୍ଟ ସହ ଜଜ ଭୂମିକାରେ ନଜର ଆସୁଛନ୍ତି ଏହି ଅଭିନେତ୍ରୀ। ତେବେ ରଜ କୁଇନ୍ ସେଟ୍ ରୁ ଭାଇରାଲ ହୋଇଛି ଲିପିଙ୍କ ଆଉ ଏକ ଧମାକାଦାର ଭିଡିଓ। ଏଥିରେ ସେ ଏକ ବଲିଉଡ ଗେଟ୍ ଅପରେ ଏକ ସୁନ୍ଦର ଡ୍ୟାନ୍ସ କରିଛନ୍ତି ଯାହାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।
Viral Video: ଓଡି଼ଆ ଅଭିନେତ୍ରୀ ଲିପି ମହାପାତ୍ର। ଏ-କାଧିକ ଓଡ଼ିଆ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳିଛି। ତେବେ, ଏ-ହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଲିପି ଟ୍ରାଡିସନାଲ୍ ଲୁକ୍ ରେ ନଜର ଆସିଛନ୍ତି। ଦେଖନ୍ତୁ...
Lipi Mohapatra Video: ନିଜ ପ୍ରେମ ସମ୍ପର୍କ ବିଷୟରେ ଏମିତି ଢଙ୍ଗରେ ସେୟାର କଲେ ଲିପି, ଭାଇରାଲ ହେଲା ଭିଡିଓ । ଓଡ଼ିଆ ଇଣ୍ଡଷ୍ଟ୍ରିର ସବୁଠାରୁ କ୍ୟୁଟ ଓ ଚୁଲୁବୁଲି ନାୟିକା ହେଉଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର। ଅନେକ ସମୟରେ ଦିଦି ନମ୍ବର ୱାନ ଷ୍ଟେଜ୍ ରୁ ଭାଇରାଲ ହୁଏ ପୋଷ୍ଟ ଓ ଭାଇରାଲ ଭିଡିଓ। ତେବେ କିଛି ଘଣ୍ଟା ପୂର୍ବରୁ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି ଲିପି ମହାପାତ୍ର । ଯେଉଁଥିରେ ସେ ବହୁତ ସୁନ୍ଦର ଦିଶିବା ସହ ଅର୍ଚ୍ଚିତାଙ୍କ ଏକ ଫେମସ ଗୀତରେ ରିଲ୍ସ କରିଛନ୍ତି ଯାହାକୁ ଖୁବ୍ ପ୍ରଂଶସା କରିଛନ୍ତି ତାଙ୍କ ଫ୍ୟାନ୍ସ।
Viral Video: ଓଡି଼ଆ ଅଭିନେତ୍ରୀ ଲିପି ମହାପାତ୍ର। ଆଲବମ୍ ଜଗତର ଜଣାଶୁଣା ଚେହେରା। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଦେଖନ୍ତୁ... ତାହା ପୁଣି ଦିଦି ନମ୍ବର-୧ ସୁଟିଂ ସେଟ୍ ରୁ....
Actress Lipi Video: ମେକଅପ୍ ରୁମରୁ ଭାଇରାଲ ହେଲା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଭିଡିଓ । ଓଡ଼ିଆ ଅଭିନେତ୍ରୀ ଲିପି ମହାପାତ୍ର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଜୀ ସାର୍ଥକ ର ପପୁଲାରିଟି ସୋ ଦିଦି ନମ୍ବର ୱାନ୍ ର ହୋଷ୍ଟ ଭାବେ ବେଶ୍ ଚର୍ଚ୍ଚାରେ ଏବେ ରହିଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର। କେବଳ ଏତିକି ନୁହେଁ ବରଂ ପୂର୍ବରୁ ଓଡିଆର ଆଲବମରେ ନିଜର ପରାକାଷ୍ଠା ଦେଖାଇଛନ୍ତି । ହେଲେ ନିଜର ଅନେକ ବ୍ୟକ୍ତିଗତ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଲିପି। ତେବେ ମେକଅପରୁ ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହୋଇଛି।