Advertisement
Videos Details/odisha/zeeodisha2261555
Video ThumbnailPlay icon

VK Pandian: ପାରାଦୀପରେ ଭିକେ ପାଣ୍ଡିଆନ, ରାଲି ଦେଖିବାକୁ ସମର୍ଥକଙ୍କ ସହ ଜନତାଙ୍କ ଜନସମୁଦ୍ର

ଆସନ୍ତା ୨୫ ତାରିଖରେ ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ୪ର୍ଥ ପର୍ଯ୍ୟାୟ ଜୁନ୍ ୧ତାରିଖକୁ ପାରାଦୀପ ରହିଛି। ଏହି ପରିପ୍ରେକ୍ଷିରେ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମାରାଥନ ପ୍ରଚାର କରିଥିବା ବେଳେ ପାରାଦୀପ ବିଜୁ ମଇଦାନରେ ଆୟୋଜିତ ଜନସଭାରେ ବହୁ ସଂଖ୍ୟାରେ କର୍ମୀ ଏବଂ ଜନସାଧାରଣ ଯୋଗଦେଇଥିଲେ। ପାଣ୍ଡିଆନ ଲୋକଙ୍କୁ ଉଦ୍‌‌ବୋଧନ ଦେଇ ଚଳିତ ନିର୍ବାଚନରେ ବିଜେଡିକୁ ପୁଣି ଥରେ କ୍ଷମତାସୀନ କରିବା ପାଇଁ ଅନୁରୋଧ କରିଥିଲେ। ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଆଗାମୀ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ସର୍ବପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ। ଜୁଲାଇ ମାସରୁ ଲୋକଙ୍କୁ ବିଜୁଳି ବିଲ୍‌‌ ଦେବାକୁ ପଡ଼ିବ ନାହିଁ।
Video: ଅଭିନେତ୍ରୀଙ୍କ ସହ ପାର୍କରେ ନଜର ଆସିଲେ ସାଂସଦ ଅପରାଜିତା, ଜାଣନ୍ତୁ କାହିଁକି
Play icon01:27
Weather Report: ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
Play icon03:56
Actress Jhilik Viral Video: ଭାଇରାଲ ହେଲା ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ଏହି ଭିଡିଓ...
Play icon00:30
Iran-Israel Conflict: ଇସ୍ରାଏଲର ମେଡିକାଲ ସେଣ୍ଟର ଉପରେ ମିଶାଇଲ ମାଡ଼, ଭିଡିଓ ହେଲା ଭାଇରାଲ
Play icon00:44
Ollywood: ସବ୍ୟଙ୍କ 'ଅନନ୍ତା' ସିନେମା ପାଇଁ ଏମିତି ବଛା ହୋଇଥିଲେ କଳାକାର, ଦେଖନ୍ତୁ ଏହି ଭିଡିଓ...
Play icon02:10
BJD MLA Souvic Biswal: କହୁ କହୁ କହିଦେଲେ ବିଧାୟକ ସୌଭିକ ! ପୁଣି ବିଜେଡିରେ କନ୍ଦଳ ପଡ଼ିଲା ପଦାରେ...
Play icon05:16
Education Minister: ହଇଜା ଟେନସନ ମଧ୍ୟରେ କାଲିଠୁ ଖୋଲୁଛି ସ୍କୁଲ, ମଧ୍ୟାହ୍ଣ ଭୋଜନକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା
Play icon02:31
Bhakta Das: 'ଆଗ ରାଜ୍ୟରେ ଦୁଷ୍କର୍ମ ଓ ହଇଜା ବନ୍ଦ କରନ୍ତୁ...ପରେ ମୋଦି ଓଡ଼ିଶା ଗସ୍ତ କରନ୍ତୁ'
Play icon02:01
Weather Report: ରାଜ୍ୟରେ ଲଘୁଚାପ ଜନିତ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି...
Play icon04:25
Actress Nikita Mishra Video: ଭାଇରାଲ ହେଲା ଅଭିନେତ୍ରୀ ଝିଲ୍ଲି ଅର୍ଥାତ୍ ନିକିତା ମିଶ୍ରଙ୍କ ଏହି ଭିଡିଓ...
Play icon00:50
Viral Video: ସମୂଦ୍ରରେ ଗୋଧୋଇବା ବେଳେ ଭାସିଗଲେ ୩ ପର୍ଯ୍ଯଟକ, ଭାଇରାଲ ହେଉଛି ଏହି ଭିଡିଓ...
Play icon04:02
Video: ଶେଷ ରାତିରେ ଯାତ୍ରା ରଙ୍ଗମହଲ ମଞ୍ଚରେ ହେଲା ଏମିତି କିଛି, ଦେଖନ୍ତୁ ଭିଡିଓ
Play icon00:28
Video: ସବ୍ୟଙ୍କ ପାଇଁ ଅନନ୍ତା ହେବା ସହଜ ନଥିଲା, ଦେଖନ୍ତୁ ସୁଟିଂ ସେଟ୍ ଭିଡିଓ
Play icon00:56
Weather Report: ଘଡ଼ଘଡ଼ି ପବନ ସହ ପ୍ରବଳ ବର୍ଷା ନେଇ ଏହି ଜିଲ୍ଲା ପାଇଁ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ...
Play icon05:15
Couple viral Video: ବାଇକ ଉପରେ ଖୁଲମଖୁଲା ପ୍ରେମ କରିବା ପଡିଲା ମହଙ୍ଗା, ପୁଲିସ କାଟିଲା ୫୨ ହଜାର ଟଙ୍କାର ଚାଲାଣ; ଭିଡିଓ ଭାଇରାଲ
Play icon00:26
Diarreha Fear: ଜିଲ୍ଲାକୁ ଜିଲ୍ଲା ଡେଉଁଛି ଝାଡାବାନ୍ତି ରୋଗ...ସଚେତନ କରାଇଲେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ
Play icon04:19
Weather Report: ୧୬ ରୁ ୨୦ ଜୁନ୍ ଯାଏଁ ରାଜ୍ୟରେ ବର୍ଷା ସତର୍କତା, ସୂଚନା ଦେଲା ପାଣିପାଗ ବିଭାଗ
Play icon04:46
Raja Parab: ରଜ ଏକ ଅନନ୍ୟ ଓ ନିଆରା କୃଷିଭିତ୍ତିକ ପର୍ବ, ଆଜି ଶେଷ ରଜରେ ଏକାଠି ହେଲେ ସମସ୍ତେ
Play icon03:43
Viral Vdeo: ନୂଆ ରୂପରେ ନଜର ଆସିଲେ ଯାତ୍ରା ଅଭିନେତ୍ରୀ ରାଣୀ
Play icon00:21
Weather Report:  ଆସନ୍ତାକାଲିଠାରୁ ୧୮ ତାରିଖ ଯାଏଁ ପ୍ରବଳ ବର୍ଷିବ, ପାଗ ରହିବ କୋହଲା ଓ ଥଣ୍ଡା
Play icon04:45
Anti Terror Mockdrill: ଚଳିତ ରଥଯାତ୍ରାରେ ଆଣ୍ଟି ଟେରର ଅପରେସନ ଉପରେ ଫୋକସ୍
Play icon01:23
Weather Report: ମୌସୁମୀ ବର୍ଷାରେ ଭିଜିବ ସାରା ଓଡ଼ିଶା, ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Play icon03:59
Raja Parba 2025: ଆଜି ପହିଲି ରଜ, ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ
Play icon01:28
Puri Mock Drill: ପୁରୀକୁ ଆତଙ୍କୀ ଆସିଲେ କେମିତି ହେବେ ସାବାଡ଼୍, ଦେଖନ୍ତୁ ପୋଲିସ ଓ ସୁରକ୍ଷା ଏଜେନ୍ସି ର ମକଡ୍ରିଲ୍
Play icon01:36
Mithi Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon01:00
Weather Report: ଘଡ଼ଘଡ଼ି ପବନ ସହ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ...
Play icon04:01
Plane Crash Video: ଅହମ୍ମଦାବାଦ ବିମାନ ଦୁର୍ଘଟଣାଗ୍ରସ୍ତ, ନିଆଁ ପିଣ୍ଡୁଳା ପାଲଟିଲା ଆକାଶ, ଦେଖନ୍ତୁ ଏହି ଭୟଙ୍କର ଭିଡିଓ...
Play icon01:25
Air India Plane Crash: ୨୪୨ ଜଣ ଯାତ୍ରୀଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ, ଦେଖନ୍ତୁ Video
Play icon00:24
ରାଜାଙ୍କ ଘରେ ପହଞ୍ଚିଲେ ସୋନମଙ୍କ ଭାଇ, ପରିବାର ସଦସ୍ୟଙ୍କୁ ଭେଟିବା ପରେ ହେଲୋ ଭାବପ୍ରବଣ
Play icon00:32
Video: ଯାତ୍ରା ରଙ୍ଗମହଲ ନାଟକ ପରିବେଷଣ ସମୟରେ ଢାଳିଲା ବର୍ଷା, ଦେଖନ୍ତୁ ଅବସ୍ଥା...
Play icon00:47
Advertisement
;