Advertisement
Videos Details/odisha/zeeodisha2343794
Video ThumbnailPlay icon

Weather Report: ଅବପାତର ରୂପ ନେଇପାରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଗତି ଉତର ପଶ୍ଚିମ ମୁହାଁ ହେବା ସମ୍ଭାବନା ଥିବା ବେଳେ ଶନିବାର ପୂର୍ବାହ୍ଣ ସୁଦ୍ଧା ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଦକ୍ଷିଣ ଏବଂ ପଶ୍ଚିମ ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।
ସଂସ୍କୃତରେ ଶୁଣିଛନ୍ତି କି କ୍ରିକେଟ କମେଣ୍ଟ୍ରି, ଦେଖନ୍ତୁ ଏହି ଚମତ୍କାର ଭିଡିଓ...
Play icon00:47
Crime News: ରାତିରେ ଘରୁ ଘୋଷାଡି ନେଇ ଘର ସାମ୍ନାରେ ମହିଳାଙ୍କୁ ହାଣି ବିଭତ୍ସ ହତ୍ୟା, ଦେଖନ୍ତୁ ଏହି ଭିଡିଓ
Play icon01:41
lipi Mohapatra: କାହା ପ୍ରେମରେ ପଡିଲେ ଅଭିନେତ୍ରୀ ଲିପି ?  ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon00:33
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:59
Video: ହାସ୍ୟ ଅଭିନେତା ଟୁକୁନାଙ୍କ ଏହି ଭିଡିଓ ହେଉଛି ଭାଇରାଲ୍
Play icon00:30
Video: ସ୍କୁଲ ଡ୍ରେସ ପିନ୍ଧି ଗାଁ ରାସ୍ତାରେ କମାଲ କଲା କୁନି ଝିଅ, ଭିଡିଓ ଭାଇରାଲ୍
Play icon00:25
Video: ମହିଳାଙ୍କ ପାଖ ଛାଡୁନି ନେଉଳ, ଭାବବିହ୍ୟୁଳ ହେବେ ଭିଡିଓ ଦେଖି
Play icon00:27
Video: ସୁନ୍ଦରୀ ନାୟିକା ରୂପଶ୍ରୀ ପଣ୍ଡାଙ୍କ ଭିଡିଓ ହେଲା ଭାଇରାଲ୍
Play icon00:44
Elephant Viral Video: ଚାଷ ନଷ୍ଟ କରୁଥିଲେ ହାତୀ, ଚାଷୀ ହାତଯୋଡି କାକୁତି ମିନତି ପରେ ଚୁପଚାପ ଚାଲିଗଲେ ହାତୀପଲ
Play icon01:44
Unknown Container Video: ରାଜନଗର ସମୁଦ୍ରକୂଳରେ ଭାସି ଭାସି ଲାଗିଲା ୨ଟି ଅଜଣା କଣ୍ଟେନର, ଲୋକେ ବୋହିନେଲେ ପୁଳାପୁଳା ସାମଗ୍ରୀ
Play icon04:57
Crime Viral Video: ହିନ୍ଦୁ ପୁଅକୁ ଭଲ ପାଇଲା ବୋଲି...ଭଉଣୀକୁ ରାସ୍ତା ମଝିରେ ମାରିଦେଲା ଭାଇ...
Play icon00:56
Video: ଅଭିନେତ୍ରୀ ଲୁମରାଇନାଙ୍କ ପୁରୁଣା ଭିଡିଓ ହେଲା ଭାଇରାଲ୍
Play icon00:22
Weather Report: ଆଉ ଏକ ଲଘୁଚାପ ସମ୍ଭାବନା, ୪ ତାରିଖରୁ ପ୍ରବଳ ବର୍ଷା
Play icon02:10
ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସହ ବର୍ଷା ପ୍ରିୟଦର୍ଶିନୀ, ଭିଡିଓ ଭାଇରାଲ୍
Play icon04:49
Girl Student Dance: କଲେଜ ଫ୍ରେସର ପାର୍ଟିରେ ଏମିତି ନାଚିଲେ ଯୁବତୀ, ସିନିୟର କହିଲେ...
Play icon00:57
Train Accident: ପାରାଦୀପରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଇଞ୍ଜିନରୁ ଖସିଗଲା ୧୭ଟି ୱାଗନ
Play icon01:35
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon04:02
Video: ରଙ୍ଗମହଲ ଯାତ୍ରା ପେଣ୍ଡାଲ ଭିଡିଓ ଭାଇରାଲ୍
Play icon00:52
Video: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନୂଆ ଭିଡିଓ ଭାଇରାଲ୍
Play icon00:27
Video: ଫ୍ଲାଇଟରେ କାନ୍ଦିଲେ ଏୟାର ହଷ୍ଟେସ୍, ଦେଖନ୍ତୁ ବୃଦ୍ଧଯାତ୍ରୀ କ'ଣ କଲେ
Play icon01:30
Video: ମିଛ ଅସରପା ସତ ଭୟ, ଭିଡିଓ ଦେଖିଲେ ହସିବେ ନିଶ୍ଚୟ
Play icon00:30
Mango Juice ନାମରେ ଆପଣ କ’ଣ ପିଉଛନ୍ତି? ସତ୍ୟତା ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ; ନିଜେ ଦେଖନ୍ତୁ ଏହି ଭିଡିଓ
Play icon00:26
Video: ବାଗେଶ୍ୱର ବାବାଙ୍କ ପୁରୁଣା ଭିଡିଓ ହେଉଛି ଭାଇରାଲ୍
Play icon01:02
Shocking Video: ନାଚୁଥିବା ବେଳେ ଜେନେରଟରରେ ଫସିଗଲେ ମହିଳା, ମୁଣ୍ଡ କଟିଯିବାରୁ ମୃତ୍ୟୁ
Play icon01:25
Video: ବିଷଧର ସାପ ସହ ଏପରି କଲେ ଯୁବକ, ଭିଡିଓ ଭାଇରାଲ୍
Play icon00:38
Truck Accident: ରାସ୍ତା ମଝିରେ ଚେୟାର ପକେଇ ବସିଥିଲେ ଯୁବକ, ପଛରୁ ଧକ୍କା ଦେଲା ଟ୍ରକ୍
Play icon00:54
Archita Sahu Video: ବିଦେଶରେ ରହିବେ କି ଅଭିନେତ୍ରୀ ଅର୍ଚ୍ଚିତା, ସନ୍ଦେହ ଆଣିଲା ଭାଇରାଲ ହେଉଥିବା ଏହି ଭିଡିଓ
Play icon01:03
Viral Video: ଏ କି ବର୍ବରତା, ୬୦ ବର୍ଷର ବୃଦ୍ଧା ସମେତ ତାଙ୍କ ନାତିକୁ ରେଳବାଇ ପୋଲିସର ଅକଥନୀୟ ଅତ୍ୟାଚାର
Play icon03:07
Vande Bharat Express: ବନ୍ଦେ ଭାରତ ଏକ୍ସପ୍ରେସରେ ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ବିଜେପି ନେତା
Play icon02:17
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon04:27