Video: ସୋସିଆଲ ମିଡିଆରେ ବେଶ୍ କିଛିଦିନ ହେବ ଖୁବ୍ ଭାଇରାଲ୍ ହେବାରେ ଲାଗିଛନ୍ତି ଏହି ଯୁବକ । ଭୁଲ୍ ହେଉ କି ଠିକ୍ ହେଉ ପ୍ରତି ଓଡ଼ିଆ ଓ ହିନ୍ଦୀ ଗୀତରୁ ପଦେ ପଦେ ମିଶାଇ ନନଷ୍ଟପ୍ ଭାବରେ ଗାଇ ଚାଲିଛନ୍ତି ଯୁବକ ଜଣକ । ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଯୁବକଙ୍କୁ ବିଭିନ୍ନ ପ୍ରକାରର କମେଣ୍ଟ୍ ଦେଉଥିବା ଦେଖିବାକୁ ମିଳିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.