Snake garden:ସାପ ବଗି ବଗିଚା,ଯେଉଁଠାରେ ଗଛରେ ଫଳ ବଦଳରେ ଓହଳିଥାନ୍ତି ସାପ !

ଗୋଟିଏ ସୁନ୍ଦର ବଗିଚା ସବୁବେଳେ ଦୃଷ୍ଟି ଆକର୍ଷଣ କରିଥାଏ। ବଗିଚାରେ ଥିବା ଭଳିକି ଭଳି ଫୁଲ ଓ ଫଳ ଗଛ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ବଗିଚା କହିଲେ ଆମ ଆଖି ଆଗରେ ନାଚେ ଏମିତି ଗୋଟିଏ ସ୍ଥାନ ଯେଉଁଠାରେ ଭରି ରହିଥିବ ଭଳିକି ଭଳି ଫୁଲ ଓ ଫଳଗଛ । କିନ୍ତୁ କେବେ ସାପ ବଗିଚା କଥା ଭାବିଛନ୍ତି କି। ଏମିତି ଗୋଟିଏ ବଗିଚା ଯେଉଁଠି ଗଛରୁ ସାପ ଓହଳୁ ଥିବେ।

Snake garden:ସାପ ବଗି ବଗିଚା,ଯେଉଁଠାରେ ଗଛରେ ଫଳ ବଦଳରେ ଓହଳିଥାନ୍ତି ସାପ !
Image Credit: SOCIAL MEDIA

About the Author