Monsoon Updates: ତାଣ୍ଡବ ରଚିବ ମୌସୁମୀ, ରାଜସ୍ଥାନରେ ୬୦ କିଲୋମିଟର ବେଗରେ ବହିବ ପବନ

ନୂଆଦିଲ୍ଲୀ: ଦେଶରେ ପ୍ରବଳ ଗ୍ରୀଷ୍ମ ଲହରୀ ପରେ ମୌସୁମୀ ମଧ୍ୟ ତାଣ୍ଡବ ରଚିବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢୁଛି। ଉତ୍ତର ଭାରତର କେତେକ ରାଜ୍ୟରେ ପ୍ରବଳ ପବନ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହା ହିଟ ୱେଭ ଏବଂ ଗ୍ରୀଷ୍ମ ଲହରୀରୁ ଆଶ୍ୱସ୍ତି ମିଳିବ। ରାଜସ୍ଥାନରେ ଧୂଳି ଝଡ଼ର ସତର୍କ ସୂଚନା ଜ

Monsoon Updates: ତାଣ୍ଡବ ରଚିବ ମୌସୁମୀ, ରାଜସ୍ଥାନରେ ୬୦ କିଲୋମିଟର ବେଗରେ ବହିବ ପବନ

About the Author