Weather Report: ବଜ୍ରପାତ ସହ ଲାଗି ରହିବ ବର୍ଷା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Report: ଦିଲ୍ଲୀରେ ହୋଇଥିବା ବର୍ଷା ପରେ ଆଜି ଆକାଶ ସ୍ପଷ୍ଟ ହୋଇଛି। କୁହୁଡି ଘେରରୁ ଦିଲ୍ଲୀକୁ ଆଶ୍ୱସ୍ତି ମିଳିଛି।ତେବେ ଶୀତଳ ତରଙ୍ଗ ଏପର୍ଯ୍ୟନ୍ତ ଦିଲ୍ଲୀର ଲୋକଙ୍କୁ ଛାଡି ନାହିଁ। ଏବେ ଉତ୍ତର ଭାରତରେ ଥଣ୍ଡା ଜାରି ରହିଥିବା ଦେଖିବାକୁ। ଅନ୍ୟପକ୍ଷରେ ପର୍ବତାଞ୍ଚଳରେ ତୁଷାରପାତ ଜାରି ରହିଛି।

Weather Report: ବଜ୍ରପାତ ସହ ଲାଗି ରହିବ ବର୍ଷା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

About the Author