Advertisement
Article Detail0/zeeodisha/odisha2300327
Zee OdishaZee Odishaଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ, ଜାଣନ୍ତୁ ନୂଆ ମୁଖ୍ୟମନ୍ତ୍ରୀ କେଉଁଠି ଉପସ୍ଥିତ ରହିବେ...

ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ, ଜାଣନ୍ତୁ ନୂଆ ମୁଖ୍ୟମନ୍ତ୍ରୀ କେଉଁଠି ଉପସ୍ଥିତ ରହିବେ...

ଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ୍ ଠାରେ ସକାଳ ୭ଟା ସମୟରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିସହ ରାଜ୍ୟମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ଗଣ ମଧ୍ୟ ଜିଲ୍ଲା ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ, ଜାଣନ୍ତୁ ନୂଆ ମୁଖ୍ୟମନ୍ତ୍ରୀ କେଉଁଠି ଉପସ୍ଥିତ ରହିବେ...

ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ୍ ଠାରେ ସକାଳ ୭ଟା ସମୟରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିସହ ରାଜ୍ୟମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ଗଣ ମଧ୍ୟ ଜିଲ୍ଲା ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜାଣନ୍ତୁ ୫୨ ଜଣ ସାଂସଦ ଓ  ବିଧାୟକ କେଉଁଠି ଉପସ୍ଥିତ ରହିବେ...

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ - କଳିଙ୍ଗ ଷ୍ଟାଡିୟମ୍

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ - କସ୍ତୁରବା ସ୍କୁଲ ପଡ଼ିଆ, ନୟାପଲ୍ଲୀ 
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା - କୋଣାର୍କ

Add Zee News as a Preferred Source

ସାଂସଦ ସମ୍ବିତ ପାତ୍ର - କୋଣାର୍କ

ବାଚସ୍ପତି ସୁରମା ପାଢ଼ୀ - ନୟାଗଡ଼

ମନ୍ତ୍ରୀ ସୁରେଶ ପୂଜାରୀ - ଝାରସୁଗୁଡ଼ା
ବିଧାୟକ ଟଙ୍କଧର ତ୍ରିପାଠୀ -ଝାରସୁଗୁଡ଼ା

ମନ୍ତ୍ରୀ ରବିନାରାୟଣ ନାୟକ - ସମ୍ବଲପୁର

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ - ନବରଙ୍ଗପୁର
ସାଂସଦ ବଳଭଦ୍ର ମାଝୀ - ନବରଙ୍ଗପୁର

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - ଢେଙ୍କାନାଳ
ସାଂସଦ ରୁଦ୍ରନାରାୟଣ ପାଣି - ଢେଙ୍କାନାଳ

ମନ୍ତ୍ରୀ ପୃଥିରାଜ ହରିଚନ୍ଦନ - ଖୋର୍ଦ୍ଧା
ସାଂସଦ ଅପରାଜିତା ଷଡ଼ଙ୍ଗୀ - ଖୋର୍ଦ୍ଧା

ମନ୍ତ୍ରୀ ମୁକେଶ କୁମାର ମହାଲିଙ୍ଗ - ବଲାଙ୍ଗୀର

ମନ୍ତ୍ରୀ ବିଭୂତି ଭୂଷଣ ଜେନା - ବ୍ରହ୍ମପୁର

ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ - ଛତ୍ରପୁର

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର - ବାରିପଦା

ମନ୍ତ୍ରୀ ଗଣେଶରାମ ସିଂହଖୁଣ୍ଟିଆ - ରାଇରଙ୍ଗପୁର
ସାଂସଦ ନବ ଚରଣ ମାଝୀ -ରାଇରଙ୍ଗପୁର

ସାଂସଦ ଅଭିମନ୍ୟୁ ସେଠୀ - ଭଦ୍ରକ
ବିଧାୟକ ସିତାଂସୁ ଶେଖର ମହାପାତ୍ର - ଭଦ୍ରକ

ମନ୍ତ୍ରୀ ପ୍ରଦୀପ ବଲ ସାମନ୍ତ - ଯାଜପୁର
ସାଂସଦ ରବି ନାରାୟଣ ବେହେରା - ଯାଜପୁର

ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ - ପୋଲସରା

ସାଂସଦ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ - ପୋଲସରା

ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ - ଜଗସିଂହପୁର

ସାଂସଦ ବିଭୁ ପ୍ରସାଦ ତରାଇ - ଜଗସିଂହପୁର

ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ- ଫୁଲବାଣୀ

ବିଧାୟକ ଉମା ଚରଣ ମଲ୍ଲିକ -ଫୁଲବାଣୀ

ସାଂସଦ ମାଲଭିକା କେଶରୀ ଦେଓ - ଭବାନୀପାଟଣା

ସାଂସଦ ପ୍ରତାପ ଷଡ଼ଙ୍ଗୀ - ବାଲେଶ୍ବର

ବିଧାୟକ ମାନସ କୁମାର ଦତ୍ତ -ବାଲେଶ୍ବର

ସାଂସଦ ଭତ୍ରୁହରି ମହତାବ - କଟକ

ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ -କଟକ

ସାଂସଦ ବୈଜୟନ୍ତ ପଣ୍ଡା - କେନ୍ଦ୍ରାପଡ଼ା

ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ -କେନ୍ଦ୍ରାପଡ଼ା

ସାଂସଦ ଅନନ୍ତ ନାୟକ - କେନ୍ଦୁଝର

ବିଧାୟକ ଅଖିଳ ଚନ୍ଦ୍ର ନାୟକ -କେନ୍ଦୁଝର

ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ - ଅନୁଗୁଳ

ସାଂସଦ ପ୍ରଦିପ ପୁରୋହିତ - ବରଗଡ଼

ସାଂସଦ ଅଶ୍ୱିନୀ କୁମାର ଷଡଙ୍ଗୀ - ବରଗଡ଼

ବିଧାୟକ ସରୋଜ ପ୍ରଧାନ - ବୌଦ୍ଧ

ବିଧାୟକ ସିଦ୍ଧାନ୍ତ ମହାପାତ୍ର - ପାରାଳାଖେମୁଣ୍ଡି

ବିଧାୟକ ରଘୁରାମ ମାଛ - କୋରାପୁଟ

ବିଧାୟକ ନରସିଂହ ମଡକାମୀ - ମାଲକାନାଗିରି

ବିଧାୟକ ସୁଧୀର ପାଟ୍ଟଯୋଷୀ - ନୁଆପଡ଼ା 

ବିଧାୟକ ଗୌରୀଶଙ୍କର ମାଝୀ - ରାୟଗଡ଼ା

ବିଧାୟକ ରଘୁନାଥ ଜଗଦଲ - ସୋନପୁର

ବିଧାୟକ ଭବାନୀ ଶଙ୍କର ଭୋଇ - ସୁନ୍ଦରଗଡ଼

 

About the Author