Advertisement

Balasore Flood

alt
CM Mohan Majhi: ବନ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକରେ ପରେ ମୁଖ୍ୟମନ୍ତ୍ରୀ ମୋହନ ଚୋରଣ ମାଝୀ ଙ୍କ ଗଣମାଧ୍ୟମ କୁ ସୂଚନା,ବାଲେଶ୍ଵର ଜିଲ୍ଲାର ଉପରମୁଣ୍ଡ ରେ ପ୍ରବଳ ବର୍ଷା ଯୋଗୁଁ ଝାରଖଣ୍ଡ , ମୟୂରଭଞ୍ଜ ଓ ପଶ୍ଚିମବଙ୍ଗ ରେ ଯେଉଁ ବନ୍ୟା ଆସିଛି । ତାହା ପ୍ରଭାବରେ ତଳିଆ ଅଞ୍ଚଳର ଲୋକମାନେ ପ୍ରଭାବିତ ହୋଇଛନ୍ତି।ଆକାଶ ମାର୍ଗରୁ ମୁଁ ନିରୀକ୍ଷଣ କରି ଦେଖିବା ପରେ ଲୋକେ ଜଟିଳ ଅବସ୍ଥାରେ ଅଛନ୍ତି। 6 ଟି ବ୍ଲକ ର8 ହଜାର ହେକ୍ଟର ଜମି ଜଳ ଘେରା ରେ ଅଛି, ତଳମୁଣ୍ଡ ରେ ପ୍ରଶାସନ ପକ୍ଷରୁ 2 ହଜାର ଲୋକଙ୍କୁ ସ୍ଥାନାନ୍ତରିତ ହୋଇଛି । ଉଦ୍ଧାର କାର୍ଯ୍ୟ 8 fire ଟିମ,ଓଡ୍ରାଫ ସହିତ ଏନଡିଆର ଏଫ ମୁତୟନ କରାଯାଇଛି।ଜଳକା, ସୁବର୍ଣ୍ଣରେଖାର ଜଳ ନିଷ୍କାସନ ଓ ବନ୍ୟନୀୟନ୍ତ୍ରଣ ପାଇଁ ରୋଡ ମ୍ୟାପ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରି ସରକାର ଙ୍କୁ ଦେଲେ 
Sep 19,2024, 13:46 PM IST

Trending news