kalia yojana

ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଛାଟ

ରାଜ୍ୟରେ ସମୁଦାୟ ୫୧ ଲକ୍ଷ ହିତାଧିକାରୀ କାଳିଆ ଯୋଜନାରେ ଟଙ୍କା ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ହିତାଧିକାରୀ ଅଛନ୍ତି ।

Jul 24, 2020, 04:26 PM IST

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହ କାଳିଆ ଯୋଜନାର ହେବ ମିଶ୍ରଣ!

କାଳିଆ ଓ କିଷାନ ଯୋଜନା ମିଶିଲେ ରାଜ୍ୟ ସରକାରଙ୍କ ଆର୍ଥିକ ଲାଭ ହେବ । କାଳିଆ ଯୋଜନାରେ ୫୧ ଲକ୍ଷ ନାମମାତ୍ର, ଭୂମିହୀନ ଚାଷୀ ଓ ଛୋଟ ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କାର ସହାୟତା ଦିଆଯାଉଛି । 

Dec 4, 2019, 04:18 PM IST

ପୁଣି କାଳିଆ ରିଟର୍ଣ୍ଣସ୍...ନଭେମ୍ବରରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା

 ଆସନ୍ତା ନଭେମ୍ବର ମାସରେ ମିଳିବ କାଳିଆ ଟଙ୍କା...ଅଗଷ୍ଟ ମାସରେ ହିତାଧିକାରୀଙ୍କ ଯାଞ୍ଚ ସରିଥିବା ବେଳେ, କାଳିଆ ଟଙ୍କାର ଦ୍ୱିତୀୟ କିସ୍ତି ନଭେମ୍ବରରେ ମିଳିବ । ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ରାଜ୍ୟ କୃଷି ସଚିବ ସୌରଭ ଗର୍ଗ । ଲୋକସେଭା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି କୃଷି ସଚିବ । କାଳିଆ ଟଙ୍କାରେ ବ୍ୟାପକ ଦୁର୍ନୀତି ନେଇ ବିରୋଧୀ ଅଭିଯୋଗ କରିଥିଲେ । ଏହା ପରେ କୃଷି ବିଭାଗ କାଳିଆ ଟଙ୍କା ବଣ୍ଟନ ବନ୍ଦ ରଖିଥିଲେ । କାଳିଆ ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରହିଥିବା ଅଭିଯୋଗ ପରେ ରାଜ୍ୟ ସରକାର ଓ କୃଷି ବିଭାଗ ତତ୍ପରତା ଦେଖାଇଥିଲେ ।

Oct 29, 2019, 07:04 PM IST