ratha yatra

ପବିତ୍ର ହେରାପଞ୍ଚମୀ: କାହିଁକି ମହାପ୍ରଭୁଙ୍କ ଉପରେ ଅଭିମାନ କରନ୍ତି ମାତା ଲକ୍ଷ୍ମୀ ?

ବିନା ଭକ୍ତରେ ରଥଯାତ୍ରା ହେଉଥିବାରୁ ଭକ୍ତମାନେ ଘରେ ରହି ମହାପ୍ରଭୁଙ୍କୁ ଆରାଧନା କରନ୍ତୁ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ । 

Jul 16, 2021, 05:48 PM IST

Ratha Yatra 2021:ଜନ୍ମବେଦୀରେ ପହଞ୍ଚିଲେ ବିଶ୍ୱ ନିୟନ୍ତା

ସିଏ ସର୍ବ ନିୟନ୍ତା, ସର୍ବ ଶକ୍ତିମାନ। ସିଏ ହିଁ ହେଉଛନ୍ତି ବିଶ୍ୱ ବ୍ରହ୍ମାଣ୍ଡର ଆରାଧ୍ୟ ଦେବତା । ବର୍ଷକରେ ଥରେ ସିଏ ଦର୍ଶନ ଦେଇଥାନ୍ତି ଲୋକଙ୍କ ପାଖକୁ ଯାଇ ।ପ୍ରତ୍ୟକ୍ଷ ଭାବେ ପ୍ରତିଫଳିତ ହୁଏ ଭକ୍ତ ଓ ଭଗବାନଙ୍କର ସେଇ ଅପୂର୍ବ ଲୀଳା ।

Jul 12, 2021, 09:57 PM IST

'ପୁରୀ ସହ କେନ୍ଦ୍ରାପଡ଼ାରେ ବି ହେଉ କଟକଣା ଯୁକ୍ତ ରଥଯାତ୍ରା'

ବଳଦେବଜୀୟୁଙ୍କ ରଥ ନିର୍ମାଣ ଜ୍ଯେଷ୍ଠ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ। ଏଠାରେ ନୂଆ ରଥ ନିର୍ମାଣ ହୋଇନଥାଏ। ପାଣିରେ ବୁଡି ରହିଥିବା ରଥର ବିଭିନ୍ନ ଅଂଶକୁ ରଥରେ ବ୍ଯବହାର କରି ରଥ ପ୍ରସ୍ତୁତ କରାଯାଇଥାଏ। 

Jun 18, 2021, 08:21 PM IST

ସ୍ନାନପୂର୍ଣ୍ଣିମା: ବାହାର ଲୋକଙ୍କୁ ସହରକୁ ମନା ଓ ବଡଦାଣ୍ଡକୁ ଭକ୍ତଙ୍କୁ କଟକଣା

ବାହାର ଲୋକଙ୍କୁ ସହରକୁ ମନା ଓ ବଡଦାଣ୍ଡକୁ ଭକ୍ତଙ୍କୁ କଟକଣା । ଏ ନେଇ ଜୁନ ୨୩ ତାରିଖ ସନ୍ଧ୍ୟାରୁ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ  । ସେପଟେ ସେବାୟତଙ୍କ ସୁବିଧାରେ ଚଳପ୍ରଚଳ ଓ ମନ୍ଦିରକୁ ଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଏସପି ।

Jun 18, 2021, 05:11 PM IST

ସ୍ନାନଯାତ୍ରା ପୂର୍ବରୁ ଉଠିବ ତିନି ରଥର ଚାରିନାହାକା, ଚାଲିଛି ଜୋରସୋରରେ ନିର୍ମାଣ କାର୍ଯ୍ୟ

ଅଖଚକ ଡେରା ପରେ ଦଣ୍ଡା ପଡି ମୁହାଁଟ ଲଗାଯାଇ ଫ୍ରେମକୁ କଳସା ଯାଇଛି । ଆଜି କମାର ସେବକ ମାନେ ଅଖ ଓ ଦଣ୍ଡା ମଜବୁତ ରହିବା ପାଇଁ ପ୍ରତିରଥରେ ୭୦ଟି ଲେଖାଏଁ ଦଣ୍ଡାକଣ୍ଟା ବାଡିଆ କରାଯାଇଛି । 

Jun 15, 2021, 08:35 AM IST

ବିନା ଭକ୍ତରେ ଶ୍ରୀମନ୍ଦିରକୁ ମାଡିଗଲା କୋରୋନା!

ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ସତ୍ତ୍ୱେ ବି କୋରୋନାରେ ସେବାୟତ ଓ କର୍ମଚାରୀ ପ୍ରଭାବିତ ହେଉଛନ୍ତି। ଆଜି ସୁଦ୍ଧା ଶ୍ରୀମନ୍ଦିର ସହ ଜଡିତ ୧୪୨ ଜଣ କୋରନାରେ ସଂକ୍ରମିତ ହୋଇଛନ୍ତି।

मई 4, 2021, 01:24 PM IST

କୋରୋନା କାଳେ ମହାପ୍ରଭୁଙ୍କ ଜଳ କ୍ରୀଡା: ନରେନ୍ଦ୍ରରୁ ବାହାରିଲା ଡଙ୍ଗା, ଅକ୍ଷୟ ତୃତୀୟା ପୂର୍ବରୁ ସେବାୟତଙ୍କୁ ୨ଟି ଟିକା

ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ରରୁ ବାହାରିଛି ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଚାପ ଡଙ୍ଗା। ଭୋଇସେବକ ଏଥିରେ ନିୟୋଜିତ ଥିବା ବେଳେ ମହାରଣା ସେବକଙ୍କ ଦ୍ୱାରା ଅକ୍ଷୟ ତୃତୀୟା ପୂର୍ବରୁ ଚାପ ନିର୍ମାଣ କାର୍ଯ୍ୟ କରାଯିବ। ସେପଟେ ସେବାୟତଙ୍କ କ୍ଷେତ୍ରରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚନ୍ଦନ ଯାତ୍ରା ପୂର୍ବରୁ ସମସ୍ତ ରଥ ନିର୍ମାଣ ସେବକ ଓ ପାଳିଆ ସେବାୟତ ଯେଭଳି ଦୁଇଟି ଡୋଜ ଟିକା ନେବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି।

Apr 28, 2021, 07:11 AM IST

ଆଜି ରୁକୁଣା ରଥଯାତ୍ରା: ବିନା ଭକ୍ତରେ ରଥ ଟଣା, ଛାତ ଉପରୁ ଦର୍ଶନ ମନା

ଆଜି ଅପରାହ୍ଣ ସାଢେ ୩ଟାରେ ବିନା ଭକ୍ତରେ ରୁକୁଣା ରଥ (Rukuna Ratha Yatra) ଟଣା ଆରମ୍ଭ ହେବ। ଶ୍ରୀଜୀଉ (Lord Lingraj) ଙ୍କ ଦୈନନ୍ଦିନ ନୀତି ସମ୍ପନ୍ନ ହେବା ପରେ ରଥ ଗଡିବ। 

Apr 20, 2021, 07:50 AM IST

ମହାଦେବଙ୍କ ରଥଯାତ୍ରା ଉପରେ କୋରୋନାର କଳା ବାଦଲ

ଆସନ୍ତା ୨୦ ତାରିଖରେ  ରୁକୁଣା ରଥଯାତ୍ରା (Rukuna Ratha Yatra) ପଡୁଛି। ଗତବର୍ଷ ଭଳି ଏଥର ମଧ୍ୟ ମହାମାରୀ କୋରୋନା (Coronavirus) ପୁଣି ସଙ୍କଟ ହୋଇ ମୁଣ୍ଡ ଟେକିଛି। ଫଳରେ ଯାତ୍ରା ହେବା ନ ହେବା ନେଇ ଆଶା ଆଶଙ୍କା ଦେଖାଦେଇଛି। 

Apr 4, 2021, 09:06 PM IST

ବଦଳିଲା ରଥ ଭଙ୍ଗା ପରମ୍ପରା

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋଇ ସର୍ଦ୍ଧାରଙ୍କୁ ଚିଠି କରାଯାଇଛି  । ତେବେ ରଥ ସଂରକ୍ଷଣ କମିଟି, ବୈଷୟିକ କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ କରାଯିବ ରଥ ଖୋଲିବା କାର୍ଯ୍ୟ ।

Jul 28, 2020, 04:46 PM IST

'ସର୍ବୋପରି ସବୁ ସେଇ ଲୀଳାମୟଙ୍କ ଇଚ୍ଛା'

ପ୍ରଧାନମନ୍ତ୍ରୀଙ୍କ ନିଷ୍ଠା ଯୋଗୁ ରଥଯାତ୍ରା ସମ୍ଭବ ହୋଇଛି । ଏକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ନିଷ୍ଠା ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । 

Jul 5, 2020, 12:24 PM IST

ରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଏପରି କିଛି କହିଲେ ବିଜୟ ମହାପାତ୍ର

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ଚାହୁଁଥିଲେ ଯାତ୍ରା ନ ହେଉ । ସେମାନେ ଏବେ ଅନୁତପ୍ତ ହେଉଥିବେ । ଏହା ଜଗନ୍ନାଥଙ୍କ ଇଛା, ତେଣୁ ହେଲା । ସୁପ୍ରିମ କୋର୍ଟଙ୍କ ସମାନ ବେଞ୍ଚ ରାୟ ଶୁଣାଇଛନ୍ତି । 

Jun 22, 2020, 06:16 PM IST

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଆସନ୍ତାକାଲି ପୁରୀ ବଡ଼ଦାଣ୍ଡରେ ଗଡ଼ିବ ରଥ

ସୋମବାର ସୁପ୍ରିମକୋର୍ଟଙ୍କ ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ରଥଯାତ୍ରାର ଆୟୋଜନ ମନ୍ଦିର କମିଟି, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମଧ୍ୟରେ ପରସ୍ପର ସମନ୍ୱୟ ରକ୍ଷା କରି କରାଯିବ । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ ବିଷୟରେ କୌଣସି ଅଣଦେଖା କରାଯିବ ନାହିଁ ।

Jun 22, 2020, 05:15 PM IST

'ଶ୍ରୀମନ୍ଦିର ଭିତରେ ରଥଯାତ୍ରାର ବିଧି ହେବାର ନଜିର ନାହିଁ'

ଗଜପତି ମହାରାଜ ସରକାରଙ୍କ ଅବେହେଳା ବୋଲି ସ୍ପଷ୍ଟ କରିବା ପରେ ସେବାୟତଙ୍କ ପକ୍ଷରୁ ଦେଖାଦେଇଛି ଅସନ୍ତୋଷ  ।

Jun 21, 2020, 07:04 AM IST

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲା ଭୁବନେଶ୍ୱରର ଇସ୍କନ ମନ୍ଦିର

ସେପଟେ ରାଜଧାନୀର ବିଭିନ୍ନ ଛୋଟବଡ ଜଗନ୍ନାଥ ମନ୍ଦିରରେ ବନ୍ଦ ରହିବ ଯାତ୍ରା । ପଟିଆ ଗଡ ଜଗନ୍ନାଥ ମନ୍ଦିର ହେଉ ଅବା ଶୌଳଶ୍ରୀ ବିହାର ଏବଂ ଆରସିଏମ ଓ ଜାଗମରା ଜଗନ୍ନାଥ ମନ୍ଦିର ସବୁଠି ସ୍ଥଗିତ ରହିବ ଚଳିତ ରଥଯାତ୍ରା ।

Jun 19, 2020, 04:43 PM IST

ସୁରଙ୍କ ଆଖିରେ ଲୁହ

ଆଜି ରଥଯାତ୍ରା ବନ୍ଦ ନେଇ ପ୍ରତିକ୍ରିୟା ଦେବା ସମୟରେ ପୁରା ଭାବବିହ୍ୱଳ ହୋଇପଡ଼ିଥିଲେ କଂଗ୍ରେସର ଏହି ବରିଷ୍ଠ ନେତା ।

Jun 19, 2020, 03:47 PM IST

କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ମାନିବ ରାଜ୍ୟ ସରକାର

ବିଭିନ୍ନ ଜିଲ୍ଲାରେ ଥିବା ପରିଚାଳନା କମିଟି ଓ ଅନୁଷ୍ଠାନଗୁଡିକ ଯେପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ । ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Jun 18, 2020, 10:13 PM IST

ଆରମ୍ଭ ହେଲା ଜରୁରୀକାଳୀନ କ୍ୟାବିନେଟ ବୈଠକ

ବୈଠକ ଆରମ୍ଭରୁ ସହିଦମାନଙ୍କ ଆତ୍ମାର ସଦଗତି ପାଇଁ ଅଣାଯିବ ଶୋକ ପ୍ରସ୍ତାବ । ଶୋକ ପ୍ରସ୍ତାବ ପରେ ଆରମ୍ଭ ହେବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ।

Jun 18, 2020, 08:17 PM IST

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ଡାକିଲେ ଜରୁରୀ କ୍ୟାବିନେଟ ବୈଠକ

ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁପ୍ରିକୋର୍ଟରେ ରଥଯାତ୍ରା ଉପରେ ରୋକ ଲଗାଇବା ପାଇଁ ଏକ ଯାଚିକା ଦାଖଲ କରାଯାଇଥିଲା । ଗୁରୁବାର(ଆଜି) ଯାହା ଉପରେ ସର୍ବୋଚ୍ଚ କୋର୍ଟ ଶୁଣାଣି କରି ରଥଯାତ୍ରା ଉପରେ ରୋକ ଲଗାଇଥିଲେ ।

Jun 18, 2020, 04:47 PM IST

ରଥଯାତ୍ରା ପାଇଁ ମିଳିଛି ଗ୍ରୀନ ସିଗନାଲ, କିନ୍ତୁ ରଥ ଟାଣିବେ କିଏ ?

ହାତୀ କିମ୍ବା ମେସିନ ନିୟୋଜନ ଭଳି  ବିକଳ୍ପ ବ୍ୟବସ୍ଥା ଦ୍ୱାରା ରଥ ଟାଣିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ରହିଛି ପ୍ରସ୍ତାବ । ଯଦିଓ ହାଇକୋର୍ଟ ହାତୀ କିମ୍ବା ମେସିନ ସ୍ପଷ୍ଟ ଭାବେ କହିନାହାନ୍ତି କିନ୍ତୁ ରଥ ଟଣା ପାଇଁ  ଏହାର ବିକଳ୍ପ ଭାବେ କିଛି ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ପୂର୍ବରୁ ହାତୀ ଦ୍ୱାରା ରଥ ଟଣା ଯିବାର ନଜିର ରହିଛି ।

Jun 14, 2020, 05:49 PM IST