PMSBY:ଦୁଇ କପ୍ ଚା’ ମୂଲ୍ୟରେ ୨ ଲକ୍ଷ ଟଙ୍କାର ଜୀବନ ବୀମା !

ଗରିବ ଶ୍ରେଣୀର ଲୋକଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ବାର୍ଷିକ ମାତ୍ର 20 ଟଙ୍କା ବ୍ୟୟରେ 2 ଲକ୍ଷ ଟଙ୍କା ବୀମା ମିଳିପାରିବ ।

PMSBY:ଦୁଇ କପ୍ ଚା’ ମୂଲ୍ୟରେ ୨ ଲକ୍ଷ ଟଙ୍କାର ଜୀବନ ବୀମା !
Image Credit: SOCIAL MEDIA

About the Author