ରୋହିତ ଶର୍ମା ଦିନିକିଆ ଅଧିନାୟକ; ପଦ ଛାଡିବାକୁ ପ୍ରସ୍ତୁତ ନଥିଲେ ବିରାଟ

ବିରାଟ କୋହଲି ନିଜ ଆଡୁ ଇସ୍ତଫା ଦେଇନାହାନ୍ତି। ଇସ୍ତଫାକୁ ଅପେକ୍ଷା କରି ବିସିସିଆଇ ଶେଷରେ ବାଧ୍ୟ ହୋଇ ବିରାଟଙ୍କୁ ଦିନିକିଆ ଦଳର ଅଧିନାୟକତ୍ୱରୁ ହଟାଇ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି।

 ରୋହିତ ଶର୍ମା ଦିନିକିଆ ଅଧିନାୟକ; ପଦ ଛାଡିବାକୁ ପ୍ରସ୍ତୁତ ନଥିଲେ ବିରାଟ
Image Credit: ଡିଜାଇନ୍ ଫଟୋ

About the Author