Panchang 28th July 2024: ସକାଳର କାର୍ଯ୍ୟ ଆରମ୍ଭ ପୂର୍ବରୁ ଜାଣନ୍ତୁ ରବିବାର ପଞ୍ଚାଙ୍ଗ
Advertisement
Article Detail0/zeeodisha/odisha2356191

Panchang 28th July 2024: ସକାଳର କାର୍ଯ୍ୟ ଆରମ୍ଭ ପୂର୍ବରୁ ଜାଣନ୍ତୁ ରବିବାର ପଞ୍ଚାଙ୍ଗ

Panchang 28th July 2024: ରବିବାର ଦିନରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜାଣିନିଅନ୍ତୁ କଣ ରହିଛି ପଞ୍ଚାଙ୍ଗ ।

Panchang 28th July 2024: ସକାଳର କାର୍ଯ୍ୟ ଆରମ୍ଭ ପୂର୍ବରୁ ଜାଣନ୍ତୁ ରବିବାର ପଞ୍ଚାଙ୍ଗ

Panchang 28th July 2024: ଅଦ୍ୟ ଜୁଲାଇ ମାସ ୨୮ ତାରିଖ ୨୦୨୪ ମସିହା (ରବିବାର)

ଶକାବ୍ଦ - ୧୯୪୬ 
ସମ୍ବତ - ୨୦୮୧
ଦିଲ୍ଲୀସ୍ୱରାଦ୍ଧ- ୧୪୩୧
ସମ୍ବତ୍ସର- କାଳ
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ଅଷ୍ଟମୀ ରାତ୍ରି ଘ ୦୭/୪୩ ଗତେ ନବମୀ
ନକ୍ଷତ୍ର- ଅଶ୍ଵିନୀ ଦିବା ଘ ୧୨/୩୯ ଗତେ ଦ୍ଵିଜା
ଚନ୍ଦ୍ର- ମେଷ
ଯୋଗ- ଶୂଳ
କରଣ - ବାଳବ
ସୌରମାସ- କର୍କଟ ୧୩ ଦିନ

ସୁର୍ୟୋଦୟ- ପ୍ରାତଃ ଘ୦୫/୨୫/୨୫
ସୂର୍ଯ୍ୟାସ୍ତ - ସନ୍ଧ୍ୟା ଘ୦୬/୨୧/୫୪

ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୭/୪୩ ଗତେ ପୂର୍ବେ 
ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମେଷ ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର

କାଳବେଳା ଓ ବାରବେଳା - ଦିବା ଘ ୧୦/୧୬ ଗତେ ଘ ୦୧/୩୦ ମଧ୍ୟେ
ମୃତେ ଏକପାଦ ପୁଷ୍କର ଦୋଷ

ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୪ ଗତେ ଘ ୦୯/୨୭ ମଧ୍ୟେ ଓ ରାତ୍ରି  ଘ ୦୭/୫୫ ଗତେ ଘ ୦୯/୩୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳା- ଦିବା୦୬/୧୪  ମଧ୍ୟେ ଓ ରାତ୍ରି  ଘ ୦୭/୦୭ ଗତେ ଘ ୦୭/୫୫ ମଧ୍ୟେ

ଅଦ୍ୟ ନଡ଼ିଆ  ଭକ୍ଷଣ ନିଷେଧ
ତଥ୍ୟ- ଜ୍ୟୋତିଷ ଡ: ବାୟୁନନ୍ଦନ ମିଶ୍ର  

Also Read- ଚିନି କିଣିବା ହେବ ମହଙ୍ଗା ! ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନା

Also Read- Lucky Zodiac Sign: ୨୮ ଜୁଲାଇ ରବିବାର ଶୁକ୍ରାଦିତ୍ୟ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ