Lucky Zodiac Sign: ୩୦ ଜୁଲାଇରେ ବୁଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Published: Jul 29, 2024, 07:57 PM IST|Updated: Jul 29, 2024, 07:57 PM IST

Top 5 Lucky Zodiac Sign, 30 July 2024: ବୈଦିକ ଜ୍ୟୋତିଷ ଅନୁଯାୟୀ ୩୦ ଜୁଲାଇରେ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ତେବେ କେଉଁ ରାଶି ଭାଗ୍ୟବାନ ଆସନ୍ତୁ ଜାମିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Top 5 Lucky Zodiac Sign, 30 July 2024: ଜୁଲାଇ ୩୦ ମଙ୍ଗଳବାର ଦିନ ଚନ୍ଦ୍ର ଶୁକ୍ରଙ୍କ ରାଶି ବୃଷ ରାଶିରେ ସଞ୍ଚାର କରିବେ । ଯେଉଁଠାରେ ବୃହସ୍ପତି ଏବଂ ମଙ୍ଗଳ ପୂର୍ବରୁ ଉପସ୍ଥିତ ଅଛନ୍ତି । ଏଥିସହ ଶ୍ରାବଣ ମାସର କୃଷ୍ଣ ପକ୍ଷର ଦଶମ ଦିନରେ ବିଦ୍ୟା ଯୋଗ, ଧ୍ରୁବ ଯୋଗ, ସବ୍ୟାର୍ଥ ସିଦ୍ଧ ଯୋଗ ଏବଂ କୃତିକା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବ । ଯେଉଁଥିପାଇଁ ଦିନଟିର ଗୁରୁତ୍ୱ ବୃଦ୍ଧି ପାଇଛି ।